ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କମେଡିଆନ ରାଜୁ ଦାସ ଙ୍କୁ ବେଶ ଭାଲ ଭାବେ ଜାଣିଥିବେ । ସେ ନିଜର କମେଡି ଦ୍ଵାରା ଲୋକ ମାନଙ୍କୁ ହସାଇ ହସାଇ ଗଡାଇ ଥାନ୍ତି । ତାଙ୍କର କମେଡି କେବଳ ଓଡିଶାରେ ନୁହେଁ ବରଂ ଭାରତରେ ମଧ୍ୟ ଚର୍ଚ୍ଚା ରେ ରହିଛି । ଅନେକ ସାରା କାମେଡି କରି ରାଜୁ ଦାସ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇ ପାରିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ରେ । ତେବେ ବର୍ତ୍ତମାନର ଖୁସି ଖବର କି ରାଜୁ ଦାସ ଙ୍କ ବିବାହ ସୋନାଲୀ ଙ୍କ ସହ ଶେଷ ହୋଇଛି ।
ସେ ନିଜର ମ୍ୟାରେଜକୁ ନେଇ ବିଏସ ଖୁସି ବ୍ୟକ୍ତ କରିଛନ୍ତି । ତେବେ ତାଙ୍କ ମ୍ୟାରେଜ ପରେ ରିପ୍ସେସନ ପାର୍ଟି ମଧ୍ୟ ଆରେଞ୍ଜ କରିଥିଲେ ରାଜୁ ଦାସ ଗତ କାଲି । ଏଥିରେ ତାଙ୍କର ପରିବାର ବର୍ଗ ଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ, ସାଙ୍ଗ ସାଥି, ଓଡିଆ କଳାକାର ମାନେ ବହୁ ମାତ୍ରା ରେ ଯୋଗ ଦେଇ ରାଜୁ ଓ ସୋନାଲି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏହାରି ମଧ୍ୟ ଏକ ନିଆରା ଆଉ ମଜାଦାର କଥା ସାମ୍ନା କୁ ଆସିଛି । ବର୍ତ୍ତମାନ ରାଜୁ ଦାସ ଙ୍କ ରିପ୍ସେସନ ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହି ଭିଡିଓ ରେ ଦେଖା ଯାଉଛି କି ରାଜୁ ଦାସ ଙ୍କ ସାଙ୍ଗ ମାନେ ତାଙ୍କୁ ରିପ୍ସେସନ ପାର୍ଟି କୁ ଆସିଛନ୍ତି ଆଉ ରାଜୁ ଓ ସୋନାଲି ଙ୍କୁ ବଧାଇ ମଧ୍ୟ ଦେଉଛନ୍ତି । ଏହା ସହ ରଜୁ ଙ୍କ ସାଙ୍ଗ ମାନେ ତାଙ୍କୁ ଓ ସୋନାଲି ଙ୍କୁ ବାଲଟି ଓ ମଗ ଉପହାର ସ୍ୱରୂପ ଦେଉଛନ୍ତି ଯାହାକୁ ଦେଖି ରାଜୁ ଓ ସୋନାଲି ଙ୍କ ବ୍ଯତୀତ ଉପସ୍ଥିତ ଅତିଥି ମାନେ ହସି ହସି ବେଦମ ହୋଇ ଯାଉଛନ୍ତି । ତେବେ ନିଜ ସାଙ୍ଗ ମାନଙ୍କ ଠାରୁ ବାଲଟି ମଗ ଗିଫ୍ଟ ଦେଖି ରାଜୁ ଦାସ ମଧ୍ୟ ହଡି ହସି ଗାଡି ଯାଉଛନ୍ତି ।
ସୋନାଲି ମଧ୍ୟ ଏଭଳି ଦ୍ରୁଶ୍ଯ ଦେଖି ନିଜକୁ ଆଉ ନ ସମ୍ଭାଳି ପରି ହସି ହସି ଗାଡି ଯାଉଛନ୍ତି । ତେବେ ବାହାଘର ରେ ସାଙ୍ଗ ମାନେ ଥଟ୍ଟା ମଜା କରନ୍ତି ସତ କିନ୍ତୁ ଏଭଳି ବାଲଟି ମଗା ଉପହାର ଦେବା ଏକ ନିଆରା ଦୃଶ୍ୟ ଯାହା ରାଜୁ ଦାସ ଙ୍କ ରିପ୍ସେସନ ପାର୍ଟି ରେ ଦୃଶ୍ୟ ହେଉଛି । ତେବେ ସେ ଯାହା ବି ହେଉ ରଜୁ ଦାସ ଙ୍କୁ ଯେଉଁ ସବୁ ଗିଫ୍ଟ ମିଳିଥିବ ତାହା ମ୍ୟାରେଜ ପାଇଁ ଏହି ଉପହାର ଗୁଡିକ ସବୁଠାରୁ ବଡ ଗିଫ୍ଟ ହେବ ତାଙ୍କ ଲାଇଫ ର ବୋଲି ସେ ନିଶ୍ଚୟ ଚିନ୍ତା କରୁଥିବେ ।
ତେବ ଏହି ଦୃଶ ଦେଖିବାକୁ ଯେତିକି ନିଆରା ଲାଗୁଛି ସେତିକି ମଜାଦାର ମଧ୍ୟ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।