ପ୍ରେମରେ ଶାରୀରିକ ସମ୍ପର୍କ ରଖିଲେ ପ୍ରେମ ବଢିଥାଏ ନା କମିଥାଏ ? Love Tips

ବନ୍ଧୁଗଣ ଆପଣ ନିଜ ଜୀବନରେ କେବେ ନା କେବେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଇଥିବେ ବା ପ୍ରେମ କରିଥିବେ । ତେବେ ଆଜିର ସମତା ପ୍ରେମ ଏକ ଟାଇମ ପାସ ହୋଇ ଗଲାଣି । କିନ୍ତୁ ସମସ୍ତଙ୍କ କ୍ଷେତ୍ର ରେ ଏମିତି ହୁଏ ନାହି । ଆଜିର ସମୟରେ ରିଲେସନସିପ ରେ ରହିବା ପାଇଁ ପୁଅ ହେଉବା ଝିଅ ବହୁତ ସର୍ତ୍ତ ରଖୁଛନ୍ତି ଯାହା ସଚ୍ଚା ପ୍ରେମୀ ଥରେ ଶୋଭା ପାଏ ନାହି । କାହାର ପଇସା ଦରକାର ତ ଆଉ କାହାର ଟାଇମ ପାସ କରିବାକୁ ପ୍ରେମ ଦରକାର । ଆଜି ଆମେ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିଲେ ପ୍ରେମ ବଢିଥାଏ ନ କମିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ସାଥି ଭାବେ କେହି ନ କେହି ଆସିଥାଏ ଆଉ ତାର ମନ କଥା ବୁଝିଥାଏ । ସେ ପୁଅ ହେଉ ବ ଝିଅ ସମସ୍ତଙ୍କ ଜୀବନରେ ଇଚ୍ଛା ରହିଥାଏ ସଚ୍ଚା ସାଥିର । କିନ୍ତୁ ପ୍ରାୟତ ଝିଅ ମାନେ ପୁଅ ମାନଙ୍କର ପ୍ରୋପଜାଲକୁ ସହଜରେ ଗ୍ରହଣ କରନ୍ତି ନାହି ଯେବେ ବି ପୁଅ ମାନେ ଝିଅଙ୍କ ପ୍ରେମରେ ଏତେ ପାଗଳ ହୋଇଥାନ୍ତି କି ତାଙ୍କୁ ଆଉ କିଛି ଦେଖାଯାଏ ନାହି । ପୁଅ ମାନଙ୍କର କେବଳ ଗୋଟେ ଲକ୍ଷ୍ୟ ରହିଥାଏ କେମିତି ସେମାନେ ଯାହାକୁ ଭଲ ପାଉଛନ୍ତି ତାଙ୍କୁ ନିଜର କରିବା ।

ତେବେ ଝିଅ ବହୁତ ଭାବି ଚିନ୍ତି ପୁଅ କୁ ହଁ କହିଥାଏ ଆଉ ତା ପ୍ରେମରେ ପଡିଥାଏ । କିନ୍ତୁ ଅନେକ ସମୟରେ ଦେଖା ଯାଏ କି ଝିଅ ହଁ କହିବା ପରେ ପୁଅ ମାନେ ସ୍ଵାର୍ଥପର ହୋଇ ଯାଇଥାନ୍ତି । କହିବାର ଅର୍ଥ କି ପ୍ରେମ ପ୍ରସ୍ତାବ ଝିଅ ମାନେ ଗ୍ରହଣ କରିବା ପୂର୍ବରୁ ପୁଅ କହିଥାଏ ମୁଁ ତୁମକୁ ବହୁତ ଭଲ ପାଏ ଜୀବନ ଦେଇ ଦେବୀ ତୁମ ପାଇଁ ତୁମକୁ ଛାଡି ରହି ପାରିବି ନାହି । ଯାହା ପାଇଁ ଝିଅ ମାନେ ବହୁତ ସହଜରେ ଫସି ଯାଇଥାନ୍ତି । ଦୁହିଙ୍କ ସମ୍ପର୍କ କିଛି ମାସ ବା ବର୍ଷ ବିତିବା ପରେ ପୁଅ ଝିଅ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥାଏ ।

ପୁଅ ଥରେ ବା ବାର ବାର ଶାରୀରିକ ସମ୍ପର୍କ ନିଜ ପ୍ରେମିକା ସହ ରଖିବା ପରେ ବୋର ହୋଇଯାଇଥାଏ ଆଉ ଗୋଟେ ନୂଆ ପ୍ରେମିକା ସନ୍ଧାନ କରିଥାଏ । ଠିକ ସେମିତି ଝିଅ ମାନେ ମଧ୍ୟ କରିଥାନ୍ତି ଗୋଟେ ପୁଅ ପାଖରେ ବୋର ହୋଇଗଲେ ଆଉ ଗୋଟେ ପୁଅ ଖୋଜିଥାନ୍ତି । ତେବେ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ପୁଅ ଓ ଝିଅ ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ଚାହିଁଥାନ୍ତି । ଦୁହିଙ୍କ ମଧ୍ୟରେ କେବେ ବି ପ୍ରେମ ବଢେ ନାହି ।

ଦୁହେଁ ନୂଆ ପ୍ରେମର ତଲାସ କରିଥାନ୍ତି । ତେଣୁ ଶେଷରେ କେବଳ ଏକିଟି କୁହାଯାଇ ପାରେ କି ପ୍ରେମ କରିବା ଠିକ କିନ୍ତୁ ଶାରୀରିକ ସମ୍ପର୍କ ରଖିବା ସଂପୂର୍ଣ୍ଣ ଭୁଲ ସେ ପୁଅ ହେଉ ବ ଝିଅ ହେଇ । ବାହାଘର ପରେ ରିଲେସନ ରଖିବା ଉଚିତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *