ରାକ୍ଷୀ ବାନ୍ଧିଥିଲି ରଖିଲେ ମାନ! ସୋସିଆଲ ମିଡିଆରେ ଭାଇରାଲ ହେଉଛି Draupadi Murmu ଙ୍କ CM ଙ୍କୁ ରାକ୍ଷୀ ବାନ୍ଧିବାର ଫୋଟୋ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାରା ଦେଶରେ ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ବେଶ ଚର୍ଚ୍ଚା ଯୋଡ଼ା ଧରିଛି । କାରଣ ତାଙ୍କୁ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କାର ଯାଇଛି । ଯାହାକୁ ନେଇ ତାଙ୍କ ଗାଁ ର ଲୋକେ ମାନେ ଅନେକ ଆଶା ବାନ୍ଧିଛନ୍ତି । କାରଣ ଦ୍ରୌପଦୀ ମୁର୍ମୁ ଙ୍କ ଗାଁ ରେ ଅନେକ ବର୍ଷ ହେବ ବିଜୁଳି ସୁବିଧା ନାହି । ଯାହା ପାଇଁ ସେଠିକାର ଲୋକ ମାନେ ନାହି ନ ଥିବା ହଇରାଣର ସମୁଖିନ୍ନ ହେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏକେ ବଡ ଖବର ସାମନାକୁ ଆସିଛି ।

ଆପଣ ମାନେ ଜାଣିଥିବେ ଭାଇ ଭଉଣୀର ସୁରକ୍ଷା ପାଇଁ କିଛି ବି କରିପାରେ । ସେଥିପାଇଁ ତ ଭାଇ ହାତରେ ପ୍ରତି ବର୍ଷ ଭଉଣୀ ରାକ୍ଷୀ ବାନ୍ଧିଥାଏ । ତେବେ ଏହି କଥା ଟି ଏବେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ସଠିକ ବୋଲି ପ୍ରମାଣ କରି ଦେଖାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତରେ ଦ୍ରୌପଦୀ ମୁର୍ମୁ ଙ୍କ ରାକ୍ଷୀ ।

ଭାଇ ଭଳି ନବୀନ ଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଦ୍ରୌପଦୀ । ଦ୍ରୌପଦୀ ଙ୍କ ସମର୍ଥନ ଦେବେ ବୋଲି ଭାଇର ଦାୟିତ୍ବ ତୁଲାଇଲେ ନବୀନ । ଭଉଣୀ ର ୨୨ ବର୍ଷର ରୁଣ ସୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କିଏ ଯାଇଥିଲା ଆଜିକୁ ୨୨ ବର୍ଷ ତଳେ ଭାଇ ବୋଲି ମାନି ହାତରେ ରାକ୍ଷୀ ବାନ୍ଧିଥିବା ରୁଣ ଏଭଳି ଢଙ୍ଗରେ ପରିସର କରିବେ ମୁଖ୍ୟମନ୍ତ୍ରୀ ।

ହୁଏ ତ ନିଜେ ଦ୍ରୌପଦୀ ମୁର୍ମୁ ହିଁ ମାନେ ରଖି ନ ଥାଇ ପାରନ୍ତି । କିନ୍ତୁ ଭଉଣୀ ର ଆବଶ୍ୟକତା ସମୟରେ ଭାଇ ର ଦାୟିତ୍ଵ ତୁଲାଇଛନ୍ତି ନବୀନ ପଟ୍ଟନାୟକ । NDA ରେ ନ ଥାଇ ବି NDA ର ରାଷ୍ଟ୍ରପତି ପ୍ରାର୍ଥୀ ଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏମିତି କି ଦଳ ର ସବୁ ସାଂସଦ ଓ ବିଧାୟକ ଙ୍କୁ ଦ୍ରୌପଦୀ ମୁର୍ମୁ ଙ୍କ ସମର୍ଥନରେ ଭୋଟ ଦେବା ପାଇଁ କହିଛନ୍ତି ନବୀନ ପଟ୍ଟନାୟକ । ତେବେ ଏହି ଭିଡିଓ ରେ ଆପଣ ମାନେ ଯେଉଁ ଚିତ୍ର ଦେଖୁଛନ୍ତି ନବୀନ ବାବୁ ଓ ଦ୍ରୌପଦୀ ମୁର୍ମୁଙ୍କର ତାହା ହେଉଛି ଦୀର୍ଘ ୨୨ ବର୍ଷର ଅର୍ଥାତ ୨୦୦୦ ମସିହାର ।

ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ସାରା ଦେଶରେ ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ଯେପରି ଚର୍ଚ୍ଚା NDA ପ୍ରାର୍ଥୀ ଙ୍କୁ ବିଜେଡି ର ସମର୍ଥନ କରିବା ଭଳି ତାହା ଠାରୁ ଅଧିକ ଚର୍ଚ୍ଚା ଚାଲିଛି । ଏଭଳି ଗୋଟିଏ ଏହି ଫୋଟୋ ଚିତ୍ର କୁ ନେଇ ସବୁ ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇ ଦେଇଛି । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ବିଷୟରେ ମତାମତ ଆମକୁ କମେଣ୍ଟ ଜରାଇଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *