ପ୍ରାୟତଃ ପୁଅ ଅଛନ୍ତି ଯିଏ ଏହା ଭାବନ୍ତି ଯେ ପ୍ରଥମ ଥର ସମ୍ବନ୍ଧ ବନେଇଲେ ଝିଅଙ୍କର ରକ୍ତ ବାହାରି ଥାଏ ଏହା ଦ୍ଵାରା ଝିଅ କୁଆଁରୀ ହବାର ଚିହ୍ନଟ ହୋଇଥାଏ, ଆଗ କାଳ ରୀତି ନୀତି ଏମିତି ଥିଲା ଯେ ପ୍ରଥମ ରାତି ବା ଚତୁର୍ଥୀ ପରେ ଶାଶୂ ପୁଅ ବହୁ ବିଛଣା ଓ ବେଡଶିଟ ଭଲ ଭାବରେ ଦେଖୁଥିଲେ ଯାହା ଦ୍ଵାରା ତାଙ୍କୁ ବେଡଶିଟ ଉପରେ ରକ୍ତ ଦେଖା ଯାଉ ଏବଂ ତାଙ୍କୁ ଏହି କଥାର ସ୍ପଷ୍ଟ ହେଇଯାଉ ଯେ ତାଙ୍କ ବହୁ କୁଆଁରୀ ଥିଲା । ଯଦି ବେଡ ଉପରେ କୌଣସି ପ୍ରକାର ରକ୍ତ ଦେଖା ନଗଲା ତେବେ ଝିଅକୁ ବହୁତ ପ୍ରକାର କଥା ଲୋକ ଶୁଣଉଥିଲେ ।

ଯଦି ରକ୍ତ ନ ଦେଖା ଗଲା ତେବେ ଶାଶୂ ଏହା ମାନି ଯାଉଥିଲେ ଯେ ତାଙ୍କ ପୁଅ ଠାରୁ ପୂର୍ବ ଝିଅ ଆଉ କାହା ସହ ସମ୍ବନ୍ଧରେ ଥିଲା, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ହବ । ଯଦି ଆପଣ ମଧ୍ୟ ଏହା ଭାବନ୍ତି ଯେ ଚତୁର୍ଥୀ ଦିନ ପ୍ରଥମଥର ପାଇଁ ସମ୍ବନ୍ଧ ବନେଇଲେ ସବୁ ଝିଅଙ୍କୁ ରକ୍ତ ଆସିଥାଏ ତେବେ ଏହା ଆପଣଙ୍କ ଭୁଲ ଧାରଣା ଅଟେ ।

କାହିଁକିନା ସବୁ ଝିଅଙ୍କ ସହ ଏମିତି ହୋଇ ନଥାଏ, ସବୁ ଝିଅଙ୍କ ଗୁପ୍ତ ଭାଗରେ ଗୋଟେ ପତଳା ଝିଲ୍ଲୀ ହୋଇଥାଏ ଯାହାକୁ ହାଇମନ କୁହାଯାଏ ତେବେ ହାଇମନ ଫାଟିଲେ ଗୁପ୍ତ ଭାଗରୁ ରକ୍ତ ବାହାରିଥାଏ ଓ ଲୋକ ଝିଅଙ୍କୁ କୁଆଁରୀ ମନେ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ଏହି ହାଇମନ ଡେଇଁବା, ଦୌଡିବା ବା ସାଇକଲ ଚଲେଇବା ବେଳେ ମଧ୍ୟ ଫାଟି ଯାଇଥାଏ । ସେଥିପାଇଁ ଯଦି ପ୍ରଥମ ସମ୍ବନ୍ଧ ରେ ଝିଅ ରକ୍ତ ବାହାର ନହେଲା ତେବେ କଦାପି ଏହାର ଅର୍ଥ ଏହା ନୁହଁ ଯେ ସେ କୁଆଁରୀ ନୁହଁ ବା ତା ସମ୍ପର୍କ ଅନ୍ୟ କାହା ସହ ଥିଲା ।

ଏହା ଭାବିବା ଆମ ପାଇଁ ବଡ ମୂର୍ଖ ର କଥା ଅଟେ, ସେଥିପାଇଁ ଯଦି ଆପଣଙ୍କ ମନରେ ଏହି ଭଳି କଥା ଅଛି ତେବେ ଏହାକୁ ବଦଳି ନିଅନ୍ତୁ । କୌଣସି ଝିଅ ଉପରେ ଏତେ ବଡ ଅପରାଧ ଲଗେଇଲା ବେଳେ ତା ମନ ସ୍ଥିତି ବିଷୟରେ ଜାଣି ନିଅନ୍ତୁ ତାକୁ ନିଜ ଘରେ ଆଣି ଦୋଷୀ ଭଳି ପ୍ରମାଣ କରନ୍ତୁ ନାହିଁ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ଲାଗୁଛି ବର୍ତ୍ତମାନ ମଧ୍ୟ ଏମିତି ଚିନ୍ତା ଧାରର ଲୋକ ଅଛନ୍ତି ସେଥିପାଇଁ କିଛି ଝିଅ ମାନେ ମଧ୍ୟ ନିଜକୁ କୁଆଁରୀ ପ୍ରମାଣିତ କରିବାକୁ ଏହି ଜିନିଷ ବ୍ୟବହାର କରୁଛନ୍ତି । ଯାହା ଏବେ ଆମାଜୋନ ରେ ମଧ୍ୟ ଉପଲବଧ ହେଉଛି । ପ୍ରଥମ ରାତିରେ ନିଜକୁ ଭର୍ଜିନ ସାବ୍ୟସ୍ତ କରିବା ପାଇଁ ଆମାଜନରେ ମିଳୁଛି ଏହି ଫେକ କ୍ୟାପଶୁଲ ।