ନାରୀର ସବୁଠାରୁ ବଡ ଦୁର୍ବଳତା କଣ ଅଟେ ? ଜାଣି ହୋସ ଉଡିଯିବ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ହେଉଛି ଚାଣକ୍ୟ ନୀତିର ରଚୟତା । ସେ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତ ଙ୍କୁ ରାଜଗାଦିରେ ବସାଇଥିଲେ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଚାଣକ୍ୟ ନୀତି ଅନୁଯାୟୀ ଘରର ଗୃହିଣୀ ମାନଙ୍କୁ ଲକ୍ଷ୍ମୀ ବୋଲି ମାନାଯାଏ । ଚାଣକ୍ୟ ନୀତିରେ ଲେଖା ଯାଇଛି ନରଇ ମାନଙ୍କର କିଛି ଅଭ୍ୟାସ କାରଣରୁ ସେମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘର ବରବାତ ହୋଇଥାଏ । ଏମିତି ନାରୀ ସହ କେବେ ବିବାହ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ନାରୀ ମାନଙ୍କର ସେହି ଖରାପ ଗୁଣ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ଚାଣକ୍ୟ ନୀତି ଅନୁଯାୟୀ ବିବାହ ଖେଳାଘର ନୁହେଁ । ବିବାହ ହେଉଛି ସାରା ଜୀବନର କଥା । ଝିଅ ଠିକ କରିବା ପୂର୍ବରୁ ପଡୋଶୀ ମାନଙ୍କ ଠାରୁ ଝିଅର ସ୍ଵଭାବ ବିଷୟରେ ବୁଝିବ ଉଚିତ । ନଚେତ ଏଭଳି ସ୍ଵଭାବର ଝିଅ ମିଳିଯାଏ ତେବେ ଜୀବନରେ ଦୁଖ କଷ୍ଟ ଆସିବା ସହ ଘର ବରବାତ ହୋଇଥାଏ ।

୨- ଚାଣକ୍ୟ ନୀତି ଅନୁଯାୟୀ ଯେଉଁ ଝିଅର ଅନେକ ସମ୍ପର୍କ ରହିଥାଏ ଏଭଳି ଝିଅ ସହ ଭୁଲରେ ବି ବିବାହ କରିବା ଉଚିତ । ଏଭଳି ଝିଅ କେବେ କାହାର ଭଲ କରିବ ନାହି । ଏଭଳି ଝିଅ ମାନେ ନିଜ ସ୍ଵାମୀଙ୍କୁ ତ୍ୟାଗ କରିପାରନ୍ତି । ଯଦି ଏପରି ଝିଅ ଆପଣଙ୍କୁ ମିଳିଥାଏ ତେବେ ଦୂରେଇ ରୁହନ୍ତୁ ନଚେତ ଭୟଙ୍କର ପରିଣାମ ଭୋଗିବାକୁ ପଡିଥାଏ ।

୩- ଚାଣକ୍ୟ ନୀତି ଅନୁଯାୟୀ ଅନେକ ଝିଅ ମାନଙ୍କୁ ହାନିର ଏତେ ଲୋଭ ରହିଥାଏ ଯାହାର ଲାଳସାରେ ସେମାନେ କିଛି ବି କରି ପାରନ୍ତି । ଏଜୁନ ଝିଅ ମାନଙ୍କ ଠାରେ ଏଭଳି ଗୁଣ ରହିଥାଏ ତା ସହ କେବେ ବି ବିବାହ କରିବା ଅନୁଚିତ । ଚାଣକ୍ୟ କହିଛନ୍ତି ଝିଅଙ୍କ ଠାରେ ସନ୍ତୁଷ୍ଟି ନ ରହିଲେ ସବୁଠାରୁ ଚିନ୍ତାଜନକ ବିଷୟ ଅଟେ । ଏଭଳି କ୍ଷେତ୍ର ରେ ଘର ବରବାତ ହୋଇଯାଏ ।

୪- ଚାଣକ୍ୟ ଙ୍କ ମତରେ କେବେ ବି ନାରୀ ମାନଙ୍କର କମାଜୋରି ର ଫାଇଦା ଉଠାଇବା ଉଚିତ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ନାରୀ ମାନେ ବହୁତ କମଜୋର ହୃଦୟର ହୋଇଥାନ୍ତି । ଯଦି ଆପଣ ନାରୀଙ୍କୁ ଅପମାନ ନ କରି ସମସ୍ତଙ୍କ ଆଗରେ ନାରୀର ମାନ ସମାନ ଉଚ୍ଚ ସ୍ତର ରେ ରଖିବେ ତେବେ ନାରୀ ଆପଣଙ୍କର ଅନୁଭୂତି ଅନୁଭବ କରିବେ । ଅନେକ ଥର ଏଭଳି କିଛି ଦୃଷ୍ଟିରେ ରଖି ପୁରୁଷ ମାନେ ଏହାର ଫାଇଦା ଉଠାଇଥାନ୍ତି । ଏଭଳି କାମ କରି ପୁରୁଷ ମାନେ ନାରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥାନ୍ତି ।

ନାରୀ ମାନେ ପୁରୁଷ ଭଳି ଚାଲାକ ହୋଇ ନ ଥାନ୍ତି । ଯଦି ଆପଣ ନାରୀର ସମାନ କରିବେ ତେବେ ସେ ସାରା ଜୀବନ ଆପଣଙ୍କ ପାଖରେ ରହିବେ । ପୁରୁଷଙ୍କୁ ସ୍ମାର୍ଟ ଓ ଚାଲାକ ଝିଅ ମାନେ ପସନ୍ଦ ହୋଇଥାନ୍ତି । ଏହି ୨ଟି ଗୁଣ ନାରୀ ପାଖରେ ଥିଲେ ତୁରନ୍ତ ବିବାହ କରିନେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *