‘ପୁଅପିଲା ଭୁଲ କରିବେ…କେହି କହିପାରିବେନି ସେ ପୁରା ରାମଚନ୍ଦ୍ର.. ଆମ ପାଖରେ ରାବଣ ଗୁଣ ବି ଅଛି, ମୋ ଭାଇଙ୍କ ଝିଅକୁ ପଟେଇକି ପୁରା…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଓଲିଉଡ ଅଭିନେତା ଅମର ମହାପାତ୍ର ଓଡିଆ ଇଣ୍ଡଷ୍ଟ୍ରି ବିଷୟରେ କିଛି ଖୁଲାସା କରିଛନ୍ତି ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଅମର ମହାପାତ୍ର କହିଛନ୍ତି ତାଙ୍କ ଘରର ପ୍ରତେକ ସଦସ୍ୟ ସରକାରି ଚାକିରି କରିଛନ୍ତି କିନ୍ତୁ ସେ ହେଉଛନ୍ତି ବେକାରୀୟା ଏତିକି କହି ହସି ଦେଇଛନ୍ତି । କଳା ଲାଇନ ଖରାପ ନୁହେଁ ସେମାନେ ଯେଉଁ ଚରିତ୍ରରେ ଅଭିନୟ କରୁଛନ୍ତି ତାହା ଯଦି ନ୍ୟାଚୁରାଲି ନ ହେବ ତେବେ ୪ କୋଟି ଦର୍ଶକ କେମିତି ଦେଖିବାକୁ ପାଇବେ ବୋଲି କହିଛନ୍ତି । ଅମରଙ୍କ ପରିବାର ଲୋକେ ତାଙ୍କୁ କେବେ ବି ଅଭିନୟ କରିବାକୁ ସମର୍ଥନ କରି ନାହାନ୍ତି ।

କିନ୍ତୁ ଯେବେ ଠାରୁ ତାଙ୍କ ସ୍ତ୍ରୀ ଆସିଛନ୍ତି ଅଗଷ୍ଟ ୨୨ରେ ହେଉଛି ତାଙ୍କ ସ୍ତ୍ରୀଙ୍କର ଜନ୍ମଦିନ ସେଥିପାଇଁ ସେ ଗଣ ମାଧ୍ୟମରେ ତାଙ୍କୁ ୱିସ ବି କରିଛନ୍ତି । ଗୋଟେ ନାରୀ ପାଖରେ ୩ଟି ଜିନିଷ ରହିବା ଦରକାର ଯେମିତିକି ପିଲାବେଳେ ବାପା, ଯୁବତୀ ହେଲେ ସ୍ଵାମୀ ଆଉ ବୃଦ୍ଧା ହେଲେ ପୁଅ । ଏଣୁ ସ୍ତ୍ରୀକୁ କେବେ ଏତେ କଷ୍ଟ ଦିଅ ନାହି କି ଦୁଖ ଦିଅ ନାହି । ଯଦି କରିବ ସ୍ତ୍ରୀ ଗୋଟେ କରିବ ଆଉ ଗୋଟେ ଜାମ ବି କରିବା ନାହି । ରାବଣ ମାଆ ସୀତାଙ୍କୁ ଅପହରଣ କରିଥିଲେ ବି ସେ ତାଙ୍କ ସ୍ତ୍ରୀଙ୍କୁ ଭଲ ପାଉଥିଲେ ବୋଲି ଅମର କହିଛନ୍ତି ।

ନିଜ ସ୍ତ୍ରୀଙ୍କୁ ପଟେଇବା ବିଷୟରେ କହିଛନ୍ତି ତାଙ୍କ ବାପାଙ୍କୁ ସେ ଭାଇ ବୋଲି ଡାକୁଥିଲେ । ଝିଆରୀ ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ସେ ମିଛରେ ମିଛରେ ପଟେଇ ଦେଲେ ଆଉ ସେ ମଧ୍ୟ ଧୀରେ ଧୀରେ ଲାଇକ କରିବାକୁ ଲାଗିଲା । ତାଙ୍କର ୨୦-୨୨ ବର୍ଷ ଅଭିନୟ ଭିତରେ ବାହାଘର ୧୭ ବର୍ଷ ହେଲାଣି କିନ୍ତୁ ତାଙ୍କ ସ୍ତ୍ରୀ ସବୁବେଳେ ତାଙ୍କୁ ସମର୍ଥନ କରି ଆସିଛନ୍ତି ।

ତାଙ୍କର ପୁଅଟି ମଧ୍ୟ ଅଛି । ତାଙ୍କ ସ୍ତ୍ରୀ ଭଳି କେହି ଦୁନିଆରେ ନାହାନ୍ତି ତେଣୁ ସେ ନିଜ ସ୍ତ୍ରୀଙ୍କ ପାଇଁ ଗର୍ବ ଅନୁଭବ କରିଥାନ୍ତି । ସେ କଣ କରନ୍ତି କଣ କରନ୍ତି ନାହି କିଛି  ବି ବୁଝନ୍ତି ନାହି ଅମରଙ୍କ ସ୍ତ୍ରୀ ଏମିତିକି ଖାଇବା ପାଇଁ କେବଳ ଝଗଡା ହୁଏ କାରଣ ଅମର ଖାଇବାକୁ ବିଚିତ୍ର ଜିନିଷ ମାଗିଥାନ୍ତି ।

ନିଜ ଜୀବନରେ ପ୍ରଡ୍ୟୁସର ହେବ ପାଇଁ ସେ ଆଶା କରିଛନ୍ତି ଆଉ ୩ଜଣ ସୁପରଷ୍ଟାର ଅନୁଭବ, ବାବୁସାନ ଓ ଅରିନ୍ଦମଙ୍କୁ ନେଇ ଫିଲ୍ମ କରିବେ ବୋଲି । ନିଜ ଜୀବନର ଅଭୂଲା ସ୍ମୃତି ବିଷୟରେ ସବୁ କିଛି କହିଛନ୍ତି ଅମର ମହାପାତ୍ର । ଜେଣ କାଳକର ହିସାବରେ ଲୋକଙ୍କୁ କିପରି ଭଲ ଶିକ୍ଷା ଦେବା ଯେମିତି କମେଡି କରିବା, ଡ୍ରେସ ପିନ୍ଧିବା ସବୁ କିଛି ।

ଯେମିତି ରାନୀ ପଣ୍ଡାଙ୍କୁ ଆଜି ସମସ୍ତେ ଖରାପ କହୁଛନ୍ତି କିନ୍ତୁ ତାଙ୍କ କଥା ଖରାପ ସେ ମଣିଷ ହିସାବରେ ଖାରପ ନୁହନ୍ତି । ଆଜିକାଲି ଡିଜିଟାଲ ମିଡିଆ ଯାହା ପିଲାମାନେ ଦେଖୁଛନ୍ତି ତେଣୁ ସମସ୍ତଙ୍କୁ ଭଲ ଶିକ୍ଷା ଦେବା ହେଉଛି ଓଡିଆ କଳାକାରଙ୍କର କର୍ତ୍ତବ୍ୟ । ଦର୍ଶକଙ୍କୁ ଏତିକି କହିଛନ୍ତି ଓଡିଆ ଫିଲ୍ମ ଦେଖିବାକୁ ଆଉ ଓଡିଆ ହେଉଛି ବଢିଆ । ବନ୍ଧୁଗଣ ଆପଣଙ୍କର ଅମର ମହାପାତ୍ର କହିଥିବା ମନ୍ତବ୍ୟ ଉପରେ ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ ।

Leave a Reply

Your email address will not be published. Required fields are marked *