ଓଜନ ବଢିବାକୁ ନେଇ ଥିଲେ ଚିନ୍ତିତ, କରନ୍ତୁ ଏହି ସହଜ ଉପାୟ- Swami Ramdev

ଶରୀର ଓଜନ ବଢିବା ସହ କେତେ ପ୍ରକାର ସମସ୍ଯା ବଢିବାକୁ ଲାଗିଥାଏ, ଶରୀର ଓଜନ ବଢିବା ଦ୍ଵାରା ମଣିଷକୁ ବସିବା ଓ ଉଠିବାରେ ବହୁତ ଅସୁବିଧା ହୋଇଥାଏ ଓ ବହୁତ ଜାଗାରେ ଲଜ୍ୟାର ବିଷୟ ମଧ୍ୟ ହୋଇଥାଏ । ଶରୀର ଓଜନ କମ କରିବା ପାଇଁ ଲୋକେ ଜିମରେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି ଓ ଝାଳ ବାହାର କରନ୍ତି ।

ତେବେ ବହୁତ ମାସ କଷ୍ଟ ପରିଶ୍ରମ କରିବା ପରେ କିଛି ଲାଭ ଦେଖିବାକୁ ମିଳିଥାଏ । ବହୁତ ଲୋକ ନିଜ ଓଜନ କମେଇବା ପାଇଁ ଜିମ ଯିବା ଜାଗାରେ ଅନ୍ୟ ବହୁତ କାମ କରନ୍ତି, ଯାହା ଦ୍ଵାରା ସେ ନିଜ ଶରୀର ଓଜନ କମ କରି ପାରିବେ ।

Image Courtesy: Google

ତେବେ ମଣିଷ ନିଜ ଓଜନ କମ କରିବା ପାଇଁ ବହୁତ ପ୍ରକାର ଉପାୟ କରିଥାଏ ଓ ହାରିଯାଇ ବସି ଯାଇଥାଏ ଯେତେବେଳେ ତାକୁ ଏହି ଉପାୟ ଗୁଡିକ ଦ୍ଵାରା କିଛି ଲାଭ ମିଳିନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପାୟ କହିବାକୁ ଯାଉଛୁ ତାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ ଓ କାର୍ଜ୍ୟକାରୀ ମଧ୍ୟ । ମିଡିଆ ରିପୋର୍ଟ ଅନୁଯାଇ ଓଜନ କମ କରିବା ପାଇଁ ପିଆଜ ବହୁତ ସାହାଜୟକ ହୋଇଥାଏ, ପିଆଜ ସମସ୍ତଙ୍କ ଘରେ ଉପଲବ୍ଧ ମଧ୍ୟ ରହିଥାଏ, କିନ୍ତୁ ପିଆଜର ସଠିକ ବ୍ୟବହାର ନ ଜାଣିବା ଦ୍ଵାରା ଲୋକେ ଏହାକୁ କେବଳ ପରିବାରେ ଓ ସାଲାଡରେ ବ୍ୟବହାର କରନ୍ତି, ତେବେ ଆସନ୍ତୁ ଜାଣିବା ପିଆଜ ଦ୍ଵାରା କେମିତି ଓଜନ କମ କରା ଯାଇ ପାରିବ ।-

Image Courtesy: Google

ରିପୋର୍ଟ ଅନୁଯାଇ ନାଲି ପିଆଜରେ ଫ୍ଲେୱୋନାଇଡ ହୋଇଥାଏ ଯାହା ଶରୀର ଭିତରେ ଗଲା ପରେ ଶରୀର ଭିନ୍ନ ଭିନ୍ନ ଅଙ୍ଗରେ ଯାଇ ଚର୍ବି କମ କରିଥାଏ ଏହା ଛଡା ନାଲି ପିଆଜ ସେବନ ଦ୍ଵାରା ଶରୀରରେ ଫାଇବର ମାତ୍ରା ଅଧିକ ବଢିବାକୁ ଲାଗିଥାଏ । ନାଲି ପିଆଜରେ ଥିବା ପ୍ରୋବାୟୋଟିକ ଗୁଣ ହୋଇଥାଏ ଯାହା କେଲୋରି କମ କରିବାରେ ସାହାଜ୍ଯକ ହୋଇଥାଏ ।

ଏମିତି କରନ୍ତୁ ବ୍ୟବହାର :

ଦୁଇ ବଡ ନାଲି ପିଆଜ ନେଇ ତାକୁ ଫୁଟେଇ ଦିଅନ୍ତୁ, ପିଆଜ ଭଲ ଭାବରେ ଫୁଟିବା ପରେ ଏହାକୁ ଥଣ୍ଡା କରିବାକୁ ରଖନ୍ତୁ, ଏହା ପରେ ପିଆଜକୁ ନେଇ ମିକସରରେ ପକାଇ ବାଟି ନିଅନ୍ତୁ । ଏହା ପରେ ଏହି ମିଶ୍ରଣକୁ ଗ୍ଳାସରେ ପକାଇ ସ୍ଵାଦ ପାଇଁ କିଛି ଲେମ୍ବୁ ରସ ଓ ସାମୁଦ୍ରି ଲୁଣ ପକେଇ ଦିଅନ୍ତୁ ଏହା ପରେ ଏହି ମିଶ୍ରଣକୁ ସେବନ କରନ୍ତୁ ।

Image Courtesy: Google

କିନ୍ତୁ ମନେ ରଖନ୍ତୁ ଏହି ପିଆଜ ରସ ଖାଲି ପେଟରେ ବ୍ୟବହାର କରନ୍ତୁ, ଏହା ଦ୍ଵାରା ପାଚନ ସମ୍ବନ୍ଧିତ ସମସ୍ଯା ହୋଇପାରେ । ଆପଣଙ୍କୁ ନାଲି ପିଆଜ ସବୁ ପ୍ରକାର ଖାଦ୍ୟରେ କରିବା ଉଚିତ ଯେମିତିକି ସାଲାଡ, ସୁପ ଇତ୍ୟାଦି । ପିଆଜ ସେବନ କରିବା ଦ୍ଵାରା ପାଟିରୁ ଗନ୍ଧ ବାହାରିଥାଏ, କିନ୍ତୁ ପିଆଜ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *