ନମସ୍କାର ବନ୍ଧୁଗଣ । ଜଣେ ବ୍ୟକ୍ତି ଥିଲେ ଏମିତି ଯିଏ ଗରିବ ଦୁଖୀ ଲୋକଙ୍କୁ ସାହାଯ୍ୟର ହାର ବଢାଉଥିଲେ କିନ୍ତୁ କେବେ ଫୋଟୋ ଉଠାଉ ନ ଥିଲେ ଏହା ପ୍ରମାଣ କରିବା ପାଇଁ । କିନ୍ତୁ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି । ମୁଣ୍ଡ ଉପରୁ ହାତ ଉଠିଗଲା ପରେ ବର୍ତ୍ତମାନ ସେ ଲୋକ ମାନେ ଅସହ୍ୟ ହୋଇ ପଡିଛନ୍ତି ଯେଉଁ ମାନେ ତାଙ୍କ ଆଶାରେ ଥିଲେ । କେହି ସେହି ମହାନ ବ୍ୟକ୍ତିଙ୍କର ମୃ-ତ୍ୟୁରେ ଜୀବନ ହା-ରି ଦେଇଛି ତ ଆଉ କେହି ତାଙ୍କର ମୃ-ତ୍ୟୁ ଘ-ଟ-ଣାକୁ ଏ ଯାଏଁ ବିଶ୍ଵାସ କରିପାରୁ ନାହି । ଅପୁ ଅପୁ କହି ଲୋକ ମାନେ କାନ୍ଦି କାନ୍ଦି ଝୁରୁଛନ୍ତି ।
ସେ ଆଉ କେହି ନୁହେଁ ସେ ହେଉଛନ୍ତି ସାଉଥ ସୁପରଷ୍ଟାର ପୁନୀତ ରାଜକୁମାର । ଯେଉଁ ମାନେ ପୁନୀତଙ୍କ ଦାୟିତ୍ଵରେ ଜୀବନ ବଞ୍ଚୁଥିଲେ ସେମାନଙ୍କ ଦାୟିତ୍ଵ ବର୍ତ୍ତମାନ କିଏ ନେବ ତାହା ଏବେ ବଡ ପ୍ରଶ୍ନ ହୋଇ ସାମନାକୁ ଆସିଛି । ଏହି ସମୟରେ ଏ ସବୁ ପ୍ରଶ୍ନର ଉତ୍ତର ଭାବେ ଠିଆ ହୋଇ ପଡିଛନ୍ତି ଅଭିନେତା ବିଶାଳ । ନିଜ ଫିଲ୍ମ ଏନେମିର ପ୍ରି ରିଲିଜ ଏଭନେଟରେ ଅଭିନେତା ବିଶାଳ ଏକ ବଡ ଖୁଲାସା କରିଛନ୍ତି ।
ଅଭିନେତା ପୁନୀତ ରାଜକୁମାର ଙ୍କ ଚ୍ୟାରିଟି ରେ ପଢୁଥିବା ୧୮୦୦ ପିଲାଙ୍କ ପାଠ ପଢାରେ ଯେମିତିରେ ବ୍ଯା-ଘା-ତ ନ ହୁଏ ସେଥିପାଇଁ ସାହାଯ୍ୟର ହାତ ବଢାଇ ଆଗକୁ ଆସିଛନ୍ତି ଅଭିନେତା ବିଶାଳ । ବର୍ତ୍ତମାନର ବଡ ଖବର ଅନୁଯାୟୀ ଅଭିନେତା ବିଶାଳ ୧୮୦୦ ପିଲାଙ୍କର ଅପଥ ପଢା ଦାୟିତ୍ଵ ନିଜେ ବହନ କରିଛନ୍ତି । ଏହି ଅବସରରେ ବିଶାଳ ପୁନୀତଙ୍କ ବିଷୟରେ କହିବା ବେଳେ ବେଶ ଭାବ ବିହ୍ଵଳ ହେବାର ଦେଖିବାକୁ ମିଳିଛି । ବିଶାଳ ଛଳ ଛଳ ଆଖିରେ ପୁନୀତ ଙ୍କୁ ମନେ ପକାଇ ଥିବାର ନଜର ଆସିଛନ୍ତି ।
ପୁନୀତ ଙ୍କ ସହ ବିତାଇବା ସବୁ ସ୍ମାୟ ମାନେ ପକାଇବା ସହ ପୁନୀତଙ୍କ ଭଲ କାମର ପ୍ରଶଂସା କରିଛନ୍ତି ବିଶାଳ । ଅଭିନେତା ବିଶାଳ ଇଭେଣ୍ଟ ରେ କହିଛନ୍ତି ଯେ ପୁନୀତ କେବଳ ଜଣେ ଅଭିନେତା ଥିଲେ ତାହା ନୁହେଁ ବରଂ ଲୋକ ମାନଙ୍କର ମନ କଥା ବୁଝି ତାଙ୍କୁ ସାହାଜ୍ୟ କରୁଥିବା ବ୍ୟକ୍ତି ଥିଲେ । ୪୫ଟି ଫ୍ରି ସ୍କୁଲ, ୨୬ଟି ଅନାଥ ଆଶ୍ରମ, ୧୬ଟି ଜରାଶରମ, ୧୯ଟି ଗୋଶାଳା ଏମିତିକି ମୃ-ତ୍ୟୁ ପରେ ପୁନୀତ ରାଜକୁମାର ନିଜର ଚକ୍ଷୁ ଦାନ କରିଛନ୍ତି ।
ପୁନୀତ ଯେଉଁ ଅନାଥ ପିଲାଙ୍କ ପାଠ ପଢା ଦାୟିତ୍ଵ ନେଇଥିଲେ ତାହା ଯେମିତି ଆଗକୁ ଯାଇ କୌଣସି ସମସ୍ଯା ନ ହୁଏ ସେଥିପାଇଁ ତାମିଲ ଅଭିନେତା ବିଶାଳ ଏହାର ସଂପୂର୍ଣ୍ଣ ଦାୟିତ୍ଵ ନେବା ପାଇଁ ନିଜ ରାଏ ରେ କହିଛନ୍ତି । ତେବେ ଆଜି ପୁନୀତ ରାଜକୁମାର ଆମ ଗହଣରେ ନ ଥିଲେ ମଧ୍ୟ ତାଙ୍କର ଫ୍ୟାନସ ମାନଙ୍କ ଠାରୁ ଆରମ୍ଭ କରି ଦୁଖୀ ଲୋକ ମାନେ ଯେଉଁ ମାନଙ୍କୁ ପୁନୀତ ସାହାଜ୍ଯ କରୁଥିଲେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି । ଏମିତିକି ପୁରା ସାଉଥ ଇଣ୍ଡଷ୍ଟ୍ରି ରେ ଶୋ-କର ଛା-ୟା ଖେଳି ଯାଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।