ଧରା ପଡିପାରେ ବଡ ମିଛ ଖୋଲିବ ସବୁ ରହସ୍ୟ- ଜାଣନ୍ତୁ କେମିତି

ଆଜି ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ୧୬ ଦିନ ହୋଇଗଲା ଓ ତାଙ୍କ ମୃତ୍ୟୁ ବିଷୟରେ କଣ କଣ ପର୍ଦା ଫାଶ ହୋଇଛି ତାହା ଆମେ ଜାଣିବା । ତେବେ ବହୁତ ଲୋକଙ୍କୁ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପାଇଁ ଦୋଷୀ ତାଙ୍କ ସ୍ତ୍ରୀ ଲାଗୁଛନ୍ତି ତେବେ ଏହା ବର୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ ଯେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ତ୍ରୀ ହାତ ଅଛି, ଆପଣଙ୍କୁ କଣ ଲାଗୁଛି କଣ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ହାତ ଅଛି, ଏହା ସମସ୍ତଙ୍କ ପାଇଁ ବଡ ପ୍ରଶ୍ନ ଅଟେ ।

Image Courtesy: Google

ଆପଣ ମାନେ ଏହି କଥା ଜାଣିଥିବେ ଯେ ତାଙ୍କ ମୃତ ଶରୀର ଲିଙ୍ଗରାଜ ମନ୍ଦିର ଷ୍ଟେସନ ପାଖରେ ମିଳିଥିଲା । ଜିଆରପି ପୋଲିସ ଏହି ଘଟଣା ତଦନ୍ତ କଲା ବେଳେ ଆଖ ପାଖରେ ଥିବା ହୋଟେଲ ଓ ଦୋକାନରେ ଲାଗିଥିବା ସିସିଟିବି ଫୁଟେଜ ଚେକ କରିଥିଲେ ଯେଉଁଥିରୁ ଦୁଇଟି ସିସିଟିବି ଫୁଟେଜ ରେ ପୋଲିସ ଆଦିତ୍ୟଙ୍କୁ ଖୋଜି ପାଇଛନ୍ତି । ତେବେ ଏହି ଫୁଟେଜ ରେ ସେ ଗୋଟେ ହାଫ ସର୍ଟ ଏବଂ ଫୁଲ ପେଣ୍ଟ ପିନ୍ଧିକି ରାସ୍ତାରେ ଯିବାର ଦେଖା ଦେଇଛନ୍ତି କିନ୍ତୁ ତାଙ୍କ ମୃତ ଶରୀର ଉପରେ କେବଳ ଗୋଟେ ଲୁଙ୍ଗିଥିଲା ।

Image Courtesy: Google

ତେବେ ତାଙ୍କ ମୃତ୍ୟୁ ଘଟଣା ବିଷୟରେ ବର୍ତମାନ ପର୍ଯ୍ୟନ୍ତ ଯାହା ଖୁଲାସା ହୋଇଛି ତାହା ତାଙ୍କ ଫ୍ୟାନ୍ସ କରିଛନ୍ତି ପୋଲିସ ବର୍ତମାନ ପର୍ଯ୍ୟନ୍ତ ଏହା କହି ପାରି ନାହିଁ ଯେ ଏହା ହତ୍ୟା ବା ଆତ୍ମହତ୍ୟା ଅଟେ । ତେବେ ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଅଟେ ଯେ ପୋଲିସ ଏହାର ପ୍ରମାଣ କେମିତି ପାଉ ନାହାନ୍ତି ଓ ଆଦିତ୍ୟଙ୍କ ଫ୍ୟାନ୍ସ କହିବା ଅନୁଯାଇ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଉପରେ ଲାଇ ଡିଟେକଟର ମେଶିନ ଲଗେଇବା ଉଚିତ ଯାହା ଦ୍ଵାରା ସତ ମିଛ ସମସ୍ତଙ୍କ ସାମ୍ନାକୁ ଆସିବ ।

Image Courtesy: Google

ତେବେ ଆପଣ ମାନେ ଲାଇ ଡିଟେକଟର ମେଶିନ ବିଷୟରେ ବେସ ଭଲ ଭାବରେ ଜାଣିଥିବେ ଏହା ଏକ ଏମିତିକା ମେଶିନ ଯେଉଁଥିରେ ଆପଣଙ୍କ ହୃଦୟ ଓ ରକ୍ତ ପ୍ରବାହ ସହ ମେଶିନ କନେକ୍ଟ ହୋଇଥାଏ ଓ ବ୍ୟକ୍ତି ଜଣକ ମିଛ କହିଲେ ଏହା ଡିଟେକ୍ଟ କରିଥାଏ କାହିଁକିନା ମିଛ କହିଲେ ଆମ ହାର୍ଟବିଟ ଫାଷ୍ଟ ହୋଇଥାଏ ।

ତେବେ ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ ଆଦିତ୍ୟଙ୍କୁ ସପୋର୍ଟ କରନ୍ତୁ ଯାହା ଦ୍ଵାରା ତାଙ୍କୁ ନ୍ୟାୟ ମିଳୁ, ତେବେ ଆପଣ ମଧ୍ୟ ଆଦିତ୍ୟଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *