ପୁରୁଷ ହେଉ କିମ୍ବା ନାରୀ ହେଉ, ଚାଣକ୍ୟଙ୍କ ଏହି ନୀତି ଅବଲମ୍ବନ କଲେ ଆପଣ କାହାକୁ ବି ନିଜ ଆୟତରେ କରିପାରିବ

ଆପଣ ସବୁ ତ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜାଣିଥିବେ ତାଙ୍କ ଠାରୁ ବଡ ବିଦ୍ଵାନ ଆମ ଭାରତ ବର୍ଷରେ କେହି ନାହାନ୍ତି । ଚାଣକ୍ୟଙ୍କ ନୀତି ଗୁଡିକ ସବୁବେଳେ ସାଧାରଣ ମଣିଷ ପାଇଁ ଫାଇଦା ଦେଇଛି । ସେଥିପାଇଁ ଆମେ ଆପଣଙ୍କୁ ଆଜି ଏମିତି ଏକ ଚାଣକ୍ୟଙ୍କ ନୀତି କହିବୁ ଯାହା ଜାଣିବା ପରେ ଆପଣ କାହାକୁ ବି ନିଜ ଆୟତରେ କରିପାରିବେ । ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ସେହି ବଶୀକରଣ ପ୍ରକିୟା ।

କଣ ପାଇଁ କରାଯାଏ ବଶୀକରଣ ପ୍ରକିୟା

ବହୁତ ଥର ଆମ ଜୀବନରେ କିଛି ଏମିତି ଲୋକ ଆସନ୍ତି ଯେଉଁ ମାନେ ନିଜ ସ୍ଵାର୍ଥ ପାଇଁ ଆସନ୍ତି ଆଉ ସ୍ଵାର୍ଥ ପାଇବା ପରେ ଆମ ଜୀବନରୁ ବାହାରିଯାନ୍ତି । ସେହି ଲୋକମାନେ ଆମ ଜୀବନରୁ ତ ପଳେଈ ଯାନ୍ତି କିନ୍ତୁ ଆମେ ତାଙ୍କୁ ଏତେ ଜଳଦି ଭୁଲି ପାରୁନା, ଏହା ଆମକୁ ବହୁତ କଷ୍ଟ ଦେଇଥାଏ ।

ଏହି କଷ୍ଟରୁ ମୁକ୍ତ ହେବା ପାଇଁ ଲୋକମାନେ ବଶୀକରଣ ପକ୍ରିୟା କରିଥାନ୍ତି । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ କେବେବି ନିଜ ଠାରୁ ଦୂର କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ବଶୀକରଣ ପକ୍ରିୟା ଦ୍ଵାରା ସେହି ବ୍ୟକ୍ତିଙ୍କୁ ସବୁ ଦିନ ପାଇଁ ନିଜ ସାଥିରେ ରଖିପାରିବେ । ଯଦି ଆପଣ ଚାଣକ୍ୟଙ୍କ ଏହି ବଶୀକରଣ ପକ୍ରିୟା କରିବେ ତେବେ ଆପଣ କାହାକୁ ବି ନିଜ ଆୟତରେ କରିପାରିବେ ।

ବଶୀକରଣ ପକ୍ରିୟା

ଯଦି ଆପଣ କାହାକୁ ନିଜ ଆୟତରେ କରିବାକୁ ଚାହାନ୍ତି ତେବେ ପ୍ରଥମେ ସେହି ମଣିଷର ସ୍ଵଭାବ ବିଷୟରେ ଜାଣିନିଅନ୍ତୁ, ଯଦି ସେହି ବ୍ୟକ୍ତି ଲୋଭୀ ଅଟେ ତେବେ ତାକୁ ତାର ଫେବରାଇଟ ଜିନିଷ ଦେଇକି ନିଜ ଆୟତରେ କରନ୍ତୁ । ଯଦି କୌଣସି ବ୍ୟକ୍ତି ଅହଙ୍କାରୀ ଓ ଅଭିମାନ ରେ ଭରି ହୋଇଥାଏ ତେବେ ଆପଣ ତାଙ୍କ ସାମ୍ନାରେ ହାତ ଯୋଡି ତାଙ୍କୁ ନିଜ ଆୟତରେ କରିପାରିବେ । ଯଦି କୌଣସି ବ୍ୟକ୍ତି ମହା ମୂର୍ଖ ହୋଇଥାଏ ତେବେ ତାକୁ ନିଜ ଆୟତରେ କରିବାକୁ ହେଲେ ତାର ହଁ ରେ ହଁ ମାରନ୍ତୁ । ଯଦି ଆପଣ ଚାଣକ୍ୟଙ୍କ ଏହି ବୁଦ୍ଧିମତା ସିଦ୍ଧାନ୍ତ ଗୁଡ଼ିକକୁ ଫଲୋ କରନ୍ତି ତେବେ ଆପଣ କାହାକୁ ବି ନିଜ ଆୟତରେ କରିପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *