ରଥ ଭଳି ଗଡୁଛି ଦୁଇ ମହଲା କୋଠା, ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରି ପାରିବେନି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆଜିକାଲି ଲୋକ ମାନେ କେତେ ଉଚ୍ଚ ଘର କରୁଛନ୍ତି । କେହି ଦୁଇ ମହଲା କରୁଛି ତ ଆଉ କେହି ୫ ମହଲା ମଧ୍ୟ କରୁଛି । ଆଉ ଏଥିପାଇଁ ଅନେକ ପ୍ରକାରର ଆଧୁନିକ ଉପକରଣ ମଧ୍ୟ ବ୍ୟବହାର କରା ଯାଉଛି ଘରକୁ କିପରି ସୁନ୍ଦର ଦେଖାଯିବା ପାଇଁ । ତେବେ କଣ ଆପଣ ମାନେ କେବେ ଦେଖିଛନ୍ତି କି ଶୁଣିଛନ୍ତି କି ଘରର ରଥ ଭଳି ଗଡିବା ଭଳି ଘଟଣା । ତେବେ ଦର୍ଶକ ବନ୍ଧୁ ଏହି କଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିବା ନିଶ୍ଚୟ କିନ୍ତୁ ଏହି ଘଟଣା ଟି ପୁରା ପୁରୀ ସତ ଅଟେ ।

ସୂଚନା ଅନୁଯାୟୀ ପଞ୍ଜାବର ଏକ ସ୍ଥାନରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ଉପରକୁ ଉଠିଛି । ଦେଖନ୍ତୁ କିଭଳି ଆଧୁନିକ ଯନ୍ତ୍ରପାତିକୁ ବ୍ୟବହାର କରି ଘର ଟିକୁ ଉଠାଯାଇଛି । ତେବେ ଆପଣ ମାନେ ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ ଆଉ ଦେଖନ୍ତୁ କିପରି ଆଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଦୁଇ ମହଲା କଥା କୁ ଏତେ ଉଚ୍ଚ କରା ଯାଇଛି । ଘର ତଳ ଭାଗରେ ସବୁ ଆଡେ ନଟ ସିଷ୍ଟମ କରା ଯାଇଛି ଯାହା ଆଧୁନିକ ଯନ୍ତ୍ରପାତି ରେ ତିଆରି ହୋଇଛି । ଘରର ଚାରି ଆଡେ ନଟ ଶିଷ୍ଟମ ଏପରି ଭାବେ ଖଞ୍ଜା ଯାଇଛି କି ଘରର ଦୁଇ ମହଲା କୋଠା ୫ ପହଲା କୋଠା ଭଳି ମନେ ହେଉଛି ।

ଆଜିର ସମୟରେ ବିଜ୍ଞାନ ବହୁତ ଆଗରେ ରହିଲାଣି । ଯାହା ପାଇଁ ନୂଆ ନୂଆ ଆଧୁନିକ ଯନ୍ତ୍ରପାତି ସବୁ ବାହାର କରା ଯାଉଛି । ଯାହାର ବ୍ୟବହାର ଆମେ ମାନେ ସହଜରେ କରି ପାରୁଛୁ । ତେବେ ପଞ୍ଜାବ ର ଏହି ଦୁଇ ମହଲା କୋଠା ଏପରି ଛିଡା ହୋଇଛି ସତରେ ଯେମିତି ରଥ ଟଣା ହେଲା ଭଳି ମାନେ ହେଉଛି । କେହି ଦେଖିଲେ କହିବେ ନାହି କି ଘର ଦୁଇ ମହଲା । ତେବେ ଶିଲ୍ପପତି ମାନେ ନିଜର ନୂଆ ଆଇଡିୟା ଓ ଉପକରଣ ମାଧ୍ୟମ ରେ ଘରର ଉଚ୍ଚତା କୁ ଦୁଇ ଗୁଣା ବଢାଇ ଦେଇଛନ୍ତି ଯାହା ପାଇଁ ଘର ଟି ଦେଖିବାକୁ କୌଣସି ରାଜ ମହଲ ଠାରୁ କମ ଲାଗୁ ନାହି ।

ଘରର ଆଗ ଡିଜାଇନ ମଧ୍ୟ ଖୁବ ସୁନ୍ଦର ହୋଇଛି । ତେବେ ଇଞ୍ଜିନିୟର ମାନେ ଆଧୁମିକ ଯନ୍ତ୍ରପାତି ର ବ୍ୟବହାର କରି ଦୁଇ ମହଲା କୋଠା କୁ ଏପରି ଭାବେ ଡିଜାଇନ କରିଛନ୍ତି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ପରେ ଖୁବ ଚର୍ଚ୍ଚା ଜାରି ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମାତ୍ମତା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *