ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଭାରତର ଦୀର୍ଘତମ ନଦୀ କେଉଁଠାରେ ଅଛି ?
ଉତ୍ତର- ଗୋଦାବରୀ
୨- ବାହୁବଳି ପର୍ବ କେଉଁ ଧର୍ମ ସହିତ ସମ୍ବଧିତ ଅଟେ ?
ଉତ୍ତର- ଜୈନ
୩- ଭାରତର କେଉଁ ରାଜ୍ୟର ସୀମା ଚୀନର ସୀମା ସହ ଦୀର୍ଘତମ ଅଟେ ?
ଉତ୍ତର- ଅରୁଣାଚଳ ପ୍ରଦେଶ
୪- ଉତ୍କୃଷ୍ଟ ଧରଣର ହସ୍ତତନ୍ତ କାମ ପାଇଁ ବହରତା ସରକାରଙ୍କ ଦ୍ଵାରା କେଉଁ ସମାନ ପ୍ରଦାନ କରାଯାଏ ?
ଉତ୍ତର- ସନ୍ଥ କବୀର
୫- କୁକୁଡା ଅଣ୍ଡାର ଉପର ଖୋଳପା ଟି କେଉଁଥିରେ ତିଆରି ହୋଇଥାଏ ?
ଉତ୍ତର- କ୍ୟାଲସିୟମ କାର୍ବୋନେଟ
୬- ପୃଥୁବୀର ସବୁଠାରୁ ବଡ ମସ୍ଜିଦ କେଉଁଠାରେ ଅଛି ?
ଉତ୍ତର- ମସଜିଦ ଅଲ ହରାମ ମକ୍କା
୭- ଏକ ଗ୍ଳାସ ପାଣିରେ ଭାସୁଥିବା ବରଫ ଖଣ୍ଡ ଭୌତିକ ବିଜ୍ଞାନର କେଉଁ ସିଦ୍ଧାନ୍ତର ଉଦାହରଣ ଅଟେ ?
ଉତ୍ତର- ଆର୍କମେଡିସଙ୍କ ସିଦ୍ଧାନ୍ତ
୮- କେଉଁ ଘୂର୍ଣ୍ଣୀବାତ୍ୟା ମେ ୨୦୨୧ ରେ ଭାରତରେ ପୂର୍ବ ଉପକୂଳରେ ତାଣ୍ଡବ କରିଥିଲା ?
ଉତ୍ତର- ୟସ
୯- ଇଂଲଣ୍ଡର ସୁପର ଷ୍ଟାର ଫୁଟବଲ ଖେଳାଳି ଡ଼େବିଡ ବେକହାମ ଙ୍କ ଆତ୍ମକଥାର ନାମ କଣ ?
ଉତ୍ତର- ମାଇଁ ସାଇଡ
୧୦- ସାରନାଥ ସ୍ଥିତ ଅଶୋକ ସ୍ତମ୍ବର କେଉଁ ଭାଗକୁ ରାଷ୍ଟ୍ରୀୟ ପ୍ରତୀକ ରୂପେ ନିଆ ଯାଇଛି ?
ଉତ୍ତର- ଶୀର୍ଷ ଭାଗ
୧୧- ମହାଭାରତ କଥା ଅନୁସାରେ କେଉଁ ଦେବତା ଅର୍ଜୁନଙ୍କୁ ମହା ଶକ୍ତିଶାଳୀ ଗାଣ୍ଡୀବ ଧନୁ ଉପହାର ଦେଇଥିଲେ ?
ଉତ୍ତର- ବରୁଣ ଦେବତା
୧୨- ରାମାନନ୍ଦ ସାଗରଙ୍କ ରାମାୟଣ ସିରିଏଲରେ କିଏ ଭଗବାନ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିଲେ ?
ଉତ୍ତର- ଅରୁଣ ଗୋହିଲ
୧୩- ନିର୍ଦିଷ୍ଟ ଫେସବୁକ, ଟ୍ବିଟର ଓ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ବ୍ୟବହାରୀକାରୀଙ୍କ ନାମ ପରେ ଦେଖା ଯାଉଥିବା ନୀଳ ଟିକ ମାର୍କ କଣ ଦର୍ଶାଇ ଥାଏ ?
ଉତ୍ତର- ଭେରୀଫାଏଡ ୟୁଜର୍ସ
୧୪- ୨୦୨୧ ଫେବୃଆରି ମାସରେ ଅକ୍ଷଫୋର୍ଡ ଲାଙ୍ଗୁଏଜ କେଉଁ ଶବ୍ଦ କୁ ୨୦୨୦ ମସିହାର ନିଜର ହିନ୍ଦୀ ଶବ୍ଦ ଘୋଷଣା କରିଥିଲା ?
ଉତ୍ତର- ଆତ୍ମ ନିର୍ଭରତା
୧୫- କେଉଁ ସ୍ଵାଧୀନତା ସଂଗ୍ରାମୀ ଭାରତର ପ୍ରଥମ ସକାଳ ସର୍ବ ପ୍ରଥମେ ଦେଖିଥିଲେ ?
ଉତ୍ତର- ମହାତ୍ମା ଗାନ୍ଧୀ
୧୬- କେଉଁ ଜୀବ ମାତ୍ର ୭ ଦିନ ମଧ୍ୟରେ ପୁରୁଷରୁ ମହିଳା ହୋଇପାରେ ?
ଉତ୍ତର- ଅକ୍ଟୋପସ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।