Odia Dhaga Dhamali- କେଉଁ ଗଛର କାଠର ମୂଲ୍ୟ ସୁନା ଠାରୁ ବି ଅଧିକ ଅଟେ ? 99% ଲୋକ ଜାଣି ନାହାନ୍ତି ଏହାର ଉତ୍ତର

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- କେଉଁ ପର୍ବ ବା ଦିବସ ନଭେମ୍ବର ମାସରେ ପାଳନ କରାଯାଏ ?

ଉତ୍ତର- ଶିଶୁ ଦିବସ

୨- ସାଧାରଣତ ଏକ ଶିକ୍ଷା ଅନୁଷ୍ଠାନର ଇଣ୍ଟର ନେଟ ଡୋମେନ ନାମ କଣ ଅଟେ ?

ଉତ୍ତର- .edu

୩- ସବୁଠାରୁ ହାଲୁକା ରାସାୟନିକ ତତ୍ଵ କଣ ଅଟେ ?

ଉତ୍ତର- ହାଇଡ୍ରୋଜେନ

୪- ତାକିନ ଆମର କେଉଁ ପଡୋଶି ଦେଶର ଜାତୀୟ ପଶୁ ଅଟେ ?

ଉତ୍ତର- ଭୁଟାନ

୫- ବିଶ୍ଵର ସର୍ବ ବୃହତ୍ତ ସକ୍ରିୟ ଜ୍ଵାଳାମୁଖ୍ୟ କେଉଁଠି ?

ଉତ୍ତର- Mauna Loa

୬- କେଉଁ ଦୁଇଟି ସମ୍ମିଳିତ ହୋଇ ଗଙ୍ଗା ନଦୀ ସୃଷ୍ଟି କରିଛନ୍ତି ?

ଉତ୍ତର- ଅଳକାନନ୍ଦା ଓ ଭାଗିରଥି

୭- କେଉଁ ଦୁଇଟି ରାଜ୍ୟର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଥମ ନାମ ଗୋଟିଏ ଇଂରାଜୀ ଅକ୍ଷରରେ ଆରମ୍ଭ ହୋଇଅଛି ?

ଉତ୍ତର- ଓଡିଶା-ବିହାର

୮- ଆଜାଦ ହିନ୍ଦ ଫୌଜର ମହିଳା ରେଜିମେଣ୍ଟ ର ନାମ କାହାର ନାମ ଉପରେ ରଖା ଯାଇଥିଲା ?

ଉତ୍ତର- ଝାନ୍ସିର ରାଣୀ

୯- ଏକଲବ୍ଯ ଯିଏ କି ତାଙ୍କ ଗୁରୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ଧନ୍ୟ ବିର୍ଦ୍ଯା ଶିକ୍ଷା ଲାଭ ଅକରିଥିଲେ ସେ କେଉଁ ପୁରାତନ ଗ୍ରନ୍ଥର ଚରିତ୍ର ଅଟନ୍ତି ?

ଉତ୍ତର- ମହାଭାରତ

୧୦- ପବିତ୍ର ତୀର୍ଥ ସ୍ତାହଳ କେଦାରନାଥ କେଉଁ ରାଜ୍ୟ ବା କେନ୍ଦ୍ର ଶାସିତ ପ୍ରଦେଶରେ ଅବସ୍ଥିତ ଅଟେ ?

ଉତ୍ତର- ଉତ୍ତରାଖଣ୍ଡ

୧୧- ୮ ଜୁଲାଇ ୧୪୫୭ ମସିହାରେ ଭାସ୍କୋଡାଗାମା ପର୍ତ୍ତୁଗାଲ ର କେଉଁ ସହରରୁ ଯାତ୍ରା ଆରମ୍ଭ କରି ୨୦ ମେ ୧୪୯୮ ମସିହାରେ ଭାରତର କଲିକତା ଠାରେ ପହଞ୍ଚିଥିଲେ ?

ଉତ୍ତର- Lisbon

୧୨- ତାନିଆ ସଚଦେବ ଓ ହାରିକା ଦ୍ରୋଣାବଳି ଉଭୟ କେଉଁ ଖେଳରେ ଭାରତର ପ୍ରତିନିଧିତ୍ଵ କରୁଛନ୍ତି ?

ଉତ୍ତର- ଚେସ

୧୩- ଇଂରାଜୀ ସାହିତ୍ଯର କାହାର ଲେଖନୀର ଚରିତ୍ର ଗୁଡିକର ନାମ ୟୂରେନସ ର କିଛି ଚନ୍ଦ୍ରମାର ନାମ ରଖା ଯାଇଛି ?

ଉତ୍ତର- ୱିଲିୟମ ସେକ୍ସପିୟର

୧୪- ଶୀତକାଳୀନ ଓ ଗ୍ରୀଷ୍ମକାଳୀନ ଅଲମ୍ପିକ ଖେଳର ଇତିହାସରେ ଏ ଯାଏଁ ସବୁଠାରୁ କମ ବୟସର ମହିଳା ସ୍ଵର୍ଣ୍ଣ ପଦକ ବିଜେତା କିଏ ?

ଉତ୍ତର- କିଂ ୟୁନ-ମି

୧୫- କେଉଁ ବୃକ୍ଷର କାଠର ମୂଲ୍ୟ ସୁନା ଠାରୁ ବି ଅଧିକ ଅଟେ ?

ଉତ୍ତର- ଅଗର କାଠ ବା woods of the god

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *