ପିତୃ ପକ୍ଷ: ଗର୍ଭବତୀ ମହିଳା ଭୁଲରେ ବି କରନ୍ତୁ ନାହିଁ ଏହା ମଧ୍ୟରୁ କୌଣସି ଗୋଟେ ବି କାମ, ନଚେତ…

ଗର୍ଭାବସ୍ଥା ଏକ ଏମିତି ସମୟ ଯେଉଁଥିରେ ମହିଳା ମାନଙ୍କୁ ବହୁତ ସମ୍ଭାଳିକି ରହିବାକୁ ପଡିଥାଏ । ଏହା ଏଥିପାଇଁ କୁହାଯାଏ କାହିଁକିନା ଏହି ସମୟ ରେ ମହିଳା ଯାହା କରନ୍ତି ତାର ପୂର୍ଣ୍ଣ ପ୍ରଭାବ ପେଟ ରେ ବଢୁଥିବା ଶିଶୁ ଉପରେ ପଡେ । ସେଥିପାଇଁ ଗର୍ଭବତୀ ମହିଳା ପାଇଁ କେତେ ଗୁଡ଼ିଏ ନିୟମ ବନାଯାଇଅଛି । ଆପଣ ସମସ୍ତେ ଜାଣୁଥିବେ ପିତୃ ପକ୍ଷ ଚାଲୁ ଅଛି, ଏହି ସମୟ ରେ ସମସ୍ତେ ନିଜ ପିତୁଙ୍କୁ ତର୍ପଣ କରନ୍ତି ।

ପିତୃ ପକ୍ଷ ର ନିୟମ ମାନିବା ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ ଅଟେ କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ କିଛି ବିଶେଷ ଓ ଅଲଗା ନିୟମ ବନାହୋଇଛି । ବାସ୍ତୁ ଶାସ୍ତ୍ର ଅନୁଯାଇ ପିତୃ ପକ୍ଷ ସମୟ ରେ ଗର୍ଭବତୀ ମହିଳା କୁ ଏକାନ୍ତ ସ୍ଥାନ ଓ ଜଙ୍ଗଲ ରେ କେବେ ବି ଯିବା ଉଚିତ ନୁହେଁ । ଯଦି ବି କିଛି ନିହାତି ଦରକାର ପଡ଼େ ତାହେଲେ ଜଣଙ୍କୁ ନିଜ ସହ ନେଇକି ଜାଆନ୍ତୁ, କୁହାଯାଏ ଏମିତି ସୁନସାନ ଜାଗା ରେ ନକାରାତ୍ମକ ଶକ୍ତିମାନଙ୍କର ବାସ ଥାଏ ।

ଏହି ନକାରାତ୍ମକ ଶକ୍ତି ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭ ର ଶିଶୁ ପାଇଁ ଘାତକ ହୋଇପାରେ । ପ୍ରାୟତଃ ସବୁ ମହିଳାଙ୍କୁ ଲଗେଇବା, ପିନ୍ଧିବା ର ବହୁତ ଇଛା ଥାଏ କିନ୍ତୁ କୁହାଯାଏ କି ପିତୃ ପକ୍ଷ ସମୟ ରେ ବିଶେଷ କରି ଗର୍ଭବତୀ ମହିଳା କୁ ଅଧିକ ସୁନ୍ଦର ହୋଇ ବାହାରକୁ ବୁଲିବା ଉଚିତ ନୁହେଁ । ପିତୃ ପକ୍ଷ ସମୟ ରେ ଗର୍ଭବତୀ ମହିଳା ଙ୍କୁ ମସାଣି ପାଖ କୁ ଯିବା କଥାନୁହେଁ, କାହିଁକିନା ଏହି ସମୟ ରେ ପିତୃଙ୍କ ସହ ଅନ୍ୟ କେତେ ପ୍ରକାର ଖରାପ ଆତ୍ମା ପୃଥିବୀ କୁ ଆସିଥାନ୍ତି ।

ପିତୃ ପକ୍ଷ ସମୟ ରେ ଗର୍ଭବତୀ ମହିଳା ଙ୍କୁ ରାତି ରେ ବାହାରୁକୁ ଯିବା ଉଚିତ ନୁହେଁ ସେହି ସମୟ ରେ ଖରାପ ଶକ୍ତି ଅତ୍ୟଧିକ ପ୍ରଭାବିତ ରୁହନ୍ତି । ପିତୃ ପକ୍ଷ ସମୟ ରେ ଗର୍ଭବତୀ ମହିଳା କୁ କୌଣସୀ ପ୍ରକାର ମାଂଶାହାରୀ ଖାଦ୍ୟ ଖାଇବା ଉଚିତ ନୁହେଁ ଏହା କଲେ ପିତୃ ରୁଷ୍ଠ ହୁଅନ୍ତି ।

ଗର୍ଭବତୀ ମହିଳାଙ୍କୁ ପିତୃ ପକ୍ଷ ସମୟ ରେ ଗାଈ, କୁକୁର, ଏବଂ କାଊ କୁ ମାରିବା ଉଚିତ ନୁହେଁ, ଏମିତି ମାନ୍ୟତା ଅଛି କି ଏହି ସମୟ ରେ ଆମ ପିତୃ ଏହି ରୂପ ରେ ଆସି ଆମୁକୁ ଶ୍ରାଦ୍ଧ ର ଭୋଜନ ମାଗନ୍ତି ଏବଂ ଯଦି ଆପଣ ସେହି ଜନ୍ତୁ କୁ ମାରନ୍ତି ତାହେଲେ ଆପଣଙ୍କ ପିତୃ ଆପଣଙ୍କୁ ଅଭିଶାପ ଦେଇ ପାରନ୍ତି । ଏହି ସମୟ ରେ କୌଣସୀ ନିର୍ଧନ ବା ବ୍ରାହ୍ମଣ ଙ୍କୁ ନିନ୍ଦନ୍ତୁ ନାହିଁ ନହେଲେ ପିତୃ ରୁଷ୍ଟ ହୋଇଯିବେ ।

ସାଙ୍ଗମାନେ ଆଶା କରୁଛୁ ଆମର ଏହି ତଥ୍ୟ ଅପଣାଙ୍କ କାମରେ ଆସିବ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜ ଖବର ଓଡିଆ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *