ମାତା ଲକ୍ଷ୍ମୀଙ୍କ ପାଖରେ କେଉଁ ଦୀପ ଜଳାଇଲେ ହୋଇଥାଏ ପ୍ରବଳ ଧନ ଲାଭ- Ajira Anuchinta

ମା ଲକ୍ଷ୍ମୀ ଙ୍କୁ ଆମେ ଧନ ର ଦେବୀ କହି ଥାଉ । କୁହାଯାଏ କି ମା ଲକ୍ଷ୍ମୀ ଯେଉଁ ଜାଗାରେ ଥାନ୍ତି ସେହି ଜାଗାରେ ଶାନ୍ତି ଓ ଖୁଶି ରହି ଥାଏ । ଯେଉଁ ଜାଗାରେ ମା ଲକ୍ଷ୍ମୀ ଙ୍କ କୃପା ରହି ଥାଏ ସେହି ଜାଗାରେ ସବୁ ବେଳେ ସବୁ ବେଳେ ଭଲ ପରିଣାମ ଆସିଥାଏ । ଯେଉଁ ଜାଗାରେ ମା ଲକ୍ଷ୍ମୀ ଙ୍କ ଦୟା ଥାଏ ଶି ଜାଗାରେ ଦୁଃଖ ଓ ଅସାନ୍ତି ସବୁ ଦିନ ପାଇଁ ଦୂରେଇ ଯାଇ ଥାଏ । ଯେଉଁ ମାନେ ଏହା ଜାଣି ଥିବେ କି ମା ଲକ୍ଷ୍ମୀ ଙ୍କୁ କେହି ଭି ରଗାଇବା ପାଇଁ ଚାହିଁ ନଥାନ୍ତି ।

କାରଣ ମା ଲକ୍ଷ୍ମୀ ଙ୍କ ଦୟା ରହିବା ଦ୍ଵାରା ସବୁ କିଛି ମିଳିଥାଏ । ତେଣୁ ମା ଲକ୍ଷ୍ମୀ ଙ୍କ ପୂଜା କରିବା କିଭଳି ଆମେ ଜାଣିବା ନିହାତି ଭାବେ ଦରକାର ଅଟେ । ଯଦି ଘରେ ବାର ବାର କିଛି ଅସୁବିଧା ଆସୁଛି ଏହା ଠାରୁ ପରିବାର କୁ କିଭଳି ବଞ୍ଚାଇବା ତାହା ଆମେ ଆପଣଙ୍କୁ ଆଜି କହିବା ।

ଘରେ ଉନ୍ନତିର ବାଧା ସୁଥିଲେ ଶନିବାର ଦିନ ନଦିରେ ନଡିଆ ଭସାଇ ଦିଅନ୍ତୁ । ଘର ପରିବାର ରେ କେହି ବାର ବାର ବିମାର ହେଉଥିଲେ ତମ୍ଭାର ଚାରି କୋଣିଆ ମାଟିରେ ପୋତନ୍ତୁ । ଧନ ବୃଦ୍ଧି ରେ ଆସୁ ବିଧା ହେଉଥିଲେ ଚାନ୍ଦିର ହାତୀ କୁ ପୂଜା କରିକି ମା ଲକ୍ଷ୍ମୀ ଙ୍କ ପାଖରେ ରଖନ୍ତୁ ।

ଧାର କରଜ ବୃଦ୍ଧି ପାଉ ଥିଲେ କାଉକୁ ରୁଟି ଖାଇବାକୁ ଦିଅନ୍ତୁ । ଧନ ପ୍ରାପ୍ତିର ମାର୍ଗ ମିଳୁ ନଥିଲେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ କେଶର ଲଗାଇକି ସୁନା ଅର୍ପଣ କରନ୍ତୁ । ଯଦି ଆପଣ ସୁନା କିଣି ନ ପାରୁଛନ୍ତି ତ କିଛି ନାଇ ନିଜ ଗହଣା ରେ ଏହାକୁ ଲଗାଇକି ମାତା ଙ୍କ ପାଦରେ ତଳେ ଏହାକୁ ଥୋଇ ଦେବେ ।

ଧନର ସମସ୍ଯା ବାର ବାର ଆସୁଥିଲେ ଖାଇବାର ପ୍ରଥମ ଭାବ ଗାଈ, କୁକୁର, କାଉକୁ ଖାଇବା ପାଇଁ ଦିଅନ୍ତୁ । ଯଦି ଦାରିଦ୍ରତା ଦେଖା ଯାଉଛି ତେବେ ଆପଣ ଗାଇକୁ ଖାଇବା ପାଇଁ ଦିଅନ୍ତୁ । ଶନିବାର ଦିନ ଓସ୍ତ ଗଛ ମୂଳରେ ପୂଜା କରନ୍ତୁ ।

ଏହା ସହ ଆପଣ ସନ୍ଧ୍ୟା ସମୟ ରେ ଘିଅ ଦୀପ ଜଳାନ୍ତୁ ଏହା ଶୁଭ ହେବ । ଯେଉଁ ଜାଗାରେ ଆପଣ ସୁନା ରଖୁ ଛନ୍ତି ସେହି ଜାଗାରେ ଆପଣ କେଶର ରଖନ୍ତୁ ଏହା ଶୁଭ ଅଟେ । ପ୍ରତେକ ଗୁରୁବାର ମଙ୍ଗଳବାର, ଶନିବାର ଦିନ ଓସ୍ତ ଗଛ ମୂଳରେ ଜଳ ଦାନ କରନ୍ତୁ ।

ସବୁ ଦିନ ଗାଧୋଇବା ପରେ ମଥାରେ ହଳଦୀ ଓ କେସର ର ତିଳକ ମଥାରେ ଲଗାଇବା ଦ୍ଵାରା ଆପଣ ଶୁଭ ଫଳ ପାଇବେ । କାହାକୁ ଭି କଟୁବଚନ କହିବା କଥା ନୁହେଁ ଆପଣ ଯଦି କାହାକୁ କହିଛନ୍ତି ତେବେ ଏହାକୁ ପୂଜା କରିବା ବେଳେ ମାନି ନିଅନ୍ତୁ । ଜାହା ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *