ଓଲିଉଡ କୁଇନ ବର୍ଷାଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବର୍ଷା ଓଲିଉଡ ବହୁତ ବଡ ନା ଅଟେ, ବର୍ଷା ନିଜ ପରିଶ୍ରମ ଏବଂ ଅଭିନୟ ଦ୍ଵାରା ଏତେ ବଡ ସଫଳତା ହାସିଲ କରିଛନ୍ତି, ତେବେ ବର୍ଷା ବହୁତ ବଡ ବଡ ହିରୋଙ୍କ ସହ କାମ କରିଛନ୍ତି, ଓ ତାଙ୍କ ସବୁ ଫିଲ୍ମ ସୁପର ଡୁପର ହିଟ ହୋଇଥାଏ, ବର୍ଷାଙ୍କ ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ, ବର୍ତମାନ ବର୍ଷା ବହୁତ ନାମୀ ଦାମୀ ହିରୋଇନ ଅଟନ୍ତି, ତେବେ କଣ ଆପଣ ବର୍ଷାଙ୍କ ସମ୍ପତି ବିଷୟରେ କିଛି ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପତି ବିଷୟରେ କିଛି ବିଶେଷ କଥା ।

Image Courtesy: Google

ବର୍ଷା ତାଙ୍କ ଜୀବନ ପ୍ରଥମ ଫିଲ୍ମ ବେଙ୍ଗୋଲିରେ କରିଥିଲେ ତାହା ୨୦୦୧ରେ ଯାହା ଦୁଇ ବର୍ଷ ପରେ ସେ କୃଷ୍ଣ ସୁଦାମା ଫିଲ୍ମ ମାଧ୍ୟମରେ ଓଲିଉଡ ଜଗତରେ ପାଦ ରଖିଥିଲେ ଏହି ଫିଲ୍ମ ସୁପର ଡୁପର ହିଟ ହେଲା ପରେ ତାଙ୍କ କ୍ୟାରିୟର ବହୁତ ଭଲ ଭାବରେ ଚାଲିବା ଆରମ୍ଭ କଲା ବର୍ତମାନ ବର୍ଷା ବହୁତ ବଡ ଷ୍ଟାର ଅଟନ୍ତି ଏବଂ ତାଙ୍କ ସହ ଫିଲ୍ମ କରିବା ପାଇଁ ହିରୋ ମାନଙ୍କୁ ଅପେକ୍ଷା କରିବାକୁ ପଡୁଛି,

Image Courtesy: Google

ବର୍ଷା ଅଭିନୟ କରିବା ସହ ଅଲଗା ବିଜନେସ ମଧ୍ୟ କରି ଥାନ୍ତି, ସେ ବହୁତ ଏଡ ଏବଂ ବହୁତ ଜିନିଷ ର ବ୍ରାଣ୍ଡ ଅମ୍ବାସ୍ଦାର ମଧ୍ୟ ରହି ସାରିଛନ୍ତି ଯେମିତିକି ଲାଲ ଚନ୍ଦ ଜ୍ବେଲର୍ସ ଯାହା ଗହଣା କମ୍ପାନୀ ଅଟେ । ଏହା ଛଡା ସେ ବହୁତ ଅନ୍ୟ କାର୍ଯ୍ୟ ମଧ୍ୟ କରନ୍ତି ଯାହା ଦ୍ଵାରା ତାଙ୍କୁ ଟଙ୍କା ମିଳିଥାଏ, ତେବେ ଖବର ଅନୁଯାଇ ବର୍ତମାନ ସୁଧା ବର୍ଷାଙ୍କ ପାଖରେ ୮୦ କୋଟି ଟଙ୍କା ହବାର ଖବର ମିଳିଛି ତେବେ ବର୍ଷାଙ୍କ ଗୋଟେ ସଂସ୍ଥା ମଧ୍ୟ ଅଛି ଯାହା ନା ସମାନୀତା ଅଟେ ।

Image Courtesy: Google

ଯାହା ଦ୍ଵାରା ସେ ଗରିବ ଲୋକଙ୍କୁ ସାହାଜ୍ଯ କରିଥାନ୍ତି ଏବଂ ଅସହାୟ ଲୋକଙ୍କୁ ସାହାରା ଦିଅନ୍ତି । ତେବେ ୨୦୧୪ରେ ବର୍ଷା ଆମ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସହ ବିବାହ କରିଥିଲେ । ତେବେ ବର୍ଷା ନିଜ ପାରିବାରିକ ଜୀବନରେ ବହୁତ ଖୁସି ଦେଖା ଯାଉଛନ୍ତି ଏବଂ ବର୍ତମାନ ପର୍ଯ୍ୟନ୍ତ ସେ ଅନୁଭବ ସାଙ୍ଗରେ ଅଛନ୍ତି । ବର୍ଷା ନିଯ କେରିଅର ଏବଂ ନିଜ ପାରିବାରିକ ଜୀବନ ବହୁତ ଭଲ ଭାବରେ ସନ୍ତୁଳିତ ରଖିଛନ୍ତି, ଏବଂ ନିଜ କାମରେ ପରିଶ୍ରମ କମେଇ ନାହାନ୍ତି, ବର୍ଷାଙ୍କ ଚଳଚିତ୍ର ଦେଖିବା ପାଇଁ ଦର୍ଶକ ମାନେ ବହୁତ ଆଶାରେ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *