ପଡୋଶୀ ମାନଙ୍କୁ ହଇରାଣ କରିଦେଇଛନ୍ତି ସୈଫ ଓ କରୀନାଙ୍କ ପୁଅ ତୈମୁର- ସମସ୍ତେ ମିସି ଥାନାରେ କଲେ ଅଭିଯୋଗ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ସୈଫ ଏବଂ କରୀନାଙ୍କ ପୁଅ ତୈମୁର ବିଷୟରେ କିଛି କହିବୁ । ଆପଣମାନେ ତ ଜଣାଇଥିବେ ଯେବେଠୁ ତୈମୁର ଜନ୍ମ ହୋଇଛନ୍ତି ସେବେଠୁ ସେ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ମିଡିଆ ଲୋକେ ତୈମୁର ଙ୍କର ସବୁ ଛୋଟ ଛୋଟ କଥାକୁ ବି ବଡ ବଡ ନ୍ଯୁଜ କରି ପ୍ରସାରିତ କରୁଛନ୍ତି । ଏଥିପାଇଁ ତାଙ୍କ ବାପା ଓ ମା ମଧ୍ୟ ଖୁବ ଚିନ୍ତା ରେ ରହୁଛନ୍ତି । କେବଳ ସେତିକି ନୁହେଁ ଏବେ ତ ଏମିତି ବି ଶୁଣିବାକୁ ମିଳିଛି କି ତାଙ୍କ ପଡୋଶୀ ମାନେ ତୈମୁର ଙ୍କ ଏହି ଲୋକ ପ୍ରିୟତ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରକୃତ ଘଟଣା ହେଲା ତୈମୁର ଙ୍କର ପ୍ରତି ମୂହୁର୍ତ୍ତର ଖବର ରଖିବା ପାଇଁ ବହୁତ ସାରା ପାପାରାଜି ତାଙ୍କ ଘର ପାଖରେ ଦିନ ରାତି ଭିଡ ଜମାଇ ଥାନ୍ତି । ତାଙ୍କର ଫୋଟୋ ଉଠାଇବା ପାଇଁ ଅନେକ ଫଟୋଗ୍ରାଫରଙ୍କ ଭିଡ଼ ଜମି ଥାଏ ପ୍ରତ୍ୟକ ଦିନ । ସେମାନଙ୍କ ପାଇଁ ରାସ୍ତା ପୁରା ଜାମ ହୋଇ ରୁହେ ।

ଯାହା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେଥିପାଇଁ ସେଠାକର ଲୋକମାନେ ତୈମୁରଙ୍କ ବିରୁଦ୍ଧରେ ନୁହେଁ ବରଂ ତାଙ୍କ ପଛରେ ପଡ଼ିଥିବା ଫୋଟୋଗ୍ରାଫର ମାନଙ୍କ ବିରୁଦ୍ଧରେ ପୁଲିସ ସ୍ଟେଶନ ରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ବର୍ତ୍ତମାନ ଫଟୋଗ୍ରାଫରଙ୍କୁ ସେଠାରୁ ହଟାଇ ଦିଆଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *