ପୁତ୍ର ସନ୍ତାନ ଚାହୁଁଥିଲେ ଋତୁସ୍ରାବ ଠାରୁ କରନ୍ତୁ ଏହି ମହା ଉପାୟ… ଅତି ସହଜ ସରଲ ଓ ସାତ୍ତ୍ଵିକ ଉପାୟ- Ajira Anuchinta

ବନ୍ଧୁଗଣ ଶାସ୍ତ୍ରରେ ଲେଖା ଅଛି ଯିଏ ବାପା ମା ଙ୍କୁ ନର୍କରୁ ଉଧାର କରେ ସେ ହେଉଛି ପୁତ୍ର । ପୁତ୍ର ସେତେବେଳେ ଦେହାନ୍ତ କରେ ଯେବେ ମାତା ପିତାଙ୍କ ଦେହାନ୍ତ ପରେ ପୁତ୍ର ଯେବେ ମାତା ପିତାଙ୍କ ଉଦ୍ଦେଶ୍ୟରେ ବା ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରେ ସେହି ସମୟରେ ମୃତ ପରିଜନ ନର୍କରୁ ଉଧାର ପାଇଥାନ୍ତି । ତେଣୁ ଯେତେ ବଡ ଜ୍ଞାନୀ ବା ଶିକ୍ଷ୍ୟ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଯେତେ ଶାସ୍ତ୍ରବିତ ହେଉ ନା କାହିଁକି ତାଙ୍କ ମନରେ କୌଣସି ନା କୌଣସି କୋଣରେ ପୁତ୍ର ଇଚ୍ଛା ବା ପୁତ୍ର ପ୍ରାପ୍ତି ଜାଗୃତ ହୋଇ ରହିଥାଏ । ଆଜି ଆମେ ଆପଣଙ୍କୁ ପୁତ୍ର ପ୍ରାପ୍ତିର ସରଳ ଓ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ରରେ ଲେଖା ଅଛି ଯଦି ଆପଣଙ୍କର ଜାତକରେ ଲଗ୍ନାଧିପତି ତଥା ପଞ୍ଚମାଧିପତି ଯଦି ପଞ୍ଚମ ଭାଗରେ ବା କେନ୍ଦ୍ର ଭାଗ ୧,୪, ୭, ୧୦ ରହିଥାନ୍ତି ବା ଆପଣ ଙ୍କର ଲଗ୍ନ ଚତୁର୍ଥ, ସପ୍ତମ ଓ ଦଶମ ଭାବରେ ରହିଥାନ୍ତି ନିଶ୍ଚିନ୍ତ ଭାବେ ପୁତ୍ର ପ୍ରାପ୍ତି ହେବାର ଯୋଗ ରହିଥାଏ । ସେହିପରି ଭାବେ ସୁନ୍ଦର ଭାବେ ମହର୍ଷି ପରାଶର କହିଛନ୍ତି ଆପଣଙ୍କ ଜାତକରେ ଲଗ୍ନ ଠାରୁ ନବମ ସ୍ଥାନରେ ଯଦି ବୃହସ୍ପତି ଥାନ୍ତି ବା ବୃହସ୍ପତି ଠାରୁ ଶୁକ୍ର ଥାନ୍ତି ବା ବୃହସ୍ପତି ଓ ଶୁକ୍ର ଯୁକ୍ତ ହୋଇଥାନ୍ତି ତେବେ ଡେରିରେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ ।

ପୁତ୍ର ସନ୍ତାନ ପାଇଁ ମହିଳା ମାନେ ମାସିକ ଧର୍ମର ସମୟର ପରିବର୍ତ୍ତନ କରିବାକୁ ହେବ । ଯଦି ଆପଣଙ୍କର ଶୁକ୍ଳ ପକ୍ଷରେ ଋତୁସ୍ରାବ ହେଉଥାଏ ତେବେ କୃଷ୍ଣ ପକ୍ଷକୁ ଓ କୃଷ୍ଣ ପକ୍ଷରେ ଋତୁସ୍ରାବ ହେଉଥିଲେ ଶୁକ୍ଲ ପକ୍ଷକୁ ପରିବର୍ତ୍ତନ କରିବାକୁ ହେବ । ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସନ ନେଇପାରିବେ ।

ଶାସ୍ତ୍ରରେ କୁହାଯାଇଛି ଋତୁସ୍ରାବର ୪ ଦିନ ଠାରୁ ୧୬ ଦିନ ମଧ୍ୟରେ ସହବାସ କରିଲେ ସନ୍ତାନ ପ୍ରାପ୍ତି ହୋଇଥାଏ । ଚତୁର୍ଥ ଦିନ ଠାରୁ ୧୬ ଦିନ ମଧ୍ୟରେ ଯେଉଁ ଯୁଗ୍ମ ଦିନମାନ ରହିଲେ ଯଦି ସ୍ତ୍ରୀ ସହବାସ କରୁଛନ୍ତି ବା ସନ୍ତାନ ପ୍ରାପ୍ତି ପାଇଁ ସହବାସ କରୁଥିବେ ତେବେ ନିଶ୍ଚୟ ପୁତ୍ର ସନ୍ତାନ ଜାତ ହୋଇଥାଏ ।

ଯଦି ଅଯୁଗ୍ମ ରାତିରେ ସହବାସ କରିଲେ କନ୍ୟା ରତ୍ନ ପ୍ରାପ୍ତ ହୋଇଥାଏ । ଯେଉଁ ଦିନ ସହବାସ କରିବେ ସେଦିନ ସହବାସ କରିବାର ୭ ଘଣ୍ଟା ପୂର୍ବରୁ ବଡ ପାଚିଲା ଲେମ୍ବୁର ରସ ଭଗବାନ କୃଷ୍ଣଙ୍କ ପାଖରେ ସମର୍ପଣ କରନ୍ତୁ । ସହବାସ କରିବାର ଅଧ ଘଣ୍ଟା ପୂର୍ବରୁ ଲେମ୍ବୁ ରସ ଆଣି ଉଭୟ ଦମ୍ପତି ସେବନ କରନ୍ତୁ । ଦେଖିବେ ନିଶ୍ଚୟ ପୁତ୍ର ସନ୍ତାନର ଉଦୟ ଘଟିବ ।

ଯେବେ ଜାଣିବେ ଗର୍ଭ ସଂଚାର ହୋଇଛି ସକଳ ପକ୍ଷର ପ୍ରତେକ ସୋମବାର ଦିନ ଖଣ୍ଡେ କର୍ପୂରକୁ ଦୁଇ ଭାଗ କରି ପୂର୍ବ ମୁଖ ହୋଇ ଖଣ୍ଡେ କର୍ପୂରକୁ ବେଡ ପାଖରେ ଜାଳିବେ ଏବଂ ଅନ୍ୟ କର୍ପୁରକୁ କୌଣସି ମନ୍ଦିରକୁ ପ୍ରସାଦ ସହ ପଠାଇଲେ ନିଶ୍ଚୟ ଆପଣଙ୍କ କୋଳରେ ପୁତ୍ର ସନ୍ତାନ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *