ପଞ୍ଚକର୍ମ ଚା’ ର ଅର୍ଥ କଣ ଓ ଏହାର ସେବନ କରିବା ଦ୍ଵାରା କେଉଁ ଲାଭ ମିଳିଥାଏ ? Health Tips

ଆମ ଜୀବନରେ ପ୍ରତି ଦିନ ଏମିତି କିଛି କାମ ରହିଥାଏ ଯାହା ନିହାତି ଜରୁରୀ ଅଟେ । ଯାହାକୁ ନ କରିଲେ ଆମର ସାରା ଦିନ ଭଲରେ ଯାଏ ନାହି । ସେ ସବୁ ଖାଇବା ହେଉ ବା କୌଣସି ବସ୍ତୁ ବିଷୟ ଉପରେ ହେଉ । ଏମିତି କିଛି କାମ ରହିଛି ଯାହା ମଣିଷ ଜୀବନରେ ନ କରିଲେ କିଛି ନା କିଛି ସମସ୍ଯା ସୃଷ୍ଟି ହୋଇଥାଏ । ଯେମିତିକି ଚାହା ପିଇବା ପ୍ରତେକ ବ୍ୟକ୍ତିଙ୍କର ନୀତି ଦିନିଆ ଅଭ୍ଯାସ । ପ୍ରାୟତ ପ୍ରତେକ ବ୍ୟକ୍ତି ଚାହାର ସେବନ ସକାଳେ ଓ ସନ୍ଧ୍ୟା ସମୟରେ କରିବାକୁ ପସନ୍ଦ କରିଥାନ୍ତି ।

ଚାହା ନ ପିଇଲର କିଛି ଲୋକଙ୍କର ଦିନ ଭଲରେ ଯାଏଟ ନାହି । ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ଚାହାର ସେବନ ନ କରିଲେ ସେମାନଙ୍କର ମୁଣ୍ଡ ବିନ୍ଧା ଭଳି ସମସ୍ଯା ଦେଖାଯାଏ । ଆଉ କିଛି ଲୋକେ ଏମିତି ଅଛନ୍ତି ଯେଉଁ ମାନେ ଚାହା ପିଇବାକୁ ପସନ୍ଦ କରନ୍ତି ନାହି । ଚାହା ନ ପିଇଲେ କିଛି ଲୋକଙ୍କର ମନ ଯେମିତି ଗୋଲ ମାଳିଆ ହୋଇଯାଏ । ସାଧାରଣତ ଲୋକ ମାନେ କ୍ଷୀର ବ ଅମୂଲ ଚାହା ସେବନ କରିଥାନ୍ତି । ଆଉ କେହି କେହି ନାଲି ଚାହା ମଧ୍ୟ ପିଇଥାନ୍ତି ।

ତେବେ ମାନ୍ୟତା ରହିଛି କି ଇଂରେଜ ମାନେ ଆମକୁ କ୍ଷୀର କହହା ପିଇବା ଶିଖାଇ ଯାଇଛନ୍ତି । ଯାହା ଦ୍ଵାରା ପ୍ରାୟତ ଲୋକ ମାନଙ୍କ ଠାରେ ଗ୍ଯାସ ସମସ୍ଯା ଦେଖା ଅଯାଉଛି । ଗ୍ଯାସ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାହା । ପୂର୍ବ କାଳରେ ଲୋକ ମାନେ ପଞ୍ଚକର୍ମ ଚାହା ପିଉଥିଲେ । ଏହି ଚାହା ରେ ୫ଟି ଜିନ୍ସର ମିଶ୍ରଣ ହେଉଥିଲେ ଯାହା ପୂର୍ବ ରୁ ଲୋକ ମାନେ ସେବନ କରୁଥିଲେ । ଯାହା ଆମ ଶରୀର ପାଇଁ ବହୁତ ହିତକାରକ ଅଟେ ।

ସେହି ଜିନିଷ ଗୁଡିକ ହେଉଛି ତେଜପତ୍ର, ଗୋଲମରୀଚ, ମିଶ୍ରି, ଗୁଜୁରାତି ଓ ଅଳେଇଚ । ଏହି ୫ଟି ସାମଗ୍ରୀ ଗଡ଼ିକୁ ନେଇ ଆଗରୁ ଲୋକେ ଚାହା ତିଆରି କରୁଥିଲେ । ଏହି ୫ଟି ଜିନିଷକୁ ପାଉଡର ପ୍ରସ୍ତୁତ କରି ପାଣି ରେ ଫୁଟାଇ ସେବନ କରିଲେ ସ୍ୱାସ୍ଥ୍ୟ ଭଲ ରହିଥାଏ । ମାତ୍ର ଗୋଟେ ମାସ ଏହି ଚାହାର ସେବନ କରିଲେ ଶରୀର ସୁସ୍ଥ ରହିଥାଏ ।

ଏହି ଚାହାର ସେବନ କରିବା ଦ୍ଵାରା ଗ୍ଯାସ ସମସ୍ଯା ଦୂର ହୋଇଯିବ । ଜୀବନରେ କେବେ ବି ଗ୍ଯାସ ସମସ୍ଯା ଆଉ ହେବ ନାହି ଏହି ପଞ୍ଚକର୍ମ ଚାହାର ସେବନ କରିବା ଦ୍ଵାରା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *