ଘରେ ରହି ପେଟ କମାଇବାକୁ ଚାହୁଁଥିଲେ କରନ୍ତୁ ଏହି Exercises, ଆଉ ଦେଖନ୍ତୁ ଚମତ୍କାର- Reduce Belly Fat

ବନ୍ଧୁଗଣ ଆଜି କାଲି ଅଧିକାଂଶ ପୁରୁଷ ବା ମହିଳାଙ୍କ ଠାରେ ମୋଟାପଣ ଅଧିକ ଦେଖା ଯାଇଛି । ଯାହା ଫଳରେ ସେମାନେ ନିଜ କାମ କରିବା ସମୟରେ ସମସ୍ୟାର ସମ୍ମୁଖିନ୍ନ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଅଧିକ ତେଲ ଜାତୀୟ ଖାଦ୍ୟ, ଫାଷ୍ଟ ଫୁଡ ବା ଜଙ୍କ ଫୁଡ ଖାଇବା, ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ । ଅନ୍ୟ ଏକ କାରଣ ହେଉଛି ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା କାରଣରୁ । ଯାହା ପାଇଁ ପେଟରେ ଚର୍ବି ଅଂସ ବୃଦ୍ଧି ପାଉଛି । ଆଜି ଆମେ ଆପଣଙ୍କ ପାଇଁ କିଛି ଏକ୍ସରସାଇଜ ନେଇ ଆସିଛୁ ଯାହା କରିବା ଦ୍ଵାରା ପେଟରେ ଥିବା ଚର୍ବି କମ ହେବରେ ଲାଗିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ପ୍ରଥମ ଏକ୍ସରସାଇଜ ପାଇଁ ଆମେ ଫ୍ଲାଟ ହୋ ଶୋଇବା । ପରେ ଗୋଡ କୁ ଧୀରେ ଧୀରେ ଭାଙ୍ଗିବା । ହାତ କୁ ପଛକୁ ଦେବା । ଏହା ପରେ ଫୁଲ ଶରୀର ସହ ହାତକୁ ଧୀରେ ଧୀରେ ଉଠାଇବା । ଏହି ବ୍ୟାୟମ କୁ ୧୫ ରୁ ୨୦ ଥର କରିବା ଦ୍ଵାରା ଶରୀରର ମୋଟାପା କମ ହୋଇଥାଏ ।

ଦିତୀୟ ବ୍ୟାୟମ ହେଉଛି ଲେଗ ରେଶ କିପରି କରିବା । ପ୍ରଥମେ ଆମେ ଫ୍ଲାଟ ହୋଇ ଶୋଇବା । ହାତ ଦୁଇଟିକୁ ଜଙ୍ଘର ଦୁଇ ପାର୍ଶ୍ଵରେ ରଖିବା । ଗୋଡକୁ ଧୀରେ ଧୀରେ ଉପରକୁ ଉଠାଇବା । ଏହି ବ୍ୟାୟାମ ୧୫ ରୁ ୨୦ ଥର କରିବା ଦ୍ଵାରା ଶରୀରର ଲେୟର ବଡି ପାର୍ଟ କମିଥାଏ ।

ଆସନ୍ତୁ ଜାଣିବା ତୃତୀୟ ବ୍ୟାୟମ ବିଷୟରେ ଯାହା ସାଇଟ ଟୋଏଟଚ । ଏହି ବ୍ୟାୟମ କରିବା ଦ୍ଵାରା ଆମ ଶରୀରର ସାଇଡ ଚର୍ବି ଅଂସ କମ ହୋଇଥାଏ । ଆସନ୍ତୁ ଜାଣିବା ଚତୁର୍ଥ ଏକ୍ସରସାଇଜ ପ୍ଲାଙ୍କ ବିଷୟରେ । ଏଥିପାଇଁ ପ୍ରଥମେ କୁଶବ ପୋଜିସନ କୁ ଆସିବା । ଆମ ଟୋ ସାହାଜ୍ଯ ରେ ହାତ ସାହାଜ୍ଯ ରେ ବଡି ଉଠାଇ ରଖିବା । ଏହାକୁ ଆମେ ୩୦ ସେକେଣ୍ଡ ପାଇଁ ଉଠାଇ ରଖିବା ।

ଏହା ଦ୍ଵାରା ଆପଣ ବଡି ଫ୍ୟାଟ କମିଥାଏ । ତେବେ ଏହା ଥିଲା କିଛି ଚମତ୍କାରୀ ଏକ୍ସରସାଇଜ ଯାହା କରିବା ଦ୍ଵାରା ପେଟ ରେ ଥିବା ଚର୍ବି କମ ହେବା ସହ ମୋଟାପଣ ବହୁତ ଜଲ୍ଦି ହ୍ରାସ ପାଇବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *