ପୁରୁଣାରୁ ପୁରୁଣା ଅର୍ଶ(Piles) ମାତ୍ର 2 ସପ୍ତାହରେ ହୋଇଯିବ ମୂଳରୁ ଶେଷ, ବାସ କରନ୍ତୁ ଏହି ଘରୋଇ ଉପଚାର- Helathy Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ହୋମ ରେମେଡି କହିବାକୁ ଯାଉଛୁ ଯାହାର ପ୍ରୟୋଗ କରି ଆପଣ ନିଜର ଫାଇଲ୍ସ ଭଳି ସମସ୍ଯା ଠିକ କରିପାରିବେ । ଅନେକ ଲୋକ ଅର୍ଶ ସମସ୍ୟାରେ ଡାକ୍ତରଙ୍କ ପାଖକୁ ଯିବା ପାଇଁ ଲଜ୍ୟା କରିଥାନ୍ତି । ଯଦି ଏଭଳି କିଛି ସମସ୍ଯା ରହିଛି ତେବେ ଆପଣ ଏହି ଟ୍ରିଟମେଣ୍ଟର ପ୍ରୟୋଗ ମାତ୍ର ୨ ସପ୍ତାହରେ ନ୍ଯାଚୁରାଲ ଉପାୟରେ କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ରେମେଡି ପାଇଁ କଣ କଣ ସାମଗ୍ରୀର ଆବଶ୍ୟକତା ରହିଛି ଓ ଏହା କେମିତି ତିଆରି କରିବା ସହ ଏହା ସେବନ କିପରି କରିବା ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୩ଟି ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଅର୍ଶ ଭଳି ସମସ୍ଯା ଦୂର କରିଆବାରେ ସାହାଜ୍ଯ କରିବ । ପ୍ରଥମ ରେମେଡି ହେଉଛି ଏକ ଗ୍ଳାସ ଉଷୁମ କ୍ଷୀର ସହ ଜାଡ ତେଲ ସେବନ କରିବାକୁ ହେବ । ଜଡା ତେଲରେ ଆଣ୍ଟି ଆକ୍ସିଡେଣ୍ଟ, ବ୍ୟାକ୍ଟେରିୟାଲ ଓ ଫଙ୍ଗଲ ପୋଷାକ ତତ୍ତ୍ଵ ମିଳିଥାଏ । ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏକ ଗ୍ଳାସ କ୍ଷୀରରେ ୩ml ଜଡା ତେଲ ମିଶାନ୍ତୁ । ଶୋଇବାର ଏକ ଘଣ୍ଟା ପୂର୍ବରୁ ତୁଳା ସାହାଯ୍ୟରେ ଜଡା ତେଲ ଅର୍ଶରେ ଲଗାନ୍ତୁ । କ୍ଷୀର ସହ ଏହାର ସେବନ କରିଲେ ଯନ୍ତ୍ରଣା ଦୂର ହୋଇଥାଏ ।

ଦ୍ଵିତୀୟ ଉପଚାର ତିଆରି କରିବା ପାଇଁ ଆବଶ୍ୟକ ରହିଛି ତ୍ରିଫଳା ପାଉଡର ଯାହା ଆୟୁର୍ବେଦିକ ରେମେଡି ଅଟେ । ଏଥିରେ ହରିଡା, ଆମଲା ଓ ବାହାଡା ବ୍ୟବହାର କରାଯାଏ । ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ତ୍ରିଫଳା ପାଉଡର ମିଶାନ୍ତୁ ଓ ଏହାର ସେବନ କରନ୍ତୁ । ଏହା ବ୍ଯତୀତ ଏକ ଚାମଚ ତ୍ରିଫଳା ପାଉଡର ଆଗ ଖାଇ ପରେ ଗରମ ପାଣି ସେବନ କରିପାରିବେ । ଏହା କ୍ରୋନିକ କଂଷ୍ଟିପ୍ୟୁସନ ପାଇଁ ଚମତ୍କାରୀ ହୋମ ରେମଡି ଅଟେ । ଅର୍ଶ ରୋଗୀଙ୍କ ପାଇଁ ଏହି ରେମେଡି କୋଷ୍ଠ କାଠିନ୍ଯ ଭଳି ସମସ୍ଯା ଥିଲେ ତାହା ଠିକ ହୋଇଥାଏ ।

ତୃତୀୟ ଉପଚାର ତିଆରି କରିବା ପାଇଁ ଆବଶ୍ୟକ ରହିଛି ପାନମଧୁରୀ ଓ ହେଙ୍ଗୁ । ପ୍ରଥମେ ୧୦୦ ଗ୍ରାମ ପାନମଧୁରୀ ନେଇ ଏହାକୁ ହାଲକା ଭାଜି ଦିଅନ୍ତୁ । ବ୍ରାଉନ ରଙ୍ଗର ହେବା ଯାଏଁ ପାନମଧୁରୀ କୁ ଭାଜି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହା ପରେ ସୂତା କପଡାରେ ଏହାକୁ ଛାଣି ଦିଅନ୍ତୁ । ଏହାକୁ ଆପଣ କାଚ ଜାର ରେ ଷ୍ଟୋର କରି ରଖିପାରିବେ । ପ୍ରତି ଦିନ ସକାଳୁ ଏକ ଚାମଚ ପାନମଧୁରୀ ପାଉଡର ସହ ଚିମୁଟାଏ ହେଙ୍ଗୁ ମିଶାଇ ଖାଇ ଗରମ ପାଣି ସେବନ କରନ୍ତୁ ।

ପାନମଧୁରୀ ପେଟରେ ଥିବା କୋଷ୍ଠ କାଠିନ୍ଯ ସମସ୍ୟାକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଏହା ସହ ପାଚନ କ୍ରିୟା ଠିକ ଭାବେ ହେବ ସହ କିଡନି ସୁସ୍ଥ ରଖିଥାଏ । ହେଙ୍ଗୁ ଅର୍ଶରେ ହେଉଥିବା ଜ୍ଵଳନକୁ ଦୂର କରିବାରେ ସାହାଜ୍ଯ କରିଥାଏ । ବ୍ରୀଡିଙ୍ଗ ଅର୍ଶ ଥିଲେ ହେଙ୍ଗୁ ବହୁତ ଚମତ୍କାରୀ ରେମେଡି ଅଟେ । ବନ୍ଧୁଗଣ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *