ଋଷି କପୁରଙ୍କ ଝିଅ ଏତେ ସୁନ୍ଦର ଅଟନ୍ତି ଯେ ତାଙ୍କ ସୁନ୍ଦରତା ଦେଖି ଆପଣ ମଧ୍ୟ ହୋଇ ଯିବେ ତାଙ୍କର ଦିବାନା

ଆମେ ସମସ୍ତେ ଜାଣିଛୁ ଯେ ବଲୀଉଡ ଇଣ୍ଡଷ୍ଟ୍ରି ରେ ଏମିତି କିଛି ଖାନଦାନ ଅଛନ୍ତି ଯିଏ ବର୍ଷ ବର୍ଷ ଧରି ବଲୀଉଡ ରେ କାମ କରି ଆସିଛନ୍ତି ଏବଂ ନା କମେଇଛନ୍ତି, ଆପଣ ସମସ୍ତେ କପୁର ଖାନଦାନକୁ ଜାଣି ଥିବେ । ଆଜି ଆମେ ଆପଣମାନଙ୍କୁ କପୁର ବିଷୟରେ କିଛି କହିବାକୁ ଯାଉଛୁ, ତେବେ ଆପଣମାନେ ଜାଣି ଥିବେ ଯେ ଯେମିତି ଋଷି କପୁର ନିଜ ସମୟରେ ଲୋକଙ୍କ ମନରେ ରହୁ ଥିଲେ । ତାଙ୍କ ପୁଅ ରଣବିର କପୁର ମଧ୍ୟ ଲୋକଙ୍କୁ ବହୁତ ପ୍ରଭାବିତ କରିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ରିଷି କପୁରଙ୍କର ଗୋଟେ ଝିଅ ବି ଅଛନ୍ତି ।

Image Courtesy: Google

ଆଜ୍ଞା ହଁ ଋଷି କପୁର ଏବଂ ନିତୁ କପୁରଙ୍କ ଦୁଇଟି ଛୁଆ ଅଛନ୍ତି ଗୋଟେ ପୁଅ ରଣବିର ଯିଏ ଏବେ ବଲୀଉଡ ରେ କାମ କରୁଛନ୍ତି ଏବଂ ଆଉ ଗୋଟେ ଝିଅ ଯିଏ ଏହି ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରେଇକି ରୁହନ୍ତି । ଋଷି କପୁରଙ୍କ ଝିଅ ନା ଋଦ୍ଧିମା ଅଟେ ଏବଂ ଋଦ୍ଧିମାଙ୍କ ଅନୁଯାଇ ତାଙ୍କୁ ଅଭିନେତ୍ରୀ ହବାର କିଛି ଇଛା ନାଇ । ଋଦ୍ଧିମା ଆରମ୍ଭରୁ ଜ୍ବେଲରି ଡିଜାଇନିଙ୍ଗ କରିବା ପାଇଁ ଚାହୁଁ ଥିଲେ ଏବଂ ସେ ସେଇୟାକୁ ଫଲୋ କରୁଛନ୍ତି ।

Image Courtesy: Google

 

୧୫ ସେପ୍ଟେମ୍ବର ୧୯୮୦ ରେ ଋଦ୍ଧିମାଙ୍କ ଜନ୍ମ ହୋଇ ଥିଲା, ଯେମିତିକି ଆପଣ ଜାଣିଛନ୍ତି ଯେ କପୁର ଖାନଦାନ ବହୁତ ଝିଅ ବଲୀଉଡ ରେ କାମ କରୁଛନ୍ତି ଏବଂ ନା ମଧ୍ୟ ପାଉଛନ୍ତି ଓ ଲୋକଙ୍କ ଭଲ ପାଇବା ମଧ୍ୟ ପାଉଛନ୍ତି କିନ୍ତୁ ଋଦ୍ଧିମା ଏମାଙ୍କ ଠାରୁ ବହୁତ ଅଲଗା ଅଛନ୍ତି ଏବଂ ଋଦ୍ଧିମାଙ୍କୁ ଲାଇମଲାଇଟ ଜମା ପସନ୍ଦ ନୁହ ।

Image Courtesy: Google

ଋଦ୍ଧିମାଙ୍କ ବିବାହ ହୋଇ ଯାଇଛି ଓ ଋଦ୍ଧିମାଙ୍କ ବିବାହ ୨୫ ଜେନବରୀ ୨୦୦୬ରେ ହୋଇ ଥିଲା ଏବଂ ସେ ନିଜ ବହୁତ ପୁରୁଣା ସାଙ୍ଗ ଏବଂ ଦିଲ୍ଲୀ ର ପ୍ରସିଦ୍ଧ ବିଜନେସମେନ ଭରତ ସାହନୀ ସହ କରିଛନ୍ତି ।

Image Courtesy: Google

ବିବାହ ପରେ ଋଦ୍ଧିମାଙ୍କୁ ଗୋଟେ ଝିଅ ମଧ୍ୟ ଅଛି କିନ୍ତୁ ସେ ନିଜ ପ୍ୟାସନ ଛାଡି ନାହାନ୍ତି । ଋଦ୍ଧିମା ନିଜ ଜ୍ବେଲେରୀ ବିଜନେସ ଆରମ୍ଭ କରିଛନ୍ତି ଯାହାର ବ୍ରାଣ୍ଡ ନା ଆର ଅଟେ ଏବଂ ଆର ଫେସନ ଇଣ୍ଡଷ୍ଟ୍ରି ରେ ବହୁତ ବଡ ନା ଅଟେ । ସେ ଜଣେ ଭଲ ବିଜନେସ ୱୂମେନ ଅଟନ୍ତି, ଏବଂ ତାଙ୍କର ଫ୍ୟାସନ ଜ୍ୱେଲେରୀ ବିଜନେସ ମଧ୍ୟ ଖୁବ ଭଲ ଚାଲିଛି । ଆଗକୁ ମଧ୍ୟ ଏହିଭଳି ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *