ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ବହୁତ ସରଳ ପ୍ରଶ୍ନ ଅଟେ ଏହାକୁ ଭଲରେ ପଢିବା ଦ୍ଵାରା ଉତ୍ତର ମିଳିଯିବ । ଆପଣଙ୍କୁ ସବୁ ପ୍ରଶ୍ନ ପାଇଁ ୧୦ ସେକେଣ୍ଡ ସମୟ ମିଳିବ ତାହା ଭିତରେ ଆପଣଙ୍କୁ ଉତ୍ତର ଦେବାକୁ ହେବ । ବିନା ଉତ୍ତର ଦେଖି ନିଜେ କୁହନ୍ତୁ ଓ ପରେ ଉତ୍ତର ଦେଖନ୍ତୁ ।

୧. ସଂସାର ସବୁଠାରୁ ମହଙ୍ଗା ବନ୍ଦୁକ କଉଟା ଅଟେ ?
ଉତ୍ତର – ସବୁଠାରୁ ମହଙ୍ଗା ବନ୍ଦୁକ ପିଟର ହୋଫର ସାଇଡଲକ ଅଟେ, ଯାହା ଦାମା ୪ କୋଟି ୬୦ ଲକ୍ଷ ଅଟେ । କମ୍ପନୀ ସବୁ ବର୍ଷ କେବଳ ୬ଟି ବନ୍ଦୁକ ବନେଇଥାଏ ।
୨. ଫୋନ କଲେ ଯେଉଁ ଶବ୍ଦ କରୋନା ବିଷୟରେ ମେସେଜ ଦେଇଥାଏ ତାହା କାହା ଶବ୍ଦ ଅଟେ ?
ଉତ୍ତର – ଏହି ଶବ୍ଦ ଯଶଲିନ ଭଲ୍ଲାଙ୍କର ଅଟେ ।
୩. ଗୁଗଲ ପ୍ଲେ ଷ୍ଟୋର ମାଲିକ କିଏ ?
ଉତ୍ତର – ଗୁଗଲ ପ୍ଲେ ଷ୍ଟୋର ଅଣ୍ଡ୍ରୋଏଡ ମାର୍କେଟ ପାଇଁ ଗୁଗଲ ଦ୍ଵାରା ସଞ୍ଚାଳିତ ଓ ନିର୍ମିତ କରା ଯାଇଛି । ଗୁଗଲ ମାଲିକ ଲେରି ପେଜ ଅଟନ୍ତି ।

୪. ଓରାଲ – ବି ରେ ବି ଅର୍ଥ କଣ ହୋଇଥାଏ ?
ଉତ୍ତର – ଓରାଲ ବି ଗୋଟେ ଅମେରିକାନ କମ୍ପନୀ ଅଟେ । ଓରାଲ – ବି ରେ ବି ଅର୍ଥ ବ୍ରଶ ହୋଇଥାଏ ।
୫. କଣ ଖିର ସେବନ କରିବା ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ ?
ଉତ୍ତର – ଖିରରେ ମେଗ୍ନେସିଅମ ଥାଏ ଯାହା ସ୍ମରଣ ଶକ୍ତି ଭଲ ରହିଥାଏ ।
୬. କଣ ଚାଇନାରେ ମଧ୍ୟ ସରକାରୀ ସ୍କୁଲ ହୋଇଥାଏ ?
ଉତ୍ତର – ଚାଇନା ରେ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମସ୍ତଙ୍କ ପାଇଁ କମ୍ପଲସଋ ଆଉ ଫ୍ରି ହୋଇଥାଏ ।

୭. କ୍ରିକେଟରେ ସର୍ବ ପ୍ରଥମ ସିକସର କିଏ ମାରିଥିଲେ ?
ଉତ୍ତର – କ୍ରିକେଟର ଚାର୍ଲ୍ସ ବନ୍ନେର୍ମାନ
୮. ଆକାରରେ ରଶିୟା ଭାରତ ଠାରୁ କେତେ ଗୁଣ ବଡ ଅଟେ ?
ଉତ୍ତର – ଆକାରରେ ରଶିୟା ଭାରତ ଠାରୁ ପାଞ୍ଚ ଗୁଣ ବଡ ଅଟେ ।
୯. ମୁକେଶ ଅମ୍ବାନୀଙ୍କ ପାଖରେ କେତେ ଟଙ୍କା ଅଛି ?
ଉତ୍ତର – ମୁକେଶ ଅମ୍ବାନୀ ଭାରତ ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି, ତାଙ୍କ ପାଖରେ ଟୋଟାଲ ସମ୍ପତ୍ତି ୫୮୦୦କୋଟି ଅମେରିକାନ ଡଲାର ଅଛି ।
୧୦. ଭଗବାନ ଶ୍ରୀ ରାମଙ୍କ ଭଉଣୀ ନାମ କଣ ଅଟେ ?
ଉତ୍ତର – ଭଗବାନ ଶ୍ରୀ ରାମଙ୍କ ଭଉଣୀ ନାମ ଶାନ୍ତାଦେବୀ ଅଟନ୍ତି ।
୧୧. କେଉଁ ଦେଶରେ ମଣିଷର ମାଂସ ଖାଆନ୍ତି ?
ଉତ୍ତର – ସୁଡାନ
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।