ପିରିଅଡ଼ସ୍ ର କେତେ ଦିନ ପରେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି

ତେବେ ଆଜି ଆମେ ଏହି ଭିଡିଓରେ ଏହା ଜାଣିବା ଯେ କେମିତି ଜଣେ ମହିଳା ଶୀଘ୍ର ଗର୍ଭବତୀ ହୋଇପାରେ, ବା କେମିତି ପିରିୟଦ କେତେ ଦିନ ଭିତରେ ସମ୍ପର୍କ ରଖିଲେ ଜଣେ ଗର୍ଭବତୀ ହୋଇଥାନ୍ତି । ଯଦି କୌଣସି ମହିଳା ଶୀଘ୍ର ଗର୍ଭବତୀ ହବାକୁ ଚାହନ୍ତି ବା ଯଦି କାହାର ଗର୍ଭ ରହୁ ନାହିଁ ତେବେ ଏହି ଭଳି ମହିଳାଙ୍କୁ ନିଜ ଓଭଲ୍ୟୁସନ ଉପରେ ଧ୍ୟାନ ଦବାକୁ ପଡିଥାଏ, କାହିଁକିନା ଯଦି ଓଭଲ୍ୟୁସନ ସମୟରେ ଯଦି ଜଣେ ମହିଳା ସମ୍ପର୍କ ରଖନ୍ତି ତେବେ ସେ ଶୀଘ୍ର ଗର୍ଭବତୀ ରହିପାରିବେ । ତେବେ ଏହି ସମୟରେ ସମ୍ପର୍କ ରଖିଲେ ଜଣେ ମହିଳା ଶୀଘ୍ର ଗର୍ଭବତୀ ହୋଇଥାନ୍ତି, ତେବେ ଆସନ୍ତୁ ଜାଣିବା ଓଭଲ୍ୟୁସନ ଅର୍ଥ କଣ ?

Image Courtesy: Google

ଏହା ଏକ ଶରୀର ପ୍ରକ୍ରିୟା ଯାହା ମହିଳାଙ୍କ ଭିତରେ ହୋଇଥାଏ ଏହା ମାସିକ ଧର୍ମ ପରେ ୧୨ରୁ ୧୬ ଦିନ ଭିତରେ ହୋଇଥାଏ ଯେଉଁଥିରେ ମହିଳାଙ୍କ ଶରୀର ଓଭାରିରୁ ଅଣ୍ଡାଣୁ ବାହାରିଥାଏ, ପିରିଅଡ଼ସ୍ ସାରିବା ପରେ ଯେଉଁ ୧୨ରୁ ୧୬ ଦିନ ହୋଇଥାଏ ଏହାକୁ ଓଭଲ୍ୟୁସନ ସମୟ କୁହାଯାଏ । ତେବେ ଏହି ଓଭଲ୍ୟୁସନ ସମୟରେ ସମ୍ପର୍କ ରଖିଲେ ଗର୍ଭବତୀ ହବାର ସମ୍ଭାବନା ବହୁତ ଭଲ ଅଟେ ଏବଂ ଏଥିପାଇଁ ମହିଳାଙ୍କୁ ନିଜ ମାସିକ ଧର୍ମ ତାରିଖ ମନେ ରଖିବା ଉଚିତ ଯାହା ଦ୍ଵାରା ତାଙ୍କୁ ଓଭଲ୍ୟୁସନ ସମୟ ଜଣା ପଡିଥାଏ, ଓ ସେହି ସମୟ ସେ ସମ୍ପର୍କ ରଖି ପାରନ୍ତି ଓ ଗର୍ଭବତୀ ହୋଇପାରନ୍ତି ।

Image Courtesy: Google

ତେବେ ସମ୍ପର୍କ ରଖିଲା ବେଳେ ଆପଣ ଜମା ବି ଚିନ୍ତାରେ ରୁହନ୍ତୁ ନହିଁ ବା ଏହି କଥା ଜମା ବି ଭାବିବେ ନାହିଁ ଯେ ଆପଣ ଗର୍ଭବତୀ ହୋଇବେ ବା ନାହିଁ ଏହି ସବୁ ଚିନ୍ତାରୁ ସମ୍ପର୍କ ରଖିଲା ବେଳେ ଦୂରେଇ ରହିବା ଉଚିତ ନଚେତ ଏହି ଚିନ୍ତା ଦ୍ଵାରା ଆପଣଙ୍କ ଗର୍ଭବତୀ ରହିବାର ସମ୍ଭାବନା ବହୁତ କମ ହୋଇଯାଇଥାଏ । ତେବେ ଯଦି ଆପଣଙ୍କ ମାସିକ ଧର୍ମ ୨୮ ଦିନ ପରେ ଆସିଥାଏ ତେବେ ଆପଣଙ୍କ ଓଭଲ୍ୟୁସନ ସମୟ ୧୪ରୁ ୧୫ ଦିନ ହୋଇଥାଏ ଏହା ପରେ ସମ୍ପର୍କ ରଖିଲେ ମଧ୍ୟ କିଛି ହୋଇନଥାଏ ସେଥିପାଇଁ ଏହି ୧୪ ଦିନ ଭିତରେ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ ଜଣେ ମହିଳାଙ୍କୁ ଗର୍ଭବତୀ ହବା ପାଇଁ ସବୁଠାରୁ ଆବଶ୍ୟକ କଥା ଏହା ଯେ ତାଙ୍କୁ ନିଜ ଓଭଲ୍ୟୁସନ ସଠିକ ସମୟ ଜଣା ହବା ଦରକାର,

Image Courtesy: Google

ଏହା ଛଡା ଓଭଲ୍ୟୁସନ ସମୟରେ ସମ୍ପର୍କ ରଖିଲା ପରେ ସାଙ୍ଗେ ସାଙ୍ଗେ ବେଡରୁ ଉଠନ୍ତୁ ନାହିଁ ମିନିମମ ୧୫ରୁ ୨୦ ମିନିଟ ସୋଇକି ରୁହନ୍ତୁ ଏହି ପ୍ରକ୍ରିୟା ଦ୍ଵାରା ଆପଣଙ୍କ ଗର୍ଭବତୀ ରହିବାର ସମ୍ଭାବନା ୧୦୦% ବଢିଥାଏ ଓ ଆପଣଙ୍କୁ ଗୋଟେ ମାସ ଭିତରେ ଖୁସି ଖବର ମିଳିଥାଏ । ଯଦି କୌଣସି ମହିଳାଙ୍କ ପିରିଅଡ଼ସ୍ ରେଗୁଲାର ନାହିଁ ତେବେ ତାଙ୍କୁ ମାର୍କେଟରୁ ଓଭଲ୍ୟୁସନ କିଟ ଆଣି ଟେଷ୍ଟ କରିବା ଆବଶ୍ୟକ ଏହା ଦ୍ଵାରା ତାଙ୍କୁ ନିଜ ଓଭଲ୍ୟୁସନ ସମୟ ଜଣା ପଡିଥାଏ ଏବଂ ଏହା ଦ୍ଵାରା ସେ ସମ୍ପର୍କ ରଖି ପାରନ୍ତି । ତେବେ ଯେଉଁ ମହିଳାଙ୍କୁ ପିରିଅଡ଼ସ୍ ଅସୁବିଧା ଅଛି ତାଙ୍କୁ ଡକ୍ଟରକୁ ପରାମର୍ଶ କରିବା ଉଚିତ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *