ଏହା କଣ ଅଟେ ଯାହା ବର୍ଷରେ ଗୋଟେବାର ଆସିଥାଏ, ମାସରେ ଦୁଇବର ଆସିଥାଏ, ସପ୍ତାହରେ ଚାରି ଥର ଆସିଥାଏ, ଦିନରେ ଛଅ ଥର ଆସିଥାଏ ?

ଆଜି ଆମେ ଆପନାଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିବାକୁ ଯାଉଛୁ ଯାହା ଜାଣିବା ଆପଣ ମାନଙ୍କ ପାଇଁ ଆବଶ୍ୟକ ଅଟେ । ତେବେ ଯେତେ ପ୍ରଶ୍ନ ଉତ୍ତର ଆପଣ ଦେଇ ପାରିବେ ଆପଣ ଦିଅନ୍ତୁ ଏହା ପରେ ଆମେ ଆପଣଙ୍କୁ ସଠିକ ଉତ୍ତର କହିବୁ । ଏହିସବୁ ପ୍ରଶ୍ନ ନିଶ୍ଚିନ୍ତ ଆପଣମାନଙ୍କ ମୁଣ୍ଡକୁ କେବେ ନା କେବେ ଆସିଥିବ । ତେବେ ଆଜି ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ବିଷୟରେ ଓ ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ପଚାରନ୍ତୁ ଏହି ଉତ୍ତର ।

Image Courtesy: Google

ପ୍ରଶ୍ନ :- ଏମିତି କେଉଁ ପକ୍ଷୀ ଅଛି ଯେ କେବେ ବସା ବନାଏ ନହିଁ ?

ଉତ୍ତର :- କୋଇଲି

ପ୍ରଶ୍ନ :- କେଉଁ ଜିବର ହୃଦୟ 1 ମିନିଟରେ ୯ଥର ଧକ ଧକ ହୁଏ ?

ଉତ୍ତର :- ବ୍ଲୁ ହ୍ଵାଲ ମାଛ

ପ୍ରଶ୍ନ :- ଏମିତି କେଉଁ ପଶୁ ଅଛି ଯିଏ ଜୋତା ପିନ୍ଧିକି ସୋଇଥାଏ ?

ଉତ୍ତର :- ଘୋଡା ତାର ନାଲ ପିନ୍ଧିକି ସୋଇଥାଏ ।

ପ୍ରଶ୍ନ :- ଏମିତି କେଉଁ ଫୁଲ ଅଛି ତାର ଓଜନ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ?

ଉତ୍ତର :- ରେଫ୍ଲେସିଆ

Image Courtesy: Google

ପ୍ରଶ୍ନ :- ସଂସାରର ସବୁଠୁ ବଡ କଇଁଛ କେଉଁଠି ମିଳିଥାଏ ?

ଉତ୍ତର :- ଅଷ୍ଟ୍ରେଲିଆ ଦେଶରେ ୧୨ଫୁଟର ହୋଇଥାଏ ।

ପ୍ରଶ୍ନ :- ଚିନୀର ଖୋଜ କେଉଁ ଦେଶରେ ହୋଇଥିଲା ?

ଉତ୍ତର :-ଭାରତରେ

ପ୍ରଶ୍ନ :- ମସାକୁ ସବୁଠୁ କେଉଁ ରଙ୍ଗ ପସନ୍ଦ ହୋଇଥାଏ ?

ଉତ୍ତର :- ନୀଳ ରଙ୍ଗ

ପ୍ରଶ୍ନ :- ଭାରତରେ କେଉଁ ରାଜ୍ୟରେ ଲୋକ ସାପର ତେଲରେ ସବ୍ଜୀ ବନେଇଥାନ୍ତି ?

ଉତ୍ତର :- ସିକ୍କିମ ରାଜ୍ୟର ମେରା ଗାଁର ଲୋକ ।

ପ୍ରଶ୍ନ :- ସୁଧ ଜଳର ପିଏଚ ମାନକେତେ ହୋଇଥାଏ ?

ଉତ୍ତର :-  ସାତ

Image Courtesy: Google

ପ୍ରଶ୍ନ :- ପତ୍ରର ରଙ୍ଗ ହଳଦିଆ କେଉଁ କାରଣରୁ ହୋଇଥାଏ ?

ଉତ୍ତର :- କ୍ୟାରୋଟିନ କାରଣରୁ ।

ପ୍ରଶ୍ନ :- କାଚ ହଳଦିଆ ରଙ୍ଗ କେଉଁ ପଦାର୍ଥ କାରଣରୁ ହୋଇଥାଏ ?

ଉତ୍ତର :- ଫେରିକ ଆକ୍ସାଇଡ କାରଣରୁ ।

ପ୍ରଶ୍ନ :- ଗାନ୍ଧୀଜୀଙ୍କ ନାମ ପୂର୍ବରୁ ମହାତ୍ମା ଗାନ୍ଧୀ କେବେ ଯୋଡା ଯାଇଥିଲା ?

ଉତ୍ତର :- ଚମ୍ପାରଣ ସତ୍ୟାଗ୍ରହ ସମୟରେ

ପ୍ରଶ୍ନ :- ଭାରତରେ କେଉଁ ରାଜ୍ୟରେ ସବୁଠୁ ବେସୀ ମନ୍ଦିର ରହିଛି ?

ଉତ୍ତର :- ତାମିଲନାଡୁରେ ।

ପ୍ରଶ୍ନ :- କେଉଁ ଦେଶରେ ସାପ ଦେଖିବାକୁ ମିଳିନଥାଏ ?

ପ୍ରଶ୍ନ :- ଏହା କଣ ଅଟେ ଯାହା ବର୍ଷରେ ଗୋଟେବାର ଆସିଥାଏ, ମାସରେ ଦୁଇବର ଆସିଥାଏ, ସପ୍ତାହରେ ଚାରି ଥର ଆସିଥାଏ, ଦିନରେ ଛଅ ଥର ଆସିଥାଏ ?

ଉତ୍ତର :- ଏଫ (f)ଶବ୍ଦ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *