ଚଳିତ ବର୍ଷ ଜୁଲାଇ ୯ ତାରିଖ ଶନିବାର ଦିନ ପାଳିତ ହେଉଛି ପବିତ୍ର ବାହୁଡା ଯାତ୍ରା । ଏହି ଦିନ ଠାରୁ ୫ଟି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ । ଏହି ପବିତ୍ର ବାହୁଡା ଯାତ୍ରା ଦିନ ଗ୍ରହରେ ବନୁଅଛି ଅଦଭୂତ ସଂଯୋଗ । କିଛି ରାଶି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହି ୫ଟି ରାଶି ଗୁଡିକୁ ମିଳିବାକୁ ଯାଉଛି ବଡ ଖବର ଓ ଏମାନଙ୍କର ସବୁ ଇଚ୍ଛା ପୂରଣ ହେବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।
ମେଷ ରାଶି : ଆପଣଙ୍କ ମନରେ ସାକାରାତ୍ମକତା ବୃଦ୍ଧି ହେବ । ଏହା ଫଳରେ ଆପଣଙ୍କୁ କୌଣସି ବଡ ଧରଣର ଲାଭ ମିଳିପାରେ । କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଅନେକ ଦିନ ଧରି ଚାଲି ଆସୁଥିବା କାର୍ଯ୍ୟ ର ଉଚିତ ଫଳ ଆପଣଙ୍କୁ ମିଳିବ । ବେପାର ରେ ବଡ ଧରଣର ଲାଭ ମିଳିପାରେ । ଅଫିସରେ ପରିବେଶ ଠିକ ରହିବ । ଆପଣଙ୍କର ଅନୁଭବ ଓ ବୁଦ୍ଧିମାନ କାରଣରୁ ଲୋକଏମାନେ ଆପଣଙ୍କୁ ଆଦର୍ଶ ମନିବେ । ଲୋକ ମାନେ ଆପଣଙ୍କ ଠାରୁ ପରାମର୍ଶ ଲୋଡିବେ ।
ବୃଷ ରାଶି : ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଶେଷ ହେବାର ଯୋଗ ରହିଛି । ଆପଣଙ୍କୁ କୌଣସି ରତିସ୍ଥିତି ବ୍ୟକ୍ତି ଙ୍କ ଠାରୁ ପରାମର୍ଶ ମିଳିପାରେ ବା ସହଯୋଗ ପ୍ରାପ୍ତ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ସକ୍ରିୟ ରହିବେ । ଜୀବନ ସାଥିଙ୍କ ସହଯୋଗ ପାଇବେ । ମାନ ସମାନରେ ବୃଦ୍ଧି ହେବ । ଆପଣଙ୍କର ଦାଂପତ୍ଯ ଜୀବନ ବହୁତ ସୁଖମୟ ରହିବ । ଆପଣଙ୍କର ଅଧିକାଂଶ ସମସ୍ଯା ଅତି ସହଜରେ ସମାଧାନ ହେବ । ବିଶେଷଜ୍ଞ ଙ୍କ ବ୍ୟକ୍ତି ଙ୍କ ସହ ଆପଣ ମନ କଥା ସେୟାର କରିବେ ।
ସିଂହ ରାଶି : ମା ଲକ୍ଷ୍ମୀ ଙ୍କ ଅପାର କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ତାହା ଆପଣଙ୍କ ପାଇଁ ଲାଭକାରି ସିଦ୍ଧ ହେବ । ଆପଣଙ୍କର ସବୁ ଖରାପ ସମୟ ବାହୁଡା ଯାତ୍ରା ଠାରୁ ଦୂର ହେବ । ତୀବ୍ର ଗତିରେ ସଫଳତା ହାସଲ କରିବେ । ସନ୍ତାନଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ ।
ତୁଳା ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଧନର ବର୍ଷା କରିବେ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଜୀବନରେ କେତେ ସବୁ ପରିବର୍ତ୍ତନ ହେବ । ସଫଳତା ପାଇବା ପାଇଁ ପରିବାର ଓ ମିତ୍ରଙ୍କ ସହଯୋଗ ନେବେ । ବ୍ୟାପାରରେ ଲାଭବାନ ହେବେ । ମା ଲକ୍ଷ୍ମୀ ଆପଣଙ୍କର ଆର୍ଥିକ ସ୍ଥିତି ବୃଦ୍ଧି କରିବେ ।
କୁମ୍ଭ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ । ଯାହା ଦ୍ଵାରା ଜୀବନରେ ସଫଳତା ପ୍ରାପ୍ତ କରିବେ । ଘର ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।