ଚାରି ଆଡେ ଚାଲିଛି ଇଲେକ୍ସନ ର ଚର୍ଚ୍ଚା । ଏହା ଖୋଜା ଚାଲିଛି ଅଧିକ ଯୋଗ୍ୟର ପାର୍ଥୀ ମାନେ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏବେ ଏହି ନିର୍ବାଚନରେ କିଛି ମହିଳା ମାନେ ନିଜକୁ ରାଜନୀତିରେ ଆଣିବା ପାଇଁ ଚାକିରି ଛାଡି ସାରିଛନ୍ତି । କିନ୍ତୁ ଏହା ପାଇଁ ସେମାନନକ ଚେହେରା ଚିହ୍ନାନ୍ନ ହେବା ନିହାତି ଭାବେ ଦରକାର । ଏହାର କାରଣ କଣ ଅଟେ ଏହାକୁ ଜାଣିବା ଆସନ୍ତୁ ।

ପାର୍ଥୀ ମାନେ ଲୋକନକ ନଜର କୁ ଆସିବା ନିହାତି ଭାବେ ଦରକାର ତେବେ ତାହା କିଭଳି ମାଧ୍ୟମ ଦେଇ ଆସୁଛନ୍ତି ମାନେ ରଖି ନଥାଏ । ସୂତ୍ରରୁ ଅନୁମାନ କରା ଯାଉଛି କି ତପସ୍ଵିନୀ ମଧ୍ୟ ଏହି ନିର୍ବାଚନ ରେ ଠିଆ ଆହୋଇ ପାରନ୍ତି ଏହାର କାରଣ ହେଉଛି କି ନିର୍ବାଚନ ଲଢିବବା ପାଇଁ ସାହାଶ ଓ କ୍ଷମତା ସହ ଲୋକଙ୍କ ସବୁ ପ୍ରଶ୍ନ କୁ ଆଡେଇ ଠିଆ ହେବା ନିହାତି ଦରକାର ଥାଏ।
ତେବେ ଲୋକ ମାନେ କଣ କହୁଛନ୍ତି କିମ୍ବା କଣ କରିବା କୁ ଦେବେ ତାହା ଖାତିର ନକରିକି ସେମାନେ ସବୁ ବେଳେ ଆଗେ ଚାଲି ଥାନ୍ତି । ଏହି ଭଳି ଲଢାକୁ ପାର୍ଥୀ ହେବା ପାଇଁ ଯୋଗ୍ୟ ବୋଲି ନିର୍ବାଚନ ମଣ୍ଡଳୀ ଭାବି ଥାଏ ।

ତେବେ ନିଜର ବ୍ୟକ୍ତିଗତ ଲଢେଇ କରିବା ପାଇଁ ତପସ୍ଵିନୀ ଏତେ ସମୟ ଧରି ଲଢେଇ କରିଛନ୍ତି ତେବେ ସେ ହୁଏ ତ ଏବେ ନିର୍ବାଚନ ଲଢି ପାରନ୍ତି ମେୟର ମଧ୍ୟ ହୋଇ ପାରନ୍ତି ଏହା କୌଣଶୀ ପ୍ରକାର ଅସମ୍ଭବ କଥା ନୁହେଁ । ତେବେ ନିଜର ପାରିବାରିକ ଝଗଡା ଯାହା ଭି ଥାଉ ନା କାହିଁକି ସମାଜ ର ଲୋକ ତାଙ୍କୁ ଯାହା ଭି କହି ପାରନ୍ତି ।
କିନ୍ତୁ ସେ ଲଢିଥିଲେ ଶୀତରେ ଖରାରେ ରାତି ତମାମ ଘର ବାହାରେ ବଶୀକି 2 ମାସ ରୁ ଅଧିକା ସମୟ ନେଇକି ନିଜ ଲଢେଇ ଜିତି ଛନ୍ତି । ତେବେ ବରହମପୁର ର ଏହି ସାହାଶୀ ମହିଳା ଏକ ଚିହ୍ନା ପରିଚୟ ଚେହେରା ଏହା ସହ ସେ ଯେଉଁ ଭଳି ସଂଘର୍ଷ କରୁଥିଲେ ତାଙ୍କ ଠାରୁ ପ୍ରେରଣା ପାଇକି ଅନେକ ମହିଳା ନିଜ ଜୀବନର ଯୁଦ୍ଧ ଲଢିବା ପାଇଁ ଆସୁଛନ୍ତି ଆଗକୁ ।

ଏହା ଆଶା କରା ଯାଇ ପାରେ କି ଭୁବନେଶ୍ବର ପରେ ବରହମପୁର ଜିଲ୍ଲାରେ ଇଲେକ୍ସନ ଆସିପାରେ । ଏହା ପାଇ ତପସ୍ଵିନୀ ଙ୍କୁ ପାର୍ଥୀ ଭାବି ପାରି ଥାନ୍ତି । ସେ ଯଦି ପାର୍ଥୀ ହୁଅନ୍ତି ତ ଜିତ୍ୟ ପାରନ୍ତି । ତେବେ ସେ ଏହା ସତରେ ହେବାକୀ ନାଇ ଜଣା ନାଇ କାରଣ ସବୁ ଆଡେ ଇଲେକ୍ସନ ଆରମ୍ଭ ।
ତେବେ ଅପେକ୍ଷା ରହିଲା କି ବିବାହ ପାଇଁ ଲଢେଇ କରୁଥିବା ମହିଳା ଯଦି ନିଜ ଜିଲା ପାଇଁ ଲଢେଇ କରିବ ତେବେ ଜିତିବକି ନାଇ । ଏବେ ଏହା ସ୍ଥିର ନାଇ ତଥାପି ଆସା କରାଯାଉଛି କି ତାଙ୍କଉ ମଧ୍ୟ ନିର୍ବାଚନ ପାଇଁ ଯୋଗ୍ୟ ବିବେଚନା କରାଯାଇ ପାରେ ।
