ପୁରା ଜୀବନ ନଷ୍ଟ କରିଦିଅନ୍ତି ଏହି ନାମର ଝିଅମାନେ, ଖବର ପଢି ଚମକି ଯିବେ ଆପଣ…

ଏହି ଦୁନିଆରେ ସବୁଠାରୁ ଅନୋଖା ଭଲ ପାଇବା କେବଳ ଦୁଇ ଯୋଡି ମଧ୍ୟରେ ହୋଇଥାଏ, ଏମିତିକା ପ୍ରେମ କାହାକୁ କେଉଁଠି ହୋଇଯିବ ତାହା କେହି କହି ପାରିବେ ନାହିଁ, କିନ୍ତୁ ଯଦି ଆପଣଙ୍କ ଜୀବନରେ ଏହି ନାମ ଝିଅ ଆସନ୍ତି ତେବେ ତାଙ୍କ ଠାରୁ ବଞ୍ଚି ରହିବା ଉଚିତ ଅଟେ ।

ତେବେ ମହିଳା ଓ ପୁରୁଷ ମଧ୍ୟରେ ହୋଇଥିବା ପ୍ରେମ କେବଳ ଶରୀର ଭଲ ପାଇବା ହୋଇନଥାଏ, କୌଣସି ପୁରୁଷ ବା ମହିଳା ମଧ୍ୟରେ ଅନୁଭବ ଓ ମନ କଥା ମଧ୍ୟ ବହୁତ ବଡ କାରଣ ହୋଇଥାଏ ଯାହା ପାଇଁ ତାଙ୍କ ଜୀବନ ଓ ସମ୍ପର୍କ ସୁଖମୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ନାମ କହିବାକୁ ଯାଉଛୁ ଯାହାଙ୍କ ଠାରୁ ଆପଣଙ୍କୁ ବଞ୍ଚି ରହିବା ଉଚିତ ଅଟେ ।

Image Courtesy: Google

ବି ନାମ ଝିଅ :

ବି ନାମ ଝିଅମାନେ ବହୁତ ରାଗି ସ୍ଵଭାବର ହୋଇଥାନ୍ତି, ଏହି ନାମ ଝିଅମାନଙ୍କ ରାଗ ତାଙ୍କ ଜୀବନ ସହ ତାଙ୍କ ଜୀବନସାଥୀ ଜୀବନ ନଷ୍ଟ କରିଥାଏ, ଏହି ରାଗ ସେ ଅନ୍ୟ କାହା ଉପରେ ବାହାର କଲା ପରେ ସେ ଶାନ୍ତ ହୋଇଥାନ୍ତି । ଏହି ନାମ ଝିଅମାନେ ନିଜ ଉପରେ ବହୁତ ଘମଣ୍ଡ କରିଥାନ୍ତି, କିନ୍ତୁ ତାଙ୍କ ଜୀବନରେ କୌଣସି ସମ୍ପର୍କ ନିର୍ବାହନ କରି ପାରନ୍ତି ନାହିଁ ।

Image Courtesy: Google

ଏଚ ନାମ ଝିଅ :

ଏଚ ନାମ ଝିଅ ରାଗ ବହୁତ ଖରାପ ହୋଇଥାଏ, ଏହି ରାଗରେ କୌଣସି କଥା ଶୁଣନ୍ତି ନାହିଁ ଓ ଏହି ରାଗରେ ଗୋଟେ କଥା ବର୍ଦାସ୍ତ ନାହିଁ, କିନ୍ତୁ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏହି ନାମ ଝିଅ ସ୍ଵତନ୍ତ୍ରତା ପ୍ରିୟ ହୋଇଥାନ୍ତି, ତେବେ ତାଙ୍କ ଜୀବନରେ କୌଣସି ଅସୁବିଧା ଆସିଲେ ସେ ସମ୍ଭାଳି ପାରନ୍ତି ନାହିଁ ।

Image Courtesy: Google

ପି ନାମ ଝିଅମାନେ :

ଏହି ନାମ ଝିଅ ସବୁ କଥା ଉପରେ ରାଗ କରିଥାନ୍ତି, ଏହି ନାମ ଝିଅଙ୍କ ରାଗ ବହୁତ ଅଜବ ହୋଇଥାଏ । ଏହି ନାମ ଝିଅମାନେ ଚାହିଁଲେ ନିଜ ରାଗ ଉପରେ ନିୟନ୍ତ୍ରଣ କରି ପାରନ୍ତି, ଏହି ନାମ ଝିଅମାନେ ଭୁଲ ଧାରଣରେ ରୁହନ୍ତି କିନ୍ତୁ ମନରୁ ବହୁତ ସଫା ହୋଇଥାନ୍ତି, ଏହି ନାମ ଝିଅମାନେ ଆଖି ବନ୍ଦ କରି ଭରସା କରନ୍ତି । ଏହି ନାମ ଝିଅ ନିଜ ସବୁ ସମ୍ପର୍କ ଭଲ ଭାବରେ ନିର୍ବାହନ କରନ୍ତି, କିନ୍ତୁ ଏହି ନାମ ଝିଅଙ୍କ ରାଗ ବହୁତ ଖରାପ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *