ନମସ୍କାର ବନ୍ଧୁଗଣ । ଅପରେସନ ରାହୁଲ ପାଇଁ ପ୍ରାୟ ୧ କୋଟି ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ ହୋଇଛି । ଖାଲି ଏତିକି ନୁହେଁ ବରଂ ରାହୁଲ ଜୀବନ ବଞ୍ଚିବା ପାଇଁ ଯାହା କିଛି କରିବାକୁ ପଡିବ ତାହା ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଖେଲ । ଯେମିତି ୧୦୦ ଘଣ୍ଟା ର ଅପରେସନ ପାଇଁ ୧ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରା ଯାଇଥିବା ଏବେ ଚର୍ଚ୍ଚା ହେଉଛି । ବର୍ତ୍ତମାନର ମେଡିକାଲ ଖର୍ଚ୍ଚ ଠାରୁ ଆରମ୍ଭ କରି ଉଧାର ପରେ ଗ୍ରୀନ କରିଡର କରି ଆମ୍ବୁଲାନ୍ସ ରେ ହସପିଟାଲ ନେବା ସହ ଉଧାର କାର୍ଯ୍ୟ ରେ ବିଭିନ୍ନ ଉନ୍ନୀତ ମାନର ଯନ୍ତ୍ରାଂଶ ସହ DLC କ୍ୟାମେରା ଆଉ ଏହା ସହ ସବୁଠାରୁ ବଡ କଥା ହେଉଛି ରାହୁଲ କୁ ଦୀର୍ଘ ୫ ଦିନ ଧରି ସୁସ୍ଥ ରଖିବା ପାଇଁ ଯେଉଁ ପାୱାରଫୁଲ ଓ ଦାମିକିଆ ଔଷଧ ସବୁ ଦିଆ ଯାଉଥିଲା ସବୁକୁ ମିଶାଇଲେ ପ୍ରାୟ ୧ କୋଟି ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଚର୍ଚ୍ଚା ହେଉଛି ।
ଆଉ ଏହା ସହ ଉଧାରଧାରୀ ଦଳରେ ସାମିଲ ଥିବା NDRF, SDRF, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୋଲିସ, ରୋବୋଟିକ ଟିମର ପାଖାପାଖି ୩୦୦ ରୁ ଅଧିକ କର୍ମଚାରୀ ୫ ଦିନ ଧରି ମେହନତ କରିଥିଲେ । ଆଉ ଯେଉଁ ମାନଙ୍କର ପାରିଶ୍ରମକକୁ ମିଶାଇଲେ ୧ କୋଟି ରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରା ଯାଉଛି । ଆଉ ସବୁଠାରୁ ବଡ କଥା ହେଉଛି ଯେତେ ତାଙ୍କ ଖର୍ଚ୍ଚ ହେବାର ଥିଲା ତାହା ହେଲା କିନ୍ତୁ ରାହୁଲ ସୁରକ୍ଷିତ ଉଧାର ହୋଇଛନ୍ତି ଯାହା ସମସ୍ତଙ୍କର ଆଶା ରହିଥିଲା ।
ଏମିତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ ବଖେଲ ମଧ୍ୟ ଚାହୁଁଥିଲେ ରାହୁଲ ଜୀବନ ବଞ୍ଚାଇବା ପାଇଁ ଯାହା ବି କିଛି କରିବାକୁ ପଡିବ ତାହା ସବୁ କରିବାକୁ ପ୍ରସ୍ତୁତ ଥିଲେ ରାଜ୍ୟ ମୁଖ୍ୟମନ୍ତ୍ରୀ । ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଯେଉଁ ମହାନ କାମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । କାରଣ ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ଫସି ରହିବା ପରେ ମଧ୍ୟ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜଣକ କଥା ହେଉଛି ରାହୁଲ ଗାତ ଭିତରେ ସାପ ସହ ମଧ୍ୟ ସଂଘର୍ଷ କରିଛନ୍ତି ଯାହା ସୁତରୁରୁ ଜଣା ପଡିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।