ଏକା ସାଙ୍ଗରେ ମାଆ ଓ ଝିଅ ଜନ୍ମ କଲେ ଦୁଇଟି ଶିଶୁ ଏମାନଙ୍କ ବାପା କିଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ ଗୋଟେ ସ୍ତ୍ରୀ ପାଇଁ ମା ହବା ବହୁତ ବଡ ଖୁସି ଖବର ହୋଇଥାଏ ଯେତେବେଳେ ଗୋଟେ ମହିଳା ମା ହବାକୁ ଯାଉଥାଏ ସେତେବେଳେ ତା ସବୁ ମନଇଛା ପୂର୍ଣ କରା ଯାଏ, ସେହି ମହିଳାକୁ ଭଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଧ୍ୟାନ ରକ୍ଷା ଯାଏ ମାଆ ହବା ଦୁନିଆର ସବୁଠାରୁ ମୂଲ୍ୟବାନ ଉପହାର ଯାହା ଭଗବାନ ମହିଳାଙ୍କୁ ଦେଇଛନ୍ତି, ତେବେ ମହିଳାଙ୍କୁ ମାଆ ହବା ପାଇଁ ପୁରୁଷ ସାହାଜ୍ଯ କରି ଥାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖବର କହିବାକୁ ଯାଉଛୁ ଯାହା ଅନୁଯାଇ ଗୋଟେ ମାଆ ଓ ଝିଅ ଦୁହେଁ ଏକା ସହ ଗର୍ଭବତୀ ହେଲେ ତେବେ ଆଶ୍ଚର୍ଯ୍ୟ କଥା ଏହା ନୁହ ଏହି ଛୁଆଙ୍କ ବାପା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

ମା ଝିଅ ଏକା ସହ ଗର୍ଭବତୀ ହବା ଓ ଏକା ସହ ଶିଶୁ ଜନ୍ମ କରିବା କିଛି ଅଲଗା ଅଟେ, ଏହି ଘଟଣା ତୁର୍କୀ ରେ ହୋଇଛି ଯେଉଁଠି ଗୋଟେ ୪୨ ବର୍ଷ ମା ଓ ୨୧ ବର୍ଷ ଝିଅ ଏକା ସହ ଶିଶୁ ମାନଙ୍କୁ ଜନ୍ମ ଦେଇଛନ୍ତି, ତେବେ ଶୁଣିବା ପାଇଁ ଆପଣଙ୍କୁ ବି ଅଜବ ଲାଗୁଛି ନା କାହିଁକିନା ଝିଅ ଗର୍ଭବତୀ ହବା ବୟସରେ ମା ମଧ୍ୟ ଗର୍ଭବତୀ ହୋଇଛନ୍ତି । ଦୁଇ ମା ଝିଅଙ୍କୁ ନିଜ ଗର୍ଭବତୀ ହବାର ଖବର ଶୁଣିଲା ପରେ ଦୁହେଁ ନିଜର ବହୁତ ଭଲ ଧ୍ୟାନ ରଖୁଥିଲେ ତେବେ ଦୁହେଁ ଗର୍ଭବତୀ ହବାରୁ ବହୁତ ଖୁସିରେ ଥିଲେ ।

Image Courtesy: Google

ଛୁଆଙ୍କ ଜନ୍ମ ତୁର୍କୀ ହସ୍ପିଟଲରେ ହବା ଦ୍ଵାରା ଛୁଆଙ୍କ ନା ତୁର୍କୀ ରାଷ୍ଟ୍ରପତି ନାରେ ରଖା ଯାଇଛି ରଜବ ତେୟବ ଏଦ୍ରୋଗନ ନାରେ ଗୋଟେ ପୁଅ ନା ରଜବ ଏବଂ ଆଉ ଗୋଟେ ନାମ ତେୟବ ରଖା ଯାଇଛି, ଘଟଣା ଟା ଏମିତି ହୋଇଛି ଯେ ଦୁଇଟି ଯାକ ଛୁଆ ଗୋଟେ ହସ୍ପିଟଲରେ ଗୋଟେ ଦିନରେ ଏକା ସମୟରେ ହୋଇଛନ୍ତି ଏହା ବହୁତ ବଡ ଚମତ୍କାର ଭଳି ଲାଗୁଛି । ଫାତିମା ଓ ତାଙ୍କ ଝିଅକୁ ଏକା ସହ ଜଣା ପଡିଲାଯେ ସେ ଦୁହେଁ ଗର୍ଭବତୀ ଅଛନ୍ତି ଯାହା ପରେ ଦୁହେଁ ପରସ୍ପରର ଧ୍ୟାନ ରଖିବାକୁ ଲାଗିଲେ ।

Image Courtesy: Google

ତେବେ ଆଶ୍ଚର୍ଯ୍ୟ କଥା ଏହା ଅଟେ ଯେ ଦୁହେଁ ନିଜ ନିଜ ଛୁଆଙ୍କ ବାପା ନା ହସ୍ପିଟଲରେ ଜଣାଇ ନାହାନ୍ତି ଓ ତାଙ୍କୁ ଦେଖା କରିବା ପାଇଁ ବା ଛୁଆଙ୍କୁ ଦେଖିବା ପାଇଁ ବର୍ତମାନ ପର୍ଯ୍ୟନ୍ତ କେହି ଆସି ନାହାନ୍ତି ଏହା ସମସ୍ତଙ୍କ ପାଇଁ ବଡ ଆଶ୍ଚର୍ଯ୍ୟ କଥା ଅଟେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *