ପାରମ୍ପାରିକ ଭାବେ ଶାଢୀ ପିନ୍ଧି ଯୁବତୀ କରୁଛନ୍ତି ଅଦଭୂତ ଷ୍ଟଣ୍ଟ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଷ୍ଟଣ୍ଡ ଆପଣ ମାନେ ନିଶ୍ଚିନ୍ତ କେଉଁଠି ନା କେଉଁଠି ଦେଖିଥିବେ କାହାକୁ କରିବାର । ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଲୋକ ଙ୍କୁ ବିଭିନ୍ନ ଢଙ୍ଗ ରେ ଷ୍ଟଣ୍ଡ ମାରୁ ଥିବାର ନିଶ୍ଚୟ ଦେଖିଥିବେ ଆଉ ଲାଇକ କମେଣ୍ଟ ମଧ୍ୟ କରୁଥିବେ । କିନ୍ତୁ ଶାଢୀ ପିନ୍ଧି ଷ୍ଟଣ୍ଡ କରିବାର ଦୃଶ୍ୟ ଆପଣ ମାନେ କେବେ ଦେଖିଛନ୍ତି କି ? ଆଜ୍ଞା ହଁ ଦର୍ଶକ ବନ୍ଧୁ ଏହି କଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ କିନ୍ତୁ ସତ ଅଟେ । ଶାଢୀ ପିନ୍ଧି ଅଦ୍ଭୁତ ଭାବେ ଷ୍ଟଣ୍ଡ ମାରିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଲକ୍ଷ ଲକ୍ଷ ୟୁଜର୍ସ ମାନେ ବହୁତ ପସନ୍ଦ କରୁଛନ୍ତି ।

ଆପଣ ମାନେ ଷ୍ଟଣ୍ଡ ବହୁତ ଦେଖିଥିବେ କିନ୍ତୁ ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖା ଯାଉଛି ତାହା ଉପରେ ଥରେ ନଜର ପକାନ୍ତୁ ଦର୍ଶକ ବନ୍ଧୁ । ଶାଢୀ ପିନ୍ଧି କିଭଳି କରୁଛନ୍ତି ଅଦ୍ଭୁତ ଷ୍ଟଣ୍ଡ । ଯୁବତୀ ଜଣକ କେମିତି ଶାଢୀ ପିନ୍ଧି ଅଦଭୂତ ଭାବରେ ଷ୍ଟଣ୍ଡ ମାରୁଛନ୍ତି ଦେଖନ୍ତୁ ଏହି ଦୃଶ୍ୟ କୁ । ଏଭଳି ଭାବେ ପାରମ୍ପାରିକ ଶାଢୀ ପିନ୍ଧି ଷ୍ଟଣ୍ଡ କରିବାର ଭିଡିଓ ହୁଏ ତ ଆପଣ ମାନେ ବହୁତ କମ ଦେଖିବାକୁ ପାଇଥିବେ ।

ହେଲେ ଏଠି ଯୁବତୀଙ୍କର ରହିଛି ଅଦଭୂତ କଳା । ସେ ଯେଉଁ ପରି ଭାବେ ଷ୍ଟଣ୍ଡ ମାରୁଛନ୍ତି ତାହା ପୁଣି ଶାଢୀ ରେ ଆପଣ ମାନେ ଦେଖିଲେ ତାଜୁବ ହୋଇଯିବେ । ଏହି ଯୁବତୀଙ୍କର ନାଁ ହେଉଛି ମିଲି ସରକାର । ଏ ସବୁ ଷ୍ଟଣ୍ଡ ବ୍ଯତୀତ ସେ ଜଣେ ଭଲ ଡ୍ୟାନ୍ସର, ଜିମନାସ୍ତ ଓ ୟୋଗା ଗୋଲ୍ଡ ମେଡାଲିଷ୍ଟ ମଧ୍ୟ । ଦେଶ ବି ଏଭଳି ଜଣେ ପ୍ରତିଭାବାନ ଯୁବତୀ ଙ୍କ ପାଇଁ ଗର୍ବିତ ।

ଏଭଳି ଅନେକ ଭିଡିଓ ରହିଛି ଯାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଆଉ ସେହି ଭିଡିଓ ଭାଇରାଲ ମଧ୍ୟ ହୁଏ । ଏହା ସହ ତାଙ୍କର ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫଲୋର୍ଷ ଥିବା ବେଳେ ମିଲିୟନ ମିଲିୟନ ଭିୟୁ ଯାଇଛି । ସେପଟେ ପ୍ରତି ଦିନ କିଛି ନୂଆ ଭିଡିଓ ବନାଇବା ପାଇଁ ଚେଷ୍ଟା କରନ୍ତି ମିଲି ସରକାର ।

ସୋସିଆଲ ମିଡିଆ ପ୍ଲାଟଫର୍ମ ରୁ ସେ ଭଲ ରୋଜଗାର ମଧ୍ୟ କରୁଛନ୍ତି ଯାହା ସୂତ୍ର ତୁ ଜଣା ପଡ଼ିହି । ଏହି ଭିଡିଓ ରେ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି । ନେଟିଜିନ ଏହି ଭିଡିଓ କୁ ପସନ୍ଦ କରୁଥିବା ବେଳେ ସେୟାର ସହ କମେଣ୍ଟ ମଧ୍ୟ କରୁଛନ୍ତି ।

ତେବେ ମିଲି ସରକାରଙ୍କର ଏଭଳି ପ୍ରତିଭା ରହିଛି ଯାହାକୁ ସେ ଲୋକ ମାନଙ୍କ ଆଗକୁ ଆଣିବାକୁ ପ୍ରତି ଦିନ ଚେଷ୍ଟା କରୁଛନ୍ତି । ତେବେ ସୋସିଆଲ ମିଡିଆରେ ନିଜର କଳା ଦେଖିବାର ମୌକା ମିଳି ଥିବାରୁ ଏହାର ଉପଯୁକ୍ତ ବ୍ୟବହାର ମଧ୍ୟ କରୁଛନ୍ତି । ସତରେ ମିଲିଙ୍କର ଏଭଳି କଳା ନିଆରା । ବନ୍ଧୁଗଣ ଆପଣ ମାନଙ୍କୁ ମିଲି ସରକାରଙ୍କର ଏଭଳି ଅଧଭୂତ ଷ୍ଟଣ୍ଡ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *