ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଦୁନିଆର ସବୁଠାରୁ ମହଙ୍ଗା କେକ ର ଦାମ କେତେ ?
ଉତ୍ତର- ୧କୋଟି ଟଙ୍କା
୨- ଏମିତି କେଉଁ ରାଜ୍ୟ ଅଛି ଯେଉଁଠି ଶାକାହାରୀ ମଗରମଛ ମିଳିଥାଏ ?
ଉତ୍ତର- କେରଳ
୩- ବିଶ୍ବରେ ସବୁଠାରୁ ଅଧିକ ମହିଳା ପାଇଲେଟ କେଉଁ ଦେଶରେ ଅଛନ୍ତି ?
ଉତ୍ତର- ଭାରତ
୪- ଦୁନିଆରେ କେତେ ଭାଗ ଗଛ ସମୁଦ୍ର ଭିତରେ ରହିଛି ?
ଉତ୍ତର- ୮୫%
୫- ଦୁନିଆର ସବୁଠାରୁ କୌଶଳ ଦେଶର ନାମ କଣ ?
ଉତ୍ତର- ଆଇସଲ୍ୟାଣ୍ଡ
୬- କେଉଁ ଜୀବ ଅଣ୍ଡାରୁ ଛୁଆ ବାହାରିବା ଯାଏଁ ଭୋକିଲା ରହିଥାଏ ?
ଉତ୍ତର- ଅକ୍ଟୋପସ
୭- କେଉଁ ଜୀବର ସିଟି ସବୁଠାରୁ ତୀବ୍ର ହୋଇଥାଏ ?
ଉତ୍ତର- ବ୍ଲୁ ୱ୍ହେଲ
୮- ପୃଥିବୀର କେଉଁ ଜୀବ ଅଛି ଯିଏ ନିଜ ଚେହେରା ଆଇନାରେ ଦେଖିଥାଏ ?
ଉତ୍ତର- ଚିପାଞ୍ଜି
୯- କେଉଁ ଜୀବ ନିଜର ମୁଣ୍ଡ କଟିଯିବା ପରେ ଅନେକ ଦିନ ଯାଏଁ ବଞ୍ଚିପାରେ ?
ଉତ୍ତର- ଅସରପା
୧୦- ୧ ଜାନୁଆରୀ ୨୦୨୨ କେଉଁ ଦିନ ହେବ ?
ଉତ୍ତର- ଶନିବାର
୧୧- କେଉଁ ଯିବାର ମସ୍ତିସ୍କ ତାର ହୃଦୟରେ ରହିଥାଏ ?
ଉତ୍ତର- ଝିଙ୍ଗା
୧୨- କେଉଁ ଜୀବ ପାଇଁ ଜିଭ ବାହାର କରିବା ପାଇଁ ଅସମ୍ଭବ ହୋଇଥାଏ ?
ଉତ୍ତର- ମଗରମଛ
୧୩- କେଉଁ ଜୀବ ଗୋଟିଏ ଆଖି ବନ୍ଦ କରି ସୋଇଥାଏ ?
ଉତ୍ତର- ଡଲଫିନ
୧୪- କେଉଁ ଜୀବ ରଙ୍ଗ ଚିହ୍ନିପାରେ ନାହି ?
ଉତ୍ତର- କୁକୁର
୧୫- କେଉଁ ପକ୍ଷୀ ଘୋଡା ଠାରୁ ଜୋରରେ ଦୌଡିପାରେ ?
ଉତ୍ତର- ସୁତୁରମୁର୍ଗ
୧୬- ଓଟ କେତେ ଦିନ ଯାଏଁ ବଞ୍ଚିପାରେ ?
ଉତ୍ତର- ୩୦ ବର୍ଷ
୧୭- ଏଟିଏମ ର ଆବିଷ୍କାର କେଉଁ ବର୍ଷ ହୋଇଥିଲା ?
ଉତ୍ତର- ୧୯୬୫
୧୮- କେଉଁ ବ୍ୟକ୍ତିଙ୍କୁ ତାଙ୍କର ସୁନ୍ଦରତା ପାଇଁ ସାଉଦି ଆବରରୁ ବାହାର କରା ଯାଇଥିଲା ?
ଉତ୍ତର- ଓମର ବୋର୍କନ ଅଲ ଗଲା
୧୯- କେଉଁ ଠିକଣା ମଣିଷର ଓଜନ ଉଠାଇପାରେ ?
ଉତ୍ତର- ଭିକ୍ଟୋରିଆ ବାଟରା
୨୦- ଭାରତରେ ଅଧିକ ପାଠ ପଢିଥିବା ବ୍ୟକ୍ତିଙ୍କ ନାମ କଣ ?
ଉତ୍ତର- ଭୀମରାବ ଅମିରକଟ
୨୧- ଦୁନିଆରେ ପ୍ରଥମ କାର ଦୁର୍ଘଟଣା କେବେ ହୋଇଥିଲା ?
ଉତ୍ତର- ୧୮୯୧
୨୨- କେଉଁ ପଶୁ ମଣିଷକୁ କେବେ ଡରେ ନାହି ?
ଉତ୍ତର- ଜର୍ମାନ
୨୩- କେଉଁ ଦେଶରେ ୫ ପ୍ରଧାନମନ୍ତ୍ରୀଙ୍କ ଫୋଟୋ କେତେ ଉଠି ନାହି ?
ଉତ୍ତର- ଆମେରିକା
୨୪- ଦୁନିଆର ପ୍ରଥମ ରୋବଟର ନାଗରିକତା ପାଇଥିବା ବ୍ଯକ୍ତିର ନାମ କଣ ?
ଉତ୍ତର- ସୋଫିଆ
୨୫- ରାଷ୍ଟ୍ରୀୟ ଜଳିୟ ଜୀବର କେଉଁ ଅଙ୍ଗ ନାହି ?
ଉତ୍ତର- ଆଖି
୨୬- ପୁଅ ଝିଅର ନାଁ ପଚାରିଲା ଝିଅ ହଁ କହି କହିଲା ୪ ଦିନ ୨୪ ଘଣ୍ଟା ତ କୁହ ଝିଅର ନାମ କଣ ?
ଉତ୍ତର- ନେହାଁ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।