ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଜଣେ ମହିଳା ଗ୍ରୀଲ ଭାଙ୍ଗି ଘରକୁ ଜୋର ଜବରଦସ୍ତି ଏଣ୍ଟ୍ରି କରୁଛନ୍ତି । ତେବେ ଘଟଣାଟି କିଛି ଏମିତି ରହିଛି କି ଭଉଣୀ ବାହାଘର ହେଉଥିବା କହି ବିବାହିତା ସ୍ଵାମୀର ଚାଲିଥିଲା ଦିତୀୟ ବିବାହ । ଆଉ ଖବର ପାଇ ସ୍ତ୍ରୀ ଓ ପୁଅ ପହଞ୍ଚିବା ପରେ ଘଟିଥିଲା ଏମିତି ଭୟାନକ କାଣ୍ଡ । ନନଡ ଆଲରେ ହେଉଥିଲା ସ୍ବାମୀର ଲୁଚା ଚାପା ବାହାଘର । ବାହାଘର ମଧ୍ୟ ଧୂମଧାମରେ ଚାଲିଥିଲା । ଆଉ ଏତିକି ବେଳେ ପହଞ୍ଚି ଯାଇଥିଲେ ସ୍ତ୍ରୀ ଓ ପୁଅ । ଏହି ଦୃଶ୍ୟ ହେଉଛି ଭ୍ରକ ଜିଲା ଭଣ୍ଡାରି ପୋଖରି ଶର୍ଶଦା ଅଂଚଳର ।
ଅଭିଯୋଗ ଅନୁଯାୟୀ ଏହି ଗାଁ ର ପିନା ସମାଲଙ୍କା ସହ ଜ୍ୟୋସ୍ନାଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ଉଭୟଙ୍କ ମଧ୍ୟରେ ବିବାହ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ପିନା ଜ୍ୟୋସ୍ନାଙ୍କୁ ଅପହରଣ କରି ନେଇଥିଲେ । ଯାହା ଫଳରେ ସେ ଜେଲ ଯାଇଥିଲେ । କିନ୍ତୁ ପରେ ଜ୍ୟୋସ୍ନାଙ୍କୁ ବିବାହ କରିବା ପରେ ଜେଲରୁ ମୁକୁଳିଥିଲେ । କିନ୍ତୁ ଜ୍ୟୋସ୍ନାଙ୍କୁ ପିନାଙ୍କ ପରିବାର ଗ୍ରହଣ କରିନ ଥିଲେ ।
ଯାହା ଫଳରେ ସେମାନେ ଭଡା ଘରେ ରହୁଥିଲେ । କିନ୍ତୁ ପିନାଙ୍କ ଭଉଣୀ ବାହାଘର ଦିନ ପିନାଙ୍କର ଆଉ ଥରେ ବିବାହ ହେବାର ଖବର ପାଇ ଜ୍ୟୋସ୍ନା ନିଜ ପୁଅଙ୍କୁ ନେଇ ଶ୍ଵଶୁର ଘରେ ପହଞ୍ଚିଥିଲେ । ଆଉ ତା ପରେ ହୋଇଥିଲା ହାଇ ଡ୍ରାମା । ଶ୍ଵଶୁର ଘର ଲୋକେ ଜ୍ୟୋସ୍ନାଙ୍କୁ ଘରେ ନ ପୁରାଇବାରୁ ଦାଣ୍ଡ ଡୁଆରେ ବସି ରହିଥିଲେ ଜ୍ୟୋସ୍ନା ।
ରାତି ସାରା ଜ୍ୟୋସ୍ନା ଦାଣ୍ଡରେ ବସିଥିଲେ ମଧ୍ୟ ଶ୍ଵଶୁର ଘର ଲୋକ ତାଙ୍କୁ ଘରେ ନ ପୁରାଇବାରୁ ଗାଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କେବେଳ ତାହା ନୁହେଁ ବରମ ଜ୍ୟୋସ୍ନାଙ୍କୁ ଘର ଭିତରକୁ ପସିବାକୁ ସାହାଜ୍ଯ କରିଥିଲେ ଗାଁ ଲୋକେ । ପରିସ୍ଥିତି ଉତେଜନା ହେବାରୁ ପୋଲିସ ପହଞ୍ଚି ଜ୍ୟୋସ୍ନାଙ୍କୁ ଥାନାକୁ ନେଇଥିଲା । ସେପଟେ ଜ୍ୟୋସ୍ନାଙ୍କୁ ଜାତିଆଣ ଭାବ ନେଇ ଶାଶୁଘର ଲୋକେ ଘରେ ନ ପୁରାଇବା କଥା ଜଣା ପଡିଛି ।
ଏ ନେଇ କୋର୍ଟରେ ବିଚାର ଚାଲିଛି । ଜ୍ୟୋସ୍ନାଙ୍କୁ ଶ୍ଵଶୁର ଘର ଲୋକେ ତାଙ୍କୁ ମାଡ ଧର ମଧ୍ୟ କରିଛନ୍ତି । ପିନାଙ୍କ ସହ ଜ୍ୟୋସ୍ନା ଭଡା ଘରେ ରହିବା ସହ ଜ୍ୟୋସ୍ନାଙ୍କ ବାପା ମାସିକ ଖର୍ଚ୍ଚା ଦେଉଥିଲେ । ଏ ସବୁ ପରେ ମଧ୍ୟ ଲୁଚିକି ପିନା ଦିତୀୟ ବିବାହ କରିଥିବାରୁ ଏମିତି ସ୍ଥିତି ଉପୂଜୁଛି ।
ଅନ୍ୟ ପକ୍ଷରେ ଜ୍ୟୋସ୍ନାଙ୍କ ଶ୍ଵଶୁର କହିଛନ୍ତି ଆମେ କମ୍ପ୍ରମାଇଜ କରି ନାହୁଁ ବରଂ ବୋହୁ ମୋ ପୁଅ ନାଁରେ ମିଛ କେସ କରିଛି ଆଉ ଝିଅ ବାହାଘରେ ଏମିତି ବାଧା ସୃଷ୍ଟି କରିଛି । ତେବେ ନଣନ୍ଦ ବାହାଘରେ ସ୍ବାମୀଙ୍କ ବାହାଘରକୁ ନେଇ ସ୍ଥାନୀୟ ଅଂଚଳ ରେ ବେଶ ଚର୍ଚ୍ଚା ଚାଲିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଅବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।