ଆମେ ସମସ୍ତେ ଜାଣିଛୁ ଯେ ବଲୀଉଡ ଇଣ୍ଡଷ୍ଟ୍ରି ରେ ଏମିତି କିଛି ଖାନଦାନ ଅଛନ୍ତି ଯିଏ ବର୍ଷ ବର୍ଷ ଧରି ବଲୀଉଡ ରେ କାମ କରି ଆସିଛନ୍ତି ଏବଂ ନା କମେଇଛନ୍ତି, ଆପଣ ସମସ୍ତେ କପୁର ଖାନଦାନକୁ ଜାଣି ଥିବେ । ଆଜି ଆମେ ଆପଣମାନଙ୍କୁ କପୁର ବିଷୟରେ କିଛି କହିବାକୁ ଯାଉଛୁ, ତେବେ ଆପଣମାନେ ଜାଣି ଥିବେ ଯେ ଯେମିତି ଋଷି କପୁର ନିଜ ସମୟରେ ଲୋକଙ୍କ ମନରେ ରହୁ ଥିଲେ । ତାଙ୍କ ପୁଅ ରଣବିର କପୁର ମଧ୍ୟ ଲୋକଙ୍କୁ ବହୁତ ପ୍ରଭାବିତ କରିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ରିଷି କପୁରଙ୍କର ଗୋଟେ ଝିଅ ବି ଅଛନ୍ତି ।

ଆଜ୍ଞା ହଁ ଋଷି କପୁର ଏବଂ ନିତୁ କପୁରଙ୍କ ଦୁଇଟି ଛୁଆ ଅଛନ୍ତି ଗୋଟେ ପୁଅ ରଣବିର ଯିଏ ଏବେ ବଲୀଉଡ ରେ କାମ କରୁଛନ୍ତି ଏବଂ ଆଉ ଗୋଟେ ଝିଅ ଯିଏ ଏହି ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରେଇକି ରୁହନ୍ତି । ଋଷି କପୁରଙ୍କ ଝିଅ ନା ଋଦ୍ଧିମା ଅଟେ ଏବଂ ଋଦ୍ଧିମାଙ୍କ ଅନୁଯାଇ ତାଙ୍କୁ ଅଭିନେତ୍ରୀ ହବାର କିଛି ଇଛା ନାଇ । ଋଦ୍ଧିମା ଆରମ୍ଭରୁ ଜ୍ବେଲରି ଡିଜାଇନିଙ୍ଗ କରିବା ପାଇଁ ଚାହୁଁ ଥିଲେ ଏବଂ ସେ ସେଇୟାକୁ ଫଲୋ କରୁଛନ୍ତି ।

୧୫ ସେପ୍ଟେମ୍ବର ୧୯୮୦ ରେ ଋଦ୍ଧିମାଙ୍କ ଜନ୍ମ ହୋଇ ଥିଲା, ଯେମିତିକି ଆପଣ ଜାଣିଛନ୍ତି ଯେ କପୁର ଖାନଦାନ ବହୁତ ଝିଅ ବଲୀଉଡ ରେ କାମ କରୁଛନ୍ତି ଏବଂ ନା ମଧ୍ୟ ପାଉଛନ୍ତି ଓ ଲୋକଙ୍କ ଭଲ ପାଇବା ମଧ୍ୟ ପାଉଛନ୍ତି କିନ୍ତୁ ଋଦ୍ଧିମା ଏମାଙ୍କ ଠାରୁ ବହୁତ ଅଲଗା ଅଛନ୍ତି ଏବଂ ଋଦ୍ଧିମାଙ୍କୁ ଲାଇମଲାଇଟ ଜମା ପସନ୍ଦ ନୁହ ।

ଋଦ୍ଧିମାଙ୍କ ବିବାହ ହୋଇ ଯାଇଛି ଓ ଋଦ୍ଧିମାଙ୍କ ବିବାହ ୨୫ ଜେନବରୀ ୨୦୦୬ରେ ହୋଇ ଥିଲା ଏବଂ ସେ ନିଜ ବହୁତ ପୁରୁଣା ସାଙ୍ଗ ଏବଂ ଦିଲ୍ଲୀ ର ପ୍ରସିଦ୍ଧ ବିଜନେସମେନ ଭରତ ସାହନୀ ସହ କରିଛନ୍ତି ।

ବିବାହ ପରେ ଋଦ୍ଧିମାଙ୍କୁ ଗୋଟେ ଝିଅ ମଧ୍ୟ ଅଛି କିନ୍ତୁ ସେ ନିଜ ପ୍ୟାସନ ଛାଡି ନାହାନ୍ତି । ଋଦ୍ଧିମା ନିଜ ଜ୍ବେଲେରୀ ବିଜନେସ ଆରମ୍ଭ କରିଛନ୍ତି ଯାହାର ବ୍ରାଣ୍ଡ ନା ଆର ଅଟେ ଏବଂ ଆର ଫେସନ ଇଣ୍ଡଷ୍ଟ୍ରି ରେ ବହୁତ ବଡ ନା ଅଟେ । ସେ ଜଣେ ଭଲ ବିଜନେସ ୱୂମେନ ଅଟନ୍ତି, ଏବଂ ତାଙ୍କର ଫ୍ୟାସନ ଜ୍ୱେଲେରୀ ବିଜନେସ ମଧ୍ୟ ଖୁବ ଭଲ ଚାଲିଛି । ଆଗକୁ ମଧ୍ୟ ଏହିଭଳି ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।