ରାତିରେ ନାରୀମାନଙ୍କୁ କରିବା କଥା ନୁହେଁ ଏହି ସବୁ କାମ, ଜୀବନ ହୋଇପାରେ ବର୍ବାଦ

ମହିଳା ମାନଙ୍କ ପାଇଁ କୁହାଯାଏକି ସେମାନେ ଘର କୁ ସଜେଇ ବି ପାରନ୍ତି ଏବଂ ତାକୁ ଭାଙ୍ଗି ବି ପାରନ୍ତି । ମହିଳା ମାନେ ଘର ର ସବୁ କାମ କରନ୍ତି ଏବଂ ସେମାନେ ହିଁ ଘରେ ସୁଖ ଶାନ୍ତି ଆଣନ୍ତି । ଘର କୁ ବନେଇବା ଠୁ ଆରମ୍ଭ କରି ଘର ର ସମ୍ପର୍କ ବନେଇବା ପର୍ଯ୍ୟନ୍ତ ମହିଳାମାନଙ୍କ ର ବହୁତ ଯୋଗଦାନ ଥାଏ । ଯଦି ମହିଳା ମାନଙ୍କ ଦ୍ଵାରା କିଛି ଭୁଲ ହୋଇଯାଏ ଘର ଟି ପୁରା ଖରାପ ହୋଇଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି କାମ ଯାହାକୁ ରାତିରେ ମହିଳା ମାନେ କରିବା ଦ୍ଵାରା ବହୁତ କ୍ଷତି ହୋଇଥାଏ ।

ଦାନ କରନ୍ତୁ ନାହିଁ

ଦାନ କରିବା ବହୁତ ଭଲ ଅଟେ, କିନ୍ତୁ ରାତି ସମୟରେ ଯଦି ଘରର କେହି ମହିଳା କାହାକୁ କ୍ଷୀର କିମ୍ବା ଦହି ଦାନ କରନ୍ତି ତେବ ଏହା ମନା ଯାଏ କି ସେ ଘରର ସମୃଦ୍ଧି ଦେଉଛନ୍ତି । ଏହା କରିବା ଦ୍ଵାରା ଘର ର ସୁଖ ଶାନ୍ତି ଭଙ୍ଗ ହୋଇଯାଏ । ପୂର୍ବ ସମୟରେ ଯାହା ଘରେ ଦୁଧ ଦହି ଏବଂ ଘିଅ ରହୁଥିଲା ତାକୁ ବହୁତ ଖୁସି ବ୍ୟକ୍ତି ବୋଲି ମନା ଯାଉଥିଲା ।

ଅଇଁଠା ବାସନ

ଅଇଁଠା ବାସନ ରାତିରେ ଛାଡିବା ଉଚିତ ନୁହେଁ । ଆପଣ ଅଇଁଠା ବାସନ ସକାଳ ପାଇଁ ଛାଡନ୍ତୁ ନାହିଁ । ମହାଭାରତରେ ଦ୍ରୋପଦିଙ୍କୁ ଅକ୍ଷୟ ପାତ୍ର ମିଳିଥିଲା ଯେଉଁଥିରେ ଖାଇବା କେବେ କମ ହବ ନାହିଁ । ଖାଇବା ସେତେବେଳେ କମ ହୁଏ ଯେତେବେଲେ ଦ୍ରୋପଦି ସେଥିରୁ ଖାଇ ନିଅନ୍ତି । ସେଥିପାଇଁ ମହିଳାମାନେ ନିଜ ଘରର ବାସନ ଧୋଇଦିଅନ୍ତୁ ।

ଚୁଟି ଖୋଲନ୍ତୁ ନାହିଁ

ମହିଳାମାନଙ୍କର ଚୁଟି ତାଙ୍କ ପାଇଁ ସୁନ୍ଦରତାର ରହସ୍ୟ ଅଟେ । ଜଣେ ମହିଳା ନିଜର ଚୁଟି ସଜେଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗନ୍ତି । ମହିଳାଙ୍କୁ ରାତିରେ ଶୋଇବା ସମୟରେ କେବେ ବି ନିଜର ଚୁଟି ଖୋଲିବା ଉଚିତ ନୁହେଁ । ଯଦି ଆପଣ ଏହାକୁ ମାନୁ ନାହାନ୍ତି ତେବେ ଘରେ ନକରାତ୍ମକ ଊର୍ଜା ଜନ୍ମ ନେଇ ଥାଏ । ସେଥିପାଇଁ ମହିଳାଙ୍କୁ ଶୋଇବା ସମୟରେ ଚୁଟି ବାନ୍ଧି ଶୋଇବା ଉଚିତ ।

ବେସୀ ଖାଇବା

ରାତିରେ ମହିଳାମାନଙ୍କୁ ବେସୀ ଖାଇବା ଉଚିତ ନୁହେଁ । ବେସୀ ଖାଇବା ଦ୍ଵାରା ଶରୀର ର ସରଞ୍ଚନା ଠିକସେ ହୋଇପାରେ ନାହିଁ ।

ରାତିରେ ସଫା କରିବା

ରାତିରେ ଝାଡୁ ବି ମାରିବା ଉଚିତ ନୁହେଁ । ରାତିରେ ଘର ବାହାରକୁ ଆବର୍ଜନା ପକେଇବା ଉଚିତ ନୁହେଁ । ଘରର ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ଯଦି ଘରର ଲକ୍ଷ୍ମୀ ରାତିରେ ଘରର ସଫା କରିବେ ତେବେ ଘର କୁ କେବେ ବି ଧନ ଆସିବ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *