ବ୍ରେଷ୍ଟ ସାଇଜକୁ କିଭଳି ଅଧିକ ସୁନ୍ଦର କରିହେବ- Dr Akshay Rout  

ସ୍ତନ ମହିଳାଙ୍କ ଏମିତି ଗୋଟେ ଅଙ୍ଗ ଯାହା ଅଧିକ ବଧିଗଲେ ମଧ୍ୟ ମହିଳା ଅଜବ ଦେଖା ଦିଅନ୍ତି ଓ ବହୁତ କମି ଗଲେ ମଧ୍ୟ ମହିଳା ଅଜବ ଦେଖା ଦିଅନ୍ତି । ତେବେ ମହିଳାଙ୍କ ଶରୀର ଏମିତି ଗୋଟେ ଗଢନ ଅନୁଯାଇ ରହିଥାଏ ଯେଉଁଥିରେ କିଛି ବଡ ହେଲେ ମଧ୍ୟ ଅସୁନ୍ଦର ଦେଖା ଯାଏ ଓ କିଛି ବହୁତ ଛୋଟ ହୋଇଗଲେ ମଧ୍ୟ ଖରାପ ଦେଖା ଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଉପାୟ ଆଣିଛୁ ଯାହା ଦ୍ଵାରା ଆପାନ ନିଜ ବ୍ରେଷ୍ଟ ସାଇଜ ସଠିକ ରଖି ପାରିବେ ଓ ଆପଣଙ୍କୁ ଅଜବ ମଧ୍ୟ ଲାଗିବ ନାହିଁ ।

ତେବେ ଆସନ୍ତୁ ଜାଣିବା ବିଶେଷଜ୍ଞ ମାନେ ଏହା ବିଷୟରେ କଣ କଣ କହିଛନ୍ତି ଓ ଆମକୁ ଏମିତିକା ପରିସ୍ଥିତିରେ କଣ କରିବା ଆବଶ୍ୟକ ଅଟେ ।.

ସ୍ତନର ଆକାର ଅତ୍ୟଧିକ ବଡ ଥିଲେ କଣ ହୋଇଥାଏ  :

୧. ବେକରେ ଓ କାନ୍ଧରେ ଯନ୍ତ୍ରଣା ହୋଇଥାଏ ।

୨. ସ୍ତନର ତଳ ଭାଗରେ ସଂକ୍ରମଣ ହୋଇ ଘା ହୋଇଥାଏ ।

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସ୍ତନ ବଢେଇବା ପାଇଁ ଓ କମେଇବା ପାଇଁ ଦୁଇଟି ପ୍ପାଇନ ସର୍ଜରୀ ଅଛି କିନ୍ତୁ ବହୁତ ଲୋକ ଏହାର ସାଇଡ ଇଫେକ୍ଟ ଡରରେ ଏହାକୁ କରନ୍ତି ନାହିଁ । ଏହା ଛଡା କିଛି ଲୋକ ଔଷଧ ଖାଇବା ଅଧିକ ପସନ୍ଦ କରନ୍ତି ଯାହା ସାମାନ୍ୟତଃ ବହୁତ ହାନିକାରକ ଅଟେ କାହିଁକିନା ଏହା ଦ୍ଵାରା ଆପାନଙ୍କ ଶରୀରରେ ବହୁତ ପ୍ରକାର ଅନ୍ୟ ହର୍ମୋନ ଚେଞ୍ଜ ହୋଇଥାଏ ଯାହା ଆପଣଙ୍କ କଣ୍ଟ୍ରୋଲରେ ନଥାଏ ।

ତେବେ କିଛି ମହିଳାଙ୍କୁ ରୋଗ ପାଇଁ ତାଙ୍କ ବ୍ରେଷ୍ଟ ବଧିନଥାଏ ଏମିତି ଗୋଟେ ରୋଗ ନାମ “ପୋଲେନ ଶିଣ୍ଡ୍ରୋମ” ଅଟେ ଏହି ରୋଗରେ ମହିଳାଙ୍କ ସ୍ତନ ଜମାବି ବଢି ନଥାଏ ଓ ଫ୍ଲାଟ ଦେଖା ଯାଇଥାଏ ଯାହା ଦ୍ଵାରା ତାଙ୍କୁ ସମାଜରେ ବହୁତ ଲାଜ୍ୟା ପୂର୍ଣ୍ଣ କଥା ଶୁଣିବାକୁ ପଡିଥାଏ । ତେବେ ମେଡିକାଲ ଦୁନିଆରେ ଏହାର ଦୁଇଟି ଚିକିତ୍ସା ଅଟେ ଆପଣ ସରଜାରି କରି ପାରିବେ ନଚେତ ମେଡ଼ିସିନ ସେବନ କରି ପାରିବେ । ତେବେ ମେଡ଼ିସିନରେ ବହୁତ ସାଇଡ ଇଫେକ୍ଟ ହୋଇପାରେ ଆପଣଙ୍କ ଶରୀର ଏହାକୁ ଏକସେପ୍ଟ ନକଲେ ଆପଣଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ ।

କିନ୍ତୁ ସରଜରି ବହୁତ ଲୋକ ଡରନ୍ତି ଏହା ଆପଣଙ୍କ ଭଲ ବୋଲି ବୈଜ୍ଞାନିକ ମାନେ ନିଜେ ଅଧ୍ୟୟନ କରି କହିଛନ୍ତି ।  ସିଲିକନ ସରଜରି ଏମିତି ଗୋଟେ ସର୍ଜରୀ ଅଟେ ଯେଉଁଥିରେ ସ୍ତନରେ ସିଲିକନ ଦିଆ ଯାଉଛି ଯାହା ଦ୍ଵାରା ସ୍ତନ ବୃଦ୍ଧି ହୋଇଥାଏ ତେବେ ଏହି କର୍ମରେ ବେଳେ ଅସୁବିଧା ହେଉଛି ସେଥିପାଇଁ ସବୁଠାରୁ ଭଲ ଫ୍ୟାଟ ସରଜାରି ଅଟେ ।

ଏହା ଅନୁଯାଇ ଯଦି ଆପଣଙ୍କ ଶରୀରରେ କେଉଁ ଜାଗାରେ ଫ୍ୟାଟ ଅଧିକ ଅଛି ତେବେ ତାହାକୁ ବ୍ୟବହାର କରି ଆପଣଙ୍କ ବ୍ରେଷ୍ଟ ସରଜାରି କରା ଯାଇଥାଏ ଯାହା ଦ୍ଵାରା ଆପଣଙ୍କ ପେଟ ମଧ୍ୟ କମି ଯାଇଥାଏ ଓ ଆପଣଙ୍କ ସ୍ତନ ମଧ୍ୟ ବଢିକି ଭଲ ସାଇଜରେ ଆସି ଯାଇଥାଏ । ବର୍ତମାନ ସମୟରେ ଏହି ସର୍ଜରୀ ବହୁତ ମାତ୍ରାରେ କରା ଯାଉଛି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *