ଆଗ ଅପେକ୍ଷା ବର୍ତ୍ତମାନ ସମୟରେ ଓଡିଆ ସିରିଏଲକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ଓ ଭଲ ପାଇବା ବି ଦେଉଛନ୍ତି । ଏହା ମଧ୍ୟରେ ଏହି କଳାକାରମାନଙ୍କ ମଧ୍ୟରୁ କେତେକ ତାଙ୍କର ପସନ୍ଦିତା କଳାକାର ବି ଅଟନ୍ତି । ଯାହାଙ୍କ ବିଷୟରେ ପ୍ରାୟତଃ ଏମାନେ ଟିକିନିଖି ଖବର ରଖିଥାନ୍ତି । ସେ କେଉଁ ସିରିଏଲ ଓ ଫିଲ୍ମରେ ଅଭିନୟ କରୁଛନ୍ତି ।
ଏହା ଛଡା ଅସଲ ଜୀବନରେ ତାଙ୍କର ପରିବାରରେ କିଏ କିଏ ଅଛନ୍ତି ଏହି ସମସ୍ତଙ୍କ ବିଷୟରେ ବି ଜାଣିବା ପାଇଁ ତାଙ୍କର ଫ୍ୟାନମାନେ ଇଚ୍ଛୁକଥାନ୍ତି । ଦିନକୁ ଦିନ ଓଡିଆ ସିରିଏଲ ଗୁଡିକର ପପୁଲାରୀଟି ବଢିବାରେ ଲାଗିଛି । ସେଥିପାଇଁ ଆଜି ଆଗ ଅପେକ୍ଷା ବହୁତ ଓଡିଆ ସିରିଏଲ ପ୍ରସାରିତ ହେଉଛି ।

ଏମିତିରେ ଆଜି ଆମେ ଆପଣଙ୍କୁ ଓଡିଶା ସିରିଏଲରେ ଅଭିନୟ କରୁଥିବା କିଛି କଳାକାରମାନଙ୍କ ଅସଲ ଜୀବନରେ ତାଙ୍କର କେତୋଟି ପୁଅ ଓ ଝିଅ ଅଛନ୍ତି ଓ ତାଙ୍କର କିଛି ଫଟୋ ବି ଆପଣଙ୍କ ପାଇଁ ନେଇ ଆସିଛୁ । ଯାହାଙ୍କୁ ଆପଣମାନେ ଆଗରୁ କେବେ ବି ଦେଖି ନ ଥିବେ ।
ଅଶ୍ଵିନୀ

ଓଡିଆ ସିରିଏଲର ଅଭିନେତା ଅଶ୍ଵିନୀଙ୍କୁ ଆପଣମାନେ ଭଲ ଭାବରେ ଚିହ୍ନିଥିବେ । ସେ ବହୁତ ସମୟ ହେବ ଓଡିଆ ସିରିଏଲ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । କହିଦେଉଛୁ କି ଅଶ୍ଵିନୀଙ୍କ କୋଳରେ ଯେଉଁ ଝିଅ ଅଛନ୍ତି ଏହା ତାଙ୍କର ଝିଅ । ସେ ତାଙ୍କ ଝିଅଙ୍କୁ ବହୁତ ଭଲ ପାଆନ୍ତି ।
ଲିକୁନ
ଲିକୁନଙ୍କୁ ବି ଆପଣମାନେ ଚିହ୍ନିଥିବେ । ଲିକୁନଙ୍କ ଗୋଟିଏ ପୁଅ ଅଛି ।
ଅର୍ପିତା

ହିରୋଇନ ଅର୍ପିତା ତାଙ୍କ ସ୍ଵାମୀ ଓ ପୁଅଙ୍କ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି ।
ରିୟା
ରିୟାଙ୍କ ପୁଅ ବହୁତ ଛୋଟ ଅଛି ଓ ସେ ଦେଖିବାକୁ ବହୁତ ଡଉଲଡାଉଲ ଅଟେ ।
ମିଲି
ମିଲିଙ୍କୁ ଆପଣ ସମସ୍ତେ ବିଭିନ୍ନ ସିରିଏଲରେ ଦେଖିଥିବେ । ତାଙ୍କର ଗୋଟିଏ ପୁଅ ଅଛି । ଯାହାକୁ ଆପଣ ଏଠି ଦେଖି ପାରୁଥିବେ ।
ଶୁକାନ୍ତ

ଫଟୋରେ ଯାହାକୁ ଦେଖୁଛନ୍ତି ସେ ହେଉଛନ୍ତି ଶୁକାନ୍ତଙ୍କ ଝିଅ । ଯିଏକି ବହୁତ ବଡ ହୋଇ ଗଲେଣି । ଶୁକାନ୍ତ ବି ଓଡିଆ ସିରିଏଲରେ ଜଣେ ବହୁତ ଚର୍ଚିତ ଓ ପୁରୁଣା ଅଭିନେତା ଅଟନ୍ତି ।
ମଧୁ
ମଧୁଙ୍କ ବିବାହ ପରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି । ଯାହାର କି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରି ନିଜର ଫ୍ୟାନମାନଙ୍କୁ ଜଣାଇ ଥିଲେ ।
କ୍ରିଷ୍ନା
କ୍ରିଷ୍ନା ତାଙ୍କ ପୁଅକୁ ବହୁତ ଭଲ ପାଆନ୍ତି ଓ ସେ ତାଙ୍କ ସହ ଅଧିକ ସମୟ ମଧ୍ୟ ବିତାନ୍ତି । ଯାହାର କି କିଛି ଫଟୋ ଦେଖି ଆପଣ ଜାଣି ପାରିବେ ।
ଉପାସନା

ହିରୋଇନ ଉପାସନା ପ୍ରାୟତଃ ନିଜ ପୁଅ ସହ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଉପାସନାଙ୍କ ପୁଅ ବର୍ତ୍ତମାନ ବହୁତ ଛୋଟ ଅଛି ।
ଯଦୁମଣି
ଯଦୁମଣି ବି ନିଜର ସ୍ତ୍ରୀ ଓ ଝିଅ ସହ ବହୁତ ଖୁସିରେ ଅଛନ୍ତି । ଏମିତିରେ ତାଙ୍କର ଦମଦାର ଅଭିନୟ ତ ଆପଣମାନେ ସବୁ ଦେଖିଥିବେ ।
