ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ମାନବ ଶରୀରର ସବୁଠାରୁ ବଡ ଅଙ୍ଗ କାହାକୁ ମାନାଯାଏ ?
ଉତ୍ତର- ଲିଭର
୨- ଦୁନିଆରେ ପ୍ରଥମେ ବିବାହ କାର୍ଡ କିଏ ଓ କେବେ ତିଆରି କରିଥିଲେ ?
ଉତ୍ତର- ୧୬୪୨ରେ ଲୁଡବିଗ ବାନ ସିଜନ
୩- ଭାରତରେ ସବୁଠାରୁ ଶସ୍ତା କାଜୁ କେଉଁଠାରେ ମିଳିଥାଏ ?
ଉତ୍ତର- ଝାଡଖଣ୍ଡ
୪- ଦୁନିଆର କେତେ ପ୍ରତିଶତ ଲୋକେ ଅନ୍ଧ ଅଛନ୍ତି ?
ଉତ୍ତର- ୨%
୫- ରାଷ୍ଟ୍ରପତି ଭାବନର ଉପରୁ ହୱାଇ ଜାହଜ କଣ ପାଇଁ ବାହାରେ ନାହି ?
ଉତ୍ତର- ଭବନାରେ କୌଣସି କ୍ଷତି ନ ହେବା କାରଣରୁ
୬- ଜେସିବି ର ସନ୍ଧାନ କେବେ ହୋଇଥିଲା ?
ଉତ୍ତର- ୧୯୪୫
୭- ଜିମ ଯାଉଥିବା ଲୋକେ ଅଣ୍ଡାର ହଳଦିଆ ଭାଗ କାହିଁକି ଖାଆନ୍ତି ନାହି ?
ଉତ୍ତର- ମୋଟାପା ହେବା ଯୋଗୁ
୮- ଚାନ୍ଦ ଉପରେ ପୃଥିବୀର କେଉଁ ଏଲିମେଣ୍ଟ ମିଳିଥିଲା ?
ଉତ୍ତର- ଅକ୍ସିଜେନ
୯- କେଉଁ ଜୀବର ଦାନ୍ତ ନାଲି ହୋଇଥାଏ ?
ଉତ୍ତର- ଡିଫର
୧୦- ମାତା ସୀତା କାହାର ପୁତ୍ରୀ ଥିଲେ ?
ଉତ୍ତର- ଜନକ
୧୧- ମସା କେବଳ ମୁଣ୍ଡ ଉପରେ କାହିଁକି ଘୁରି ବୁଲିଥାନ୍ତି ?
ଉତ୍ତର- ଶରୀରର ଗନ୍ଧ ଯୋଗୁ
୧୨- ଭାରତର ସବୁଠାରୁ ବଡ ବିଲିଡିଙ୍ଗରେ କେତୋଟି ରୁମ ଅଛି ?
ଉତ୍ତର- ୩୮୦ରୁ ଅଧିକ
୧୩- ଜିମ ଭିତରେ କଣ ପାଇଁ ଆଇନା ଲଗାଯାଏ ?
ଉତ୍ତର- ଶରୀରକୁ ଠିକ ଭାବେ ଦେଖିବା ପାଇଁ
୧୪- ଧୂଆଁ ଆଖିରେ ପଶିଗଲେ କଣ ପାଇଁ କଷ୍ଟ ହୋଇଥାଏ ?
ଉତ୍ତର- ଧୂଆଁରେ କାର୍ବନ ହେବା କାରଣରୁ
୧୫- କେଉଁ ଦେଶରେ ଅଧିକ ଟ୍ରେନ ଚାଲିଥାଏ ?
ଉତ୍ତର- ଜାପାନ
୧୬- କେଉଁ ଜୀବ ୬ ଦିନ ଯାଏଁ ନିଜ ନିଶ୍ଵାସ ରୋକିପାରେ ?
ଉତ୍ତର- ବିଛା
୧୭- କେଉଁ ଦେଶରେ ସବୁଠାରୁ ଅଧିକ ଧଳା ହାତୀ ଦେଖାଯାଏ ?
ଉତ୍ତର- ଥାଇଲ୍ୟାଣ୍ଡ
୧୮- କେଉଁ ଦେଶରେ ଚାହା ପିଇବା ଅପରାଧ ମାନାଯାଏ ?
ଉତ୍ତର- ମ୍ୟାକ୍ସିକୋ
୧୯- ଦୁନିଆରେ କେତେ ପ୍ରକାରର ସାପ ଦେଖାଯାଏ ?
ଉତ୍ତର- ୩୦୦୦ରୁ ଅଧିକ
୨୦- ଭାରତରେ ଫାଶୀ ଦଣ୍ଡକୁ କିଏ କ୍ଷମା କରିଥାଏ ?
ଉତ୍ତର- ରାଷ୍ଟ୍ରପତି
୨୧- ସାର୍ବଜନିକ ଗଛ କାଟିବା ଦ୍ଵାରା କଣ ହୋଇଥାଏ ?
ଉତ୍ତର- ଜୋରିମାନା ଦେବାକୁ ପଡିଥାଏ
୨୨- ଆମେରିକାରେ ଲୋକେ ମଙ୍ଗଳବାର ଦିନ କଣ ପାଇଁ ଭୋଟ ଦେଇଥାନ୍ତି ?
ଉତ୍ତର- ଫ୍ରି ହେବା କାରଣରୁ
୨୩- ସାଇ ବାବା କେଉଁ ଲୋକଙ୍କର ସେବା କରୁଥିଲେ ?
ଉତ୍ତର- ଦୁଖୀ ଓ ରୋଗୀ ଲୋକଙ୍କର
୨୪- ୨୪ ଦବାର ଏକ୍ସପ୍ରେସ ଟ୍ରେନର ମୂଲ୍ୟ କେତେ ?
ଉତ୍ତର- ୬୮କୋଟି
୨୫- କେଉଁ ଦୁଇ ସଂଖ୍ୟାକୁ ପରସ୍ପର ସହ ଗୁଣନ କରିଲେ ଉତ୍ତର ୧୯ ଆସିଥାଏ ?
ଉତ୍ତର- ୧୯ ଓ ୧
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।