ଆଜି ଆମେ ଆଲୋଚନା କରିବା ଆଉ ଗୋଟେ ଜାସୁଶୀ ପହେଲି । ଏହି ପହେଲିଟି ଆପଣଙ୍କ ପାଇଁ ଟିକେ କଷ୍ଟ ରହିବ । ଆପଣଙ୍କୁ ଏହା କହିବାକୁ ହେବ ପ୍ରକାଶକୁ ଗୁଳି କରି କିଏ ମାରିଛି । ସେଥିପାଇଁ ପହେଲି ଟିକୁ ଭଲ ଭାବରେ ଦେଖି ଉତ୍ତର ବାହାର କରନ୍ତୁ ।
ଦଶହରା ଛୁଟିରେ ଅନୁଭବ, ବାବୁସାନ, ଏଲିନା, ଜିନା ଓ ପ୍ରକାଶ ବୁଲିଯିବାର ପ୍ଳାନ କରିଲେ । ଆଉ ତା ପରଦିନ ସାକଳୁ ସକାଳୁ ବୁଲୁବାକୁ ଯାଇଥିଲେ ଗୋପାଳ ପୁରି ସୀ ବୀଚ । ସେଠାରେ ସମସ୍ତେ ବୁଲିବାରେ ବ୍ୟସ୍ତ ରହିଲେ । କିଛି ସମୟ ପରେ ପ୍ରକାଶର ମର୍ଡର ହୋଇଯାଇଛି ।
ସଙ୍ଗେ ସଙ୍ଗେ ଗୋପାଳପୁର ଥାନରୁ ପୋଲିସ ଗୋପାଳପୁର ଥାନାରେ ଆସି ପହଞ୍ଚି ଗଲେ । ତା ପରେ ଅନୁଭବ, ବାବୁସାନ, ଏଲିନା, ଜିନା ମଧ୍ୟ ସେଠାରେ ପହଞ୍ଚି ଗଲେ । ପୋଲିସ ଚାରିଜନଙ୍କୁ ପଚାରିଲେ ମୃତ୍ୟୁ ବ୍ୟକ୍ତି ଆପଣଙ୍କ କଣ ହେବ । ଅନୁଭବ କହିଲେ ସେ ଆମର ସାଙ୍ଗ ଅଟନ୍ତି ସାର । ଆଜି ଆମେ ସକାଳୁ ସକାଳୁ ଆସିଥିଲୁ ଗୋପାଳପୁର ବୁଲିବା ପାଇଁ । ଏହାସୁଣୀ ପୋଲିସ ବାବୁ ତାଙ୍କୁ ପଚରା ଉଚରା କରିବାକୁ ଲାଗିଲେ । ସର୍ବ ପ୍ରଥମେ ବାବୁସାନଙ୍କୁ ପଚାରିଲେ ମର୍ଡର କେମିତି ହେଲା ।
ବାବୁସନ କହିଲେ ମୁଁ କୋଲ୍ଡ ଡ୍ରିଂକ ପିଇବା ପାଇଁ ଯାଇଥିଲି । ଏଠାରେ ଭିଡ ଲାଗିବାରୁ ଜାଣିଲି ପ୍ରକାଶର ମର୍ଡର ହୋଇଛି ବୋଲି । ପୁଣି ଅନୁଭବଙ୍କୁ ପୋଲିସ ପଚାରିଲେ ମୁଁ ସମୁଦ୍ର ମୁହାଣରେ ଲହଡି ଦେଖୁଥିଲି । କିନ୍ତୁ କିଏ ମର୍ଡର କରିଛି ମୁଁ ଜାଣିନୀ । ଏଲିନାକୁ ପଚାରିଲେ ପୋଲିସ ବାବୁ ଏଲିନା କହିଲେ ମୁଁ ଆଉ ଜିନ ସାଙ୍ଗ ହୋଇ ଏଠାକୁ ଆସିଥିଲୁ, ଆମେ ଦେଖିଲୁ ଅନୁଭବ ପଛପଟୁ ତାଙ୍କ ପିଠିକୁ ଗୁଳି ମାରିଥିଲେ ।
ପୁଣି ଜିନାକୁ ପୋଲିସ ବାବୁ ପଚାରିଲେ, ଜିନା କହିଲା ଆମେ ଦୁହେଁ ସାଥି ହୋଇଥିଲୁ । ସତରେ ଅନୁଭବ ଆମ ଆଖି ସାମ୍ନାରେ ଗୁଳି କରି ମାରିଦେଲେ । ପୋଲିସ ବାବୁ ସନ୍ଦେହ କରୁଥିବା ସମସ୍ତ କଥା ଶୁଣିଲେ ଓ ଯାନୀ ପାରିଲେ ମର୍ଡର କିଏ କରିଛି ବୋଲି । ଆପଣଙ୍କୁ କଣ ଲାଗୁଛି ମର୍ଡର କିଏ କରିଥିବ ବୋଲି, ଦସ ସେକେଣ୍ଡ ଭିତରେ ଉତ୍ତର କମେଣ୍ଟ ମାଧ୍ୟମରେ ଲେଖନ୍ତୁ । ଏହାର ଠିକ ଉତ୍ତର ଏଲିନା ଓ ଜିନା ।
କେମିତି ଆସନ୍ତୁ ଜାଣିବା ଆପଣ ଦେଖିଥିବେ ପ୍ରକାଶର ମର୍ଡର ମୁଣ୍ଡରେ ଗୁଳି ବାଯିବାରୁ ହୋଇଥିଲା । ଏଲିନା ଓ ଜିନ କହିଥିଲେ ଅନୁଭବ କହିଥିଲେ ତାଙ୍କ ପିଠିରେ ଗୁଳି ବାଜିଥିଲା । ଏହି କଥାରୁ ହିଁ ପୋଲିସ ବାବୁ ଜାଣିପାରିଥିଲେକି ଏଲିନା ଓ ଜିନା ମିଛ କହୁଛନ୍ତି ବୋଲି । ଯଦି ଆପଣ ଏହି ପହେଲିକୁ ସମାଧାନ କରିପାରିଛନ୍ତିତ ବହୁତ ଭଲ କଥା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।