ଓଡ଼ିଶାର ଘଟିଛି ଏକ ଲଜ୍ୟା ଜନକ ଘଟଣା- ଶଶୁରକୁ ବାହା ହେଲା ବୋହୁ, ପଢନ୍ତୁ ସଂପୂର୍ଣ୍ଣ ଖବର

ଆମ ଭାରତରେ ଶଶୁର ବହୁ ସମ୍ପର୍କ ବାପ ଝିଅ ସମ୍ପର୍କ ବୋଲି ମାନ୍ୟତା ଅଛି, ତେବେ କଣ କେବେ କୌ ଝିଅ ନିଜ ବାପାକୁ ବିବାହ କରି ପାରେ କିନ୍ତୁ ଏହି ଘଟଣା ଅନୁଗୁଳ ଜିଲା ର ତାଳଚେର ଅଞ୍ଚଳରେ । ଆଜି ଆମେ ଆପଣଙ୍କୁ ଗୋଟେ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ହେଲେ ଭାବି ନଥିବେ । ଅନୁଗୁଳ ଜିଲା ଆମ ଓଡ଼ିଶାର ବହୁତ ପ୍ରସିଦ୍ଧ ଜିଲା ଅଟେ ଗତ ସମୟରେ ଏଠାର ଗୋଟେ ଘଟଣା ସାମ୍ନାକୁ ଆସିଛି ଯେ ଶଶୁର ସହ ବିବାହ କରିଛନ୍ତି ବୋହୁ ।

Image Courtesy: Google

ଦୁନିଆରେ ସବୁ ସମ୍ପର୍କ ଅଲଗା କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ବହୁତ ଭିନ୍ନ ଅଟେ, ଏଠି ବୋହୁ ଶଶୁର ସହ ବିବାହ କରିବା ପାଇଁ ଜିଦ ଧରି ବସିଲା । ତେବେ ଅନୁଗୁଳ ତାଳଚେର ଜାଗାରେ ଗୋଟେ ପ୍ରବାସୀ ବାସ କରୁଥିଲେ ତାଙ୍କ ପୁଅ ରେଲବେ ରେ ଚାକିରି କରୁଥିଲେ ତେବେ କିଛି ବର୍ଷ ତଳେ ତାଙ୍କ ବିବାହ ହୋଇଥିଲା ଯାହା ପରେ ସବୁ ଭଲ ଚାଲିଥିଲା କିନ୍ତୁ ହଟାତ କୌଣସି ଦୁର୍ଘଟଣା ପାଇଁ ପୁଅ ମୃତ୍ୟୁ ବରଣ କଲେ ଯାହା ପରେ ରେଲବେ ରେ ତାଙ୍କ ସ୍ତ୍ରୀକୁ ଚାକିରି ପ୍ରାପ୍ତ ହେଲା

Image Courtesy: Google

ଏହା ପରେ ମଧ୍ୟ ସବୁ ଠିକ ଥିଲା ହଟାତ ଗୋଟେ ଦିନ ବୋହୁ ନିଜ ବାପ ଘରେ ଗଲେ କିନ୍ତୁ ଆଉ ଫେରିଲେ ନାହିଁ ପୁଅ ଘର ଲୋକ ଚିନ୍ତାରେ ପଡିଗଲେ । ତେବେ ଶଶୁର କିଛି ଭଦ୍ର ଲୋକଙ୍କୁ ଧରି ବୋହୁ ବାପ ଘରେ ଯାଇ ପହଞ୍ଚିଲେ ଯାହା ପରେ ଭଦ୍ର ଲୋକ ବସି ବିଚାର କରୁଥିଲେ ହଟାତ ବୋହୁ ସମସ୍ତଙ୍କ କଥା ଶୁଣି ଠିଆ ହୋଇ ସମସ୍ତଙ୍କୁ ହାତ ଯୋଡି କହିଲେ ଆପଣ ମାନେ ଭଦ୍ର ଲୋକ ଅଟନ୍ତି ଆପଣ ମାନେ ଯାହା କରିବେ ଉଚିତ ହବ କିନ୍ତୁ ମୁଁ ଯଦି ଫେରିବି ତେବେ ଶଙ୍ଖା ସିନ୍ଦୁର ଲଗାଇ ଫେରିବି ମତେ ମୋ ଶଶୁର ସହ ବିବାହ କରି ଦିଅନ୍ତୁ ।

Image Courtesy: Google

ତେବେ ଏହି କଥା ଶୁଣି ଭଦ୍ର ଲୋକ ଶଶୁର ଘର ଲୋକ ଏବଂ ଝିଅ ବାପ ଘର ଲୋକ ମଧ୍ୟା ଆଶ୍ଚର୍ଯ୍ୟ ହୋଇଥିଲେ କାହାକୁ ବି ଏହା ଜଣା ନଥିଲା ଯେ ଝିଅ ଏପରି କିଛି କଥା କହିବ । ତେବେ ବୋହୁ କଥା ମାନି ହବ ନାହିଁ ଓ ନମାନିଲେ ବୋହୁ ଘରକୁ ଫେରିବେ ନାହିଁ ତେବେ ଏହା ସମସ୍ତଙ୍କ ପାଇଁ କଷ୍ଟ ନିଷ୍ପତ୍ତି ଅଟେ ସେଥିପାଇଁ ଏହାକୁ ଦୁତୀୟ ବୈଠକରେ ସମାଧାନ କରା ଜୀବ ବୋଲି କୁହା ଯାଇଛି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *