ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- କେଉଁ ପର୍ବ ବା ଦିବସ ନଭେମ୍ବର ମାସରେ ପାଳନ କରାଯାଏ ?
ଉତ୍ତର- ଶିଶୁ ଦିବସ
୨- ସାଧାରଣତ ଏକ ଶିକ୍ଷା ଅନୁଷ୍ଠାନର ଇଣ୍ଟର ନେଟ ଡୋମେନ ନାମ କଣ ଅଟେ ?
ଉତ୍ତର- .edu
୩- ସବୁଠାରୁ ହାଲୁକା ରାସାୟନିକ ତତ୍ଵ କଣ ଅଟେ ?
ଉତ୍ତର- ହାଇଡ୍ରୋଜେନ
୪- ତାକିନ ଆମର କେଉଁ ପଡୋଶି ଦେଶର ଜାତୀୟ ପଶୁ ଅଟେ ?
ଉତ୍ତର- ଭୁଟାନ
୫- ବିଶ୍ଵର ସର୍ବ ବୃହତ୍ତ ସକ୍ରିୟ ଜ୍ଵାଳାମୁଖ୍ୟ କେଉଁଠି ?
ଉତ୍ତର- Mauna Loa
୬- କେଉଁ ଦୁଇଟି ସମ୍ମିଳିତ ହୋଇ ଗଙ୍ଗା ନଦୀ ସୃଷ୍ଟି କରିଛନ୍ତି ?
ଉତ୍ତର- ଅଳକାନନ୍ଦା ଓ ଭାଗିରଥି
୭- କେଉଁ ଦୁଇଟି ରାଜ୍ୟର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଥମ ନାମ ଗୋଟିଏ ଇଂରାଜୀ ଅକ୍ଷରରେ ଆରମ୍ଭ ହୋଇଅଛି ?
ଉତ୍ତର- ଓଡିଶା-ବିହାର
୮- ଆଜାଦ ହିନ୍ଦ ଫୌଜର ମହିଳା ରେଜିମେଣ୍ଟ ର ନାମ କାହାର ନାମ ଉପରେ ରଖା ଯାଇଥିଲା ?
ଉତ୍ତର- ଝାନ୍ସିର ରାଣୀ
୯- ଏକଲବ୍ଯ ଯିଏ କି ତାଙ୍କ ଗୁରୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ଧନ୍ୟ ବିର୍ଦ୍ଯା ଶିକ୍ଷା ଲାଭ ଅକରିଥିଲେ ସେ କେଉଁ ପୁରାତନ ଗ୍ରନ୍ଥର ଚରିତ୍ର ଅଟନ୍ତି ?
ଉତ୍ତର- ମହାଭାରତ
୧୦- ପବିତ୍ର ତୀର୍ଥ ସ୍ତାହଳ କେଦାରନାଥ କେଉଁ ରାଜ୍ୟ ବା କେନ୍ଦ୍ର ଶାସିତ ପ୍ରଦେଶରେ ଅବସ୍ଥିତ ଅଟେ ?
ଉତ୍ତର- ଉତ୍ତରାଖଣ୍ଡ
୧୧- ୮ ଜୁଲାଇ ୧୪୫୭ ମସିହାରେ ଭାସ୍କୋଡାଗାମା ପର୍ତ୍ତୁଗାଲ ର କେଉଁ ସହରରୁ ଯାତ୍ରା ଆରମ୍ଭ କରି ୨୦ ମେ ୧୪୯୮ ମସିହାରେ ଭାରତର କଲିକତା ଠାରେ ପହଞ୍ଚିଥିଲେ ?
ଉତ୍ତର- Lisbon
୧୨- ତାନିଆ ସଚଦେବ ଓ ହାରିକା ଦ୍ରୋଣାବଳି ଉଭୟ କେଉଁ ଖେଳରେ ଭାରତର ପ୍ରତିନିଧିତ୍ଵ କରୁଛନ୍ତି ?
ଉତ୍ତର- ଚେସ
୧୩- ଇଂରାଜୀ ସାହିତ୍ଯର କାହାର ଲେଖନୀର ଚରିତ୍ର ଗୁଡିକର ନାମ ୟୂରେନସ ର କିଛି ଚନ୍ଦ୍ରମାର ନାମ ରଖା ଯାଇଛି ?
ଉତ୍ତର- ୱିଲିୟମ ସେକ୍ସପିୟର
୧୪- ଶୀତକାଳୀନ ଓ ଗ୍ରୀଷ୍ମକାଳୀନ ଅଲମ୍ପିକ ଖେଳର ଇତିହାସରେ ଏ ଯାଏଁ ସବୁଠାରୁ କମ ବୟସର ମହିଳା ସ୍ଵର୍ଣ୍ଣ ପଦକ ବିଜେତା କିଏ ?
ଉତ୍ତର- କିଂ ୟୁନ-ମି
୧୫- କେଉଁ ବୃକ୍ଷର କାଠର ମୂଲ୍ୟ ସୁନା ଠାରୁ ବି ଅଧିକ ଅଟେ ?
ଉତ୍ତର- ଅଗର କାଠ ବା woods of the god
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।