ପଢିବା ପାଇଁ ଜମା ବି ଲଗୁନଥିଲା ମନ, ୮ ଥର ଫେଲ ହେବା ପରେ ବି ହେଲେ IAS ଟପର

ଆଜି ଆମେ ଆପଣଙ୍କୁ ସକ୍ସେସ ଷ୍ଟୋରି ରେ ଜଣେ ଏମିତି ୟୁପିଏସୀ କ୍ରାକର ଙ୍କ କଥା କହିବାକୁ ଯାଉଛୁ ଯିଏ ଜଣେ ସାଧାରଣ ଦରଜି ର ଛାତ୍ର ପାଇଁ ଉଦାହରଣ ଅଟେ । ହଁ ଆଜ୍ଞା ,ତାଙ୍କ ନାଁ ହେଉଛି ବୈଭବ ଚବଡା, ଯିଏ ବାର ବାର ଅସଫଳ ହୋଇ ମଧ୍ୟ କେବେ ନିଜ ଲକ୍ଷ୍ୟରେ ଭ୍ରମିତ ହୋଇନଥିଲେ ଓ ଶେଷରେ ଏହି ପରୀକ୍ଷା କୁ ପାସ କରିବାରେ ସଫଳ ହେଲେ । ବୈଭବ ଛବଡା ଏହି ସଫଳତା ଆଇ ଇ ଏସ ୨୦୧୮ ରେ ୩୨ ସ୍ଥାନରେ ରହି ହାସିଲ କରିଛନ୍ତି ।

Image Courtesy: Google

ଆଇ ଏ ଏସ ଅଫିସର ବୈଭବ ଛବଡା ଙ୍କ ପ୍ରାରମ୍ଭିକ ଜୀବନ କେମିତି ଥିଲା ?

ବୈଭବ ଛବଡା ମୂଳରୁ ଦେଶର ରାଜଧାନୀ ଦିଲୀ ର ନିବାସୀ ଅଟନ୍ତି । ସେଥିପାଇଁ ତାଙ୍କ ସବୁ ପାଠପଢା ଦିଲ୍ଲୀ ରେ ହୋଇଛି । ପାଠ ପଢା ର ପ୍ରଶ୍ନ ଉଠିଲେ ସେ ପଢାରେକିଛି ଖାସ ରୁଚି ନ ଥିଲା ,ଏହି କାରଣରୁ ପଢା ମାମଲାରେ ତାଙ୍କ ପ୍ରଦର୍ଶନ ସାଧାରଣ ଥିଲା । ତାଙ୍କ ପରିବାର ବହୁତ ସାଧାରଣ ଥିଲା । ବୈଭବ ବିଟେକ କୋର୍ସ ନେତାଜୀ ସୁବାସ ଇନଷ୍ଟିଟ୍ୟୁଟରେ ୫୬ ପରସେନ୍ଟ ସହିତ ୫ ବର୍ଷା ଶେଷ କରିଥିଲେ ।

ପଢିବା ପାଇଁ ଜମା ବି ଲାଗୁ ନଥିଲା ମନ, ସେଥିପାଇଁ କୋଚିଙ୍ଗ ରେ ପଢେଇବା ର କମ କରିଥିଲେ:

ବିଟେକ କରିବା ପରେ ମଧ୍ୟ ସେ ଏକ କୋଚିଙ୍ଗ ସଂସ୍ଥା ରେ ଫିଜିକ୍ସ ପଢାଉ ଥିଲେ, କାରଣ ତାଙ୍କ ମନ ପଢିବା ପାଇଁ ଜମା ବି ନରହିଲ । କିନ୍ତୁ ଏହି ସଂସ୍ଥାରେ ୨ ବର୍ଷା କାମ କଲାପରେ ତାଙ୍କୁ ଆଭାସ ହୋଇଥିଲା କି ସେ ଏହଠୁ ବି ଭଲ କମ କରିପାରିବେ ଓ ଏଠାରେ ପ୍ରଥମ ଥର ତାଙ୍କ ମନରେ ଆଇ ଏ ଏସ ହେବା ପାଇଁ ବିଚାର କରିଥିଲେ, ସେଥିପାଇଁ ପଢେଇବା କାମ ଛାଡିଥିଲେ ।

Image Courtesy: Google

ଚାକିରି କରିବା ପାଇଁ ମନ ଲାଗିନଥିଲା, ଛାଡିଥିଲେ ବି.ଏସ.ଏନ.ଏଲ:

କୋଚିଙ୍ଗ ଛାଡିବା ପରେ ସେ ବି ଏସ ଏନ ଏଲ ରେ ଚାକିରି କରିଥିଲେ । କିନ୍ତୁ ତାଙ୍କ ମନ ଏଥିରେ ଲାଗିନଥିଲା ଓ ଆଇ ଏ ଏସ ବନିବା ଲାଳସରେ ଏହି ଚାକିରି ଛାଡିବାକୁ ପଡିଥିଲା । କଥାରେ ଅଛି କି ମନୁଷ୍ୟ ସେଇଠିକି ଯାଏ ଯେଉଠାକୁ ତା ଭାଗ୍ୟ ନେବାକୁ ଚାହେଁ । ଏହା ଅସୁବିଧା ଥିଲା କି ଗୋଟେ ତରଫାରେ ପାଠ ପଢିବା ପାଇଁ ମନ ଲଗୁନଥିଲା ଓ ସେ ଚାକିରି ଛାଡିଦେଇଥିଲେ ।

ଆଇ ଏ ଏସ ବୈଭବ ଛବଡା କହିଥିଲେ ଏହି କଥା :

Image Courtesy: Google

କିନ୍ତୁ ବୈଭବଙ୍କା କଥାନୁସାରେ ଯଦି ଆପଣ ନିଜ ଭିତରେ କୌଣସି ଜିନିଷରେ ପଜିଟିଭ ଚିନ୍ତାଧାରା ଥିବା କିଛି ବି ପରୀକ୍ଷାରେ ପାସ ହେବେ । ଏହି ପଜିଟିଭ ଚିନ୍ତାଧାରା ସହିତ ସେ ପଢିବା ଆରମ୍ଭ କିଛି ଘଣ୍ଟା ରୁ କଲେ ଯାହା ଧୀରେ ଧୀରେ ବଢିବାକୁ ଲାଗିଲା । ଯେମିତି ପଢରେ ରୁଚି ବଢିଲା ସେ ଲାଇବ୍ରେରୀ ଜୀବ ଆରମ୍ଭ କରିଲେ,ସେଠାରେ ସେ ୧୨-୧୨ ଘଣ୍ଟା ପର୍ଯ୍ୟନ୍ତ ପାଠ ପଢିଲେ ।

ଦୁର୍ଘଟଣା ପରେ ବି ହାର ମାନି ନଥିଲେ ,ବୈଭବ ଛବଡା କ୍ରାକ କରିଥିଲେ ଆଏ ଏ ଏସ ପରୀକ୍ଷା :

ଏହା ଭିତରେ ବୈଭବର ପଢିବାର ସ୍ପୀଡ ଯେତେବେଳେ ବଢିଥିଲା ଓ ସେ ୟୁପିଏସ ସି ର ଫର୍ମ ଭରିସାରିଥିଲେ ସେହିସମୟରେ ତାଙ୍କ ସହିତ ଗୋଟେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ତାଙ୍କ ପିଠିରେ ବେଶୀ ଆଘାତ ହୋଇଥିବାରୁ ତାଙ୍କୁ ୮ ମାସ ବେଡ ରେ ଶୋଇରହିବାକୁ ଡକ୍ଟର ପରାମର୍ଶ ଦେଇଥିଲେ । ଏହି ମୁସ୍କିଲ ସମୟରେ ବୈଭବ ପଢିବା ଛାଡି ନଥିଲେ । ଶୋଇରହି ପଢା ଜାରି ରଖିଥିଲେ । ଏହାର ପରିଣାମ ଏହା ଥିଲା କି ବର୍ଷା ୨୦୧୮ ରେ ବୈଭବ କୁ ଆଇ ଇ ଏସ ରେ ୩୨ ସ୍ଥାନରେ ସଫଳତା ପ୍ରାପ୍ତି ହେଲା ।

Image Courtesy: Google

ଆଇ ଏ ଏସ ବୈଭବ ୮ ଥର ଅସଫଳ ହୋଇଥିଲେ

ବୈଭବ ଏହି ସଫାଳତା ପ୍ରାପ୍ତ କରିବା ପୂର୍ବରୁ ୮ ଥର ଅସଫଳ ହୋଇଥିଲେ, କିନ୍ତୁ ସେ କେବେ ନିଜ ଭିତରେ ନକରାତ୍ମକ ଭାବନା ଆଣିନଥିଲେ, ତାପରେ ସେ ତାଙ୍କ ସଫଳତା ପାଇଥିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *