ରଣବୀର ସିଂହଙ୍କର ଏହି କଥା ରେ ରାଗିଗଲେ ଦୀପିକା ପାଦୁକୋଣ, କହିଲେ : ‘ଆଜି ରାତି ରେ…

ଦୀପିକା ପାଦୁକୋଣ- ରଣବୀର ସିଂହ ନିଜ କ୍ୟାରିୟର ଏବଂ ନିଜି ଜୀବନରେ ବାଲାନ୍ସ ବନେଇକି ରଖିଛନ୍ତି । ଫିଲ୍ମ ସହ ଦୁହେଁ ନିଜ ଜୀବନକୁ ବି ଏନଜୟ କରୁଥିବାର ଦେଖାଯାଆନ୍ତି । ବେଳେ ବେଳେ ତାଙ୍କ ମଧ୍ୟ ର ଭଲପାଇବା ସୋସିଅଲ ମିଡିୟା ରେ ଦେଖାଯାଇଥାଏ । ଗତ କିଛି ଦିନ ତଳେ ଦୀପିକା ପାଦୁକୋଣ ନିଜ ରିମାର୍କ କାର୍ଡ ରେ କିଛି ଫୋଟୋ ସୋସିଅଲ ମିଡିୟା ରେ ଦେଇଥିଲେ । ଏହି ଫୋଟୋ ଉପରେ ରଣବୀର ଦୀପିକାଙ୍କୁ ଟ୍ରୋଲ କରିଥିଲେ ।

ରଣବୀର ଦୀପିକାଙ୍କୁ ଟ୍ରୋଲ କଲେ ବୋଲି ତାଙ୍କୁ ରାଗ ଲାଗିଲା, ଏହା ପରେ ଦୀପିକା ରଣବୀରଙ୍କୁ ରିପ୍ଲାଇ ଦେଲେ ‘ତୁମକୁ ଆଜି ରାତି ରେ ଖାଇବା ମିଳିବ ନାହିଁ ‘ । ଇଂସ୍ଟାଗ୍ରାମ ରେ ଦୀପିକାଙ୍କର ଏହି ଫନି କମେଣ୍ଟକୁ ଏବେ ଯାଏଁ ୩୦ ହଜାର ୟୁଜର ଲାଇକ କରିଛନ୍ତି । କହିଦବାକୁ ଚାହୁଁଅଛୁକି ଦୀପିକାଙ୍କ ରିମାର୍କ୍ସ ରେ ଲେଖା ହୋଇଥିଲା – ଦୀପିକା ବହୁତ କଥା ହୁଅନ୍ତି, ଦୀପିକାଙ୍କୁ ନିର୍ଦେଶ ମାନିବା ଦରକାର ଏବଂ ଦୀପିକା ଦିନ ରେ ସ୍ଵପ୍ନ ଦେଖନ୍ତି ।

ଦୀପିକଙ୍କର ଏହି ଖାଇବା ବନ୍ଦ କଥାରୁ ରଣବୀର ଲେଖିଲେ “ୟେସ, ଟିଚର ମୁଁ ଆପଣଙ୍କ କଥା ରେ ଏକମତ । “ କୁହାଯାଉଛି କି ଦୀପିକା ନିଜ ଆସୁଥିବା ନୂଆ ଫିଲ୍ମ ‘ଝପାକ’ ପାଇଁ ଶୁଟିଙ୍ଗ କରୁଅନ୍ତି, ଏହି ଫିଲ୍ମ ରେ ଦୀପିକା ଏକ ଏସିଡ ଅଟାକ ସର୍ବାଇଭର ର ଭୂମିକା ରେ ଦେଖାଯିବେ । ଏହି ଫିଲ୍ମ ରେ ବିକ୍ରାନ୍ତ ମେଷୀ ବି ଅଛନ୍ତି, ଏହି ଫିଲ୍ମ ୧୦ ଜାନୁୟାରୀ ୨୦୨୦ ରେ ରିଲିଜ ହବ ଏହି ଫିଲ୍ମକୁ ମେଘ୍ନା ଗୁଲଜାର ଡାଇରେକ୍ଟ କରିଛନ୍ତି ।

ଏହା ଛଡା ଦୀପିକା ଓ ରଣବୀର ଏକ ସହ ଆସନ୍ତା ଫିଲ୍ମ ‘୮୩’ ରେ ଦେଖାଯିବେ । ଏହି ଫିଲ୍ମ ୧୯୮୩ ବର୍ଷ ର କ୍ରିକେଟ ୱର୍ଲ୍ଡ କପ ଐତିହାସିକ ଜିତ ଉପରେ ଆଧାରିତ ଅଛି । ରଣବୀର ଏହି ଫିଲ୍ମ ରେ ଦିଗ୍ଗଜ ଖେଳାଳି କପିଲ ଦେୱଙ୍କର ଅଭିନୟ କରୁଥିବାର ଦେଖା ଯିବେ ଏବଂ ଦୀପିକା ଏହି ଫିଲ୍ମ ରେ କପିଲ ଦେବଙ୍କର ପତ୍ନୀଙ୍କର ଭୂମିକା କରୁଛନ୍ତି ।

ଗତ କିଛି ଦିନ ତଳେ ଦୀପିକାଙ୍କୁ ତାଙ୍କ ଏକ୍ସ ବୟଫ୍ରେଣ୍ଡ ରଣବୀର କପୂରଙ୍କ ବର୍ଥଡେ ପାର୍ଟୀ ରେ ନିଜ ପତି ରଣବୀର ସିଂହଙ୍କ ସହ ଦେଖାଯାଇଥିଲା । ଏହି ବର୍ଥଡେ ପାର୍ଟୀ ରେ ଦୀପିକା କଳା ଡ୍ରେସ ରେ ବହୁତ ହଟ ଦେଖାଯାଉଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *