ଆମେ ଜାଣିଛେ କି ମା ସରସ୍ଵତୀ ହେଉଛନ୍ତି ମା ବିଦ୍ୟାର ଦେବୀ । ଆପଣ ଯଦି ମା ଙ୍କୁ ପୂଜା କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ କେଉଁ ଦିନ ମଧ୍ୟ ତାଙ୍କୁ ପୂଜା କରି ପାରିବେ କୁହାଯାଏ କି ତାଙ୍କୁ ପୂଜା କରିବା ଅବେଳେ ଆମକୁ ଯେଉଁ ଶକ୍ତି ମିଳିଥାଏ ତାହା ହେଉଛି ଅଦ୍ଭୁତ । କାରଣ ଆପଣ ମାନ ମଧ୍ୟ ଜାଣି ଥିବେ କି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ମା ଙ୍କୁ ପୂଜା କରିବା ଦ୍ଵାରା ଜ୍ଞାନୀ ହୋଇ ପାରିଛନ୍ତି ।
ଆମେ ଯଦି ଭଗବାନ ଗଣେଶ ଓ ମା ଙ୍କୁ ଆରାଧନା କରିବା ତେବେ ସବୁ କିଛି କଷ୍ଟ ନଷ୍ଟ ହୋଇଯିବ । ଆଜି ଆମେ କହିବା କି ଆପଣ ମାନେ ଯଦି ଦେଖିଥିବେ ତ ଜାଣି ଥିବେ କି ମା ହେଉଛନ୍ତି ବିଦ୍ୟା ଦାତ୍ରୀ ସେ ଯାହାକୁ ଭି ନିଜ ଜ୍ଞାନର ଭଣ୍ଡାର ଦାନ କୃ ଛନ୍ତି ସେ ସବୁ ବେଳେ ଲାଭବାନ ହୋଇଛି ।
ଏହା ସହ ଆଜି ଆମେ ଆଖିବା କି ଆପଣ ଯଦି ବସନ୍ତ ପଞ୍ଚମିରେ ମା ଙ୍କୁ ଆରାଧନା କରିବା ତେବେ ମା ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ମା ସରସ୍ଵତୀ ଙ୍କ ପୂଜା କରା ଯାଇ ଥାଏ ଏହାକୁ ବସନ୍ତ ପଞ୍ଚମୀ ମଢହୟ କୁହାଯାଏ । ଆପଣ ଯଦି ମା ଙ୍କ ଆରାଧନା ଅକରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହି ଉପାୟ କରିବା ଦ୍ଵାରା ଭଲ ପରିଣାମ ପାଇବେ ।
ଆପଣ ଏହି ଦିନ ହଳଦିଆ ଜିନିଷର ମହତ୍ଵ ଅଧିକା ଅଛି ବୋଲି ଆପଣ ଜାଣି ରଖନ୍ତୁ । ଆଜି ଆମେ କହିବା କି ଏହି ଦିନ ଆପଣ ଯଦି ଚାଉଳ ର ଖିରୀ କରିକି ଏହା ମଧ୍ୟରେ କେସର ପକାଇକି ଛୋଟ ଝିଅ ମାନଙ୍କୁ ଦାନ କରିବେ ଏହା ଭଲ ଫଳ ଦେବ ।
ବସନ୍ତ ପଞ୍ଚମୀ ଦିନ ଆପଣ ଯଦି ଗାଧୋଇବା ପରେ କିଛି ଜଳ ନେଇକି ଏହାକାଉ ତୁଳାଷୀ ଗଛ ମୂଳରେ ଦେଇକି ପୂଜା କରିବା ଆରମ୍ଭ କରିବେ । ଏହା ସହ ଆପଣ ଯଦି ତୁଳାଷୀ ମାତା ଙ୍କ ବୀଜ ମନ୍ତ୍ର ଜପ କରିବେ ତେବେ ଆପଣ ଚାହୁଁ ଥିବା ଜିନିଷ ଆପଣଙ୍କୁ ନିଶ୍ଚିତ ଭାବେ ମିଳିଯିବ । ଆପଣଙ୍କ ଅଟକି ଯାଇଥିବା ଅକାମ ଜଲ୍ଦି ହୋଇଯିବ ।
ଏହା ସହ ଆପଣଙ୍କ ବୁଦ୍ଧି ମଧ୍ୟ ବଢିବ । ଆପଣ ଯଦି ଭାବୁଛନ୍ତି କି ଆପଣଙ୍କ ଧନ ରହୁନି କେଉଁ କାରଣରୁ ତେବେ ଆପଣ ନିଶ୍ଚିତ ଭାବେ କିଛି ହଳଦିଆ ବସ୍ତ୍ର ଦାନ କରନ୍ତୁ ଛୋଟ ପିଲା ମାନଙ୍କୁ କିନ୍ତୁ ଦେଖିବେ ଏହା ଯେଉଁ ଭଳି ଭାବେ କେବଳ ଆପଣଙ୍କ ଯାଏ ସୀମିତ ହୋଇ ରହିବ ।
ସରସ୍ଵତୀ ପୂଜା ଦିନ ଆପଣ ହଳଦିଆ କିଛି ଫୁଲଦେବା ସହ କିଛି ହଳଦିଆ ଅର୍ଣ୍ଣ ମଧ୍ୟ ଭୋଗରେ ଲଗାନ୍ତୁ । ଆପଣ ଯଦି ମା ସରସ୍ଵତୀ ପୂଜା ଦିନ ଆପଣ ମା ଙ୍କୁ ଧଳା ବସ୍ତ୍ର ଦେବେ ଏହା ମଧ୍ୟ ଭଲ ପରିଣାମ ଦେବ । ଆପଣ ଏହି ଦିନ କିଛି ପୁସ୍ତକ ବାଣ୍ଟି ପାରିବେ ଛୋଟ ଓ ଗରିବ ପିଲା ମାନଙ୍କୁ ଏହା କରିବା ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ।