ସବୁ ଗାଡି ଚାଳକଙ୍କ ପାଇଁ ବଡ ଖବର! ଆଉ ଗଡିବ ନାହିଁ ପୁରୁଣା ଗାଡି… ଦେଖନ୍ତୁ ଆପଣଙ୍କ ଗାଡି ଏଥିରେ ଅଛି କି ସାମିଲ

ନମସ୍କାର ବନ୍ଧୁଗଣ । ଓଡିଶାରେ ଆଉ ଗଡିବ ନାହି ପୁରୁଣା ଗାଡି କାରଣ ରାଜ୍ୟ ସରକାର ଖୁବ ଜଲ୍ଦି କାର୍ଯ୍ୟକରି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାରଙ୍କର ଭେକୀଲ ସ୍କ୍ରାପିଙ୍ଗ ପଲିଶି । ଏହି ନିୟମ ଅନୁଯାୟୀ ୧୫ ବର୍ଷରୁ ଅଧିକ ବାଣିଜ୍ୟିକ ଓ ୨୦ ବର୍ଷରୁ ଅଧିକ ଘରୋଇ ଯାନ ରାସ୍ତାରୁ ହଟିଯିବ । ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ କରିବାକୁ ବହୁତ ଦିନର ତର୍ଜମା ପରେ ଏବେ ପୁରୁଣା ଗାଡି କିଣିବାକୁ ୨୦୨୨ ମେକ ଇନ ଓଡିଶା କନକ୍ଳେଭରେ ଏକ ସଂସ୍ଥା ସହ ଚୁକ୍ତି ହେବ । ପୁରୁଣା ଗାଡି ମାଲିକ ମାନେ ନିଜ ଗାଡିକୁ ସ୍କ୍ରାପିଙ୍ଗ ଦର ରେ ବିକିଲେ କିଛି ମୂଲ୍ୟ ଦେବେ ସରକାର ।

ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋ ରାମ ମୂଲ୍ୟର ୬% ରହିବ । ପୁରୁଣା ଗାଡି ବିକିବା ପରେ ଏକ ପ୍ରମାଣପତ୍ର ଇଲିବ ଗାଳି ମ୍ନାଳିକ । ଯଦି ନୂଆ ଗାଡିରେ ଘରୋଇ ଯାନକୁ ୨୫ ଓ ବାଣିଜ୍ୟିକ ଯାନରେ ୮ ବର୍ଷା ଲାଗି ୧୫% ଟିକସ ରିହାତି ମିଳିବ । ନୂଆ ଗାଡି କିଣିବା ସମୟରେ କମ୍ପାନୀ ପକ୍ଷରୁ ୫% ରିହାତି ମିଳିପାରେ । ସୂଚନା ଅନୁଯାୟୀ ଓଡିଶାରେ ଏବେ ପ୍ରାୟ ୧୬ ଲକ୍ଷ ୬୧ ହଜାର ପୁରୁଣା ଗାଡି ରହିଛି ।

ଏଥି ମଧ୍ୟରୁ ୮ ଲକ୍ଷ ୨୮ ହଜାରରୁ ଅଧିକ ଗାଡି ୨୦ ବର୍ଷରୁ ବେସୀ ପୁରୁଣା ରହିଛି । ୮ ଲକ୍ଷ ୩୩ ହଜାରରୁ ଅଧିକରୁ ୧୫ ବର୍ଷରୁ ବେସୀ ପୁରୁଣା ରହିଛି । ପୂର୍ବ ରୁ କେନ୍ଦ୍ର ସରକାର ସ୍ପ୍ରାଇଙ୍ଗ ପଲିଶି ଲାଗୁ କରି ସାରିଛନ୍ତି । ତେବେ ରାଜ୍ୟରେ ଏହି ନୀତି ଲାଗୁ ହେଲେ ଲୋକେ ନିଶ୍ଚୟ ଏହାକୁ ଗ୍ରହଣ କରିବେ ବୋଲି ଆଶା କରୁଛନ୍ତି ସଡକ ସୁରକ୍ଷା କର୍ମୀ । ସେପଟେ ପୁରୁଣା ଗାଡିର ମୂଲ୍ୟ ନୂଆ ଗାଡି ତୁଳନାରେ ମାତ୍ର ୬% ହୋଇଥିବାରୁ ଲୋକେ ଏହାକୁ କେତେ ଦୂର ଗ୍ରହଣ କରୁଛନ୍ତି ତାକୁ ନେଇ ଦ୍ଵନ୍ଦ ରହିଛି ।

ତେବେ ପ୍ରଦ୍ଯୁସଣ କମାଇବା ଓ ଦୁର୍ଘଟଣା ଆଦି କମାଇବା ଲକ୍ଷ୍ୟ ନେଇ ରାସ୍ତା ରୁ ପୁରୁଣା ଗାଡି ହଟାଇବାକୁ ଗତ ବର୍ଷା ଅଗଷ୍ଟ ୧୩ ତାରିଖ ରେ କେନ୍ଦ୍ର ସରକାର ଦେଶରେ ସ୍କ୍ରାପିଙ୍ଗ ପଲିଶି ଘୋଷଣା କରିଥିଲେ । ପରେ ଦିଲ୍ଲୀ ଓ ଗୁଜୁରାଟ ଭଳି କିଛି ରାଜ୍ୟରେ ଏମିତି ନୀତି କାର୍ଯ୍ୟ କାରୀ ହୋଇ ସାରିଛି । ତେବେ ଏହି ନୀତି କୁ କିଛି ଲୋକେ ମତ ଦେଇଛନ୍ତି କି ଏହା ଏକ ସ୍ଵାଗତ ଯୋଗ୍ୟ ପଲିଶି ଅଟେ ଆଗାମୀ ସମୟରେ ଏହା ବହୁତ ଭଲ ଭାବେ କାର୍ଯ୍ୟ କାରୀ ହେବ ।

ଅନ୍ୟ ଜଣେ ବ୍ୟକ୍ତି ମତ ଦେଇଛନ୍ତି କି ପୁରୁଣା ଗାଡି ଉପରେ ଯେମିତି ରିହାତି ରଖା ଯାଇଛି ତାହା ଠାରୁ ୧୫ରୁ ୨୦ ପ୍ରତିଶତ ବୃଦ୍ଧି କରାଯାଉ ଇ ତେବେ ଯାଇ ନୂଆ ଗାଡି କିଣିବା ପାଇଁ ଆଉ ଜଣେ ଚିନ୍ତା କରିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *