ରାମାୟଣର କିଛି ଅଜଣା କଥା, ଏହି ୠଷି କରିଥିଲେ ରାମଙ୍କର ଜନ୍ମ

ଆପଣ ମାନେ ଆମ ମହାନ ଭାରତର ମହାନ ରାମାୟଣ ନିଶ୍ଚିନ୍ତ ପଢିଥିବେ ବା ଦେଖିଥିବେ ତେବେ ଏହି କାହାଣୀରେ କେବଳ ରାମଙ୍କ ବିଷୟରେ ସବୁ କିଛି ବ୍ୟାଖ୍ୟା କରା ଯାଇଛି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ରାମଙ୍କ ଭଉଣ୍ଡୀ ମଧ୍ୟ ଥିଲେ ଯାହାଙ୍କ ନାମ ଶାନ୍ତି ଥିଲା ।

ତେବେ ଏମିତି କିଛି ରୋଚକ କଥା ଯାହା ଆପଣ ରାମାୟଣ ବିଷୟରେ ଜାଣି ନାହାନ୍ତି ତା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ ।

Image Courtesy: Google

ଆପଣ ମାନେ ଏହା ଜାଣିଛନ୍ତି ଯେ ରାମଙ୍କୁ ପାଇବା ପାଇଁ ତାଙ୍କ ପିତା ରାଜା ଦଶରଥ ପୁତ୍ର କାମେଷ୍ଠୀ ଯଜ୍ଞ କରିଥିଲେ ଯାହା ପରେ ରାମଙ୍କ ଜନ୍ମ ହୋଇଥିଲା କିନ୍ତୁ ଯେଉଁ ରିଷି ଏହି ଯଜ୍ଞ କରିଥିଲେ ସେ କିଏ ଥିଲେ କଣ ଆପଣ ଜାଣିଛନ୍ତି । ତାଙ୍କ ନାମଥିଲା ରିଷି ଶୃଙ୍ଗ ସେ ଏମିତି ଗୋଟେ ରିଷି ଥିଲେ ଯାହାଙ୍କ ମୁଣ୍ଡରେ ସିଂହଥିଲା । ତେବେ ରିଷି ଶୃଙ୍ଗଙ୍କ ପତ୍ନୀଥିଲେ ମହାରାଜ ଦଶରଥ ପୁତ୍ରୀ ଓ ରାମଙ୍କ ଭଉଣୀ ।

Image Courtesy: Google

ଆପଣ ମାନେ ମହାନ ରିଷି କାଶ୍ୟପଙ୍କ ବିଷୟରେ ଶୁଣିବାକୁ ପାଇଥିବେ, ଠାରେ ରିଷି କାଶ୍ୟପ ନଦୀରେ ସ୍ନାନ ପାଇଁ ଗଲେ ଓ ଶେଠୀ ଗୋଟେ ଅପସରାକୁ ଦେଖି ଜଳରେ ତାଙ୍କର ବିରପାତ ହୋଇଗଲା ଯାହା ପରେ ସେହି ପାଣି ଗୋଟେ ହରିଣ ସେବନ କଲା ଓ ଗର୍ଭବତୀ ହୋଇଲା ଓ ରିଷି ଶୃଙ୍ଗକୁ ଜନ୍ମ ଦେଲା ତେବେ ଏହି ହରିଣ କୌଣସି ସାମାନ୍ଯ ହରିଣ ନଥିଲା ସ୍ଵର୍ଗ ଲୋକ ଅପସରା ଥିଲା ଯାହାକୁ ବ୍ରହ୍ମା ଶ୍ରାପ ଦେଇଥିଲେ ।

Image Courtesy: Google

ତେବେ ହରିଣ ପୁଅ ହବାରୁ ରିଷି ଶୃଙ୍ଗଙ୍କ ମୁଣ୍ଡରେ ଗୋଟେ ସିଂହ ଥିଲା । ରିଷି ଶୃଙ୍ଗ ନିଜ ଜୀବନରେ ସ୍ତ୍ରୀ ଜାତି କଣ ଜାଣିନଥିଲେ ତେବେ ରାଜା ରୋମପାତରେ ଅକାଳ ପଡିଲା ଯେତେବେଳେ ରାଜା ପଣ୍ଡିତ ମାନଙ୍କୁ ଏହାର ଉପାୟ ପଚାରିଲେ ସେ ସମସ୍ତେ କହିଲେ ଯଦି ରିଷି ଶୃଙ୍ଗ ରୋମପାତରେ ଆସନ୍ତି ତେବେ ବର୍ଷା ନିଶ୍ଚିନ୍ତ ହବ । ରାଜ ଗୋଟେ ବେଶ୍ୟାକୁ ଏହି କାମ ପାଇଁ ନିଯୁକ୍ତ କଲେ । ଏହା ପରେ ଯେତେବେଳେ ରିଷି ଶୃଙ୍ଗ ଏକୁଟିଆ ରହୁଥିଲେ ସେତେବେଳେ ବେଶ୍ୟା ତାଙ୍କ ପାଖରେ ଯିବାକୁ ଲାଗିଲା ସେହି ପର୍ଯ୍ୟନ୍ତ ରିଷି ଶୃଙ୍ଗ ଜାଣି ନଥିଲେ ଯେ ଏହି ମହିଳା ବେଶ୍ୟା ଅଟେ ଓ ମୁନି ନୁହେଁ ।

Image Courtesy: Google

କିଛି ସମୟ ପରେ ବେଶ୍ୟା ରିଷି ଶୃଙ୍ଗକୁ ରୋମପାତ ନେଇ ଆସିଲେ ଯାହା ପରେ ରାଜ୍ୟରେ ବର୍ଷା ହେଲା ଓ ସମସ୍ତଙ୍କୁ ଶାନ୍ତି ପ୍ରାପ୍ତ ହେଲା । ଖୁସି ହୋଇ ରାଜା ରୋମପାତ ନିଜ ଝିଅ ଶାନ୍ତା ସହ ରିଷି ଶୃଙ୍ଗ ବିବାହ କଲେ । ତେବେ ଶାନ୍ତା ରାଜା ଦଶରଥ ଝିଅ ଥିଲେ ଯାହାକୁ ସେ ନିଜ ସାଙ୍ଗକୁ ଦେଇଥିଲେ କାହିଁକିନା ତାଙ୍କୁ କୌଣସି ସନ୍ତାନ ନଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *