ସଫଳ ହବାର ଅଛି ତେବେ ଏହି 4ଟି କଥା ମନେ ରଖନ୍ତୁ- Chanakya Niti

ଆଜିକା ସମୟରେ ଲୋକଙ୍କୁ ଅଧିକ ଧନ ସଞ୍ଚୟ କରିବା ପାଇଁ ଅଧିକ ଶ୍ରମ କରିବାକୁ ପଡିଥାଏ, ତଥାପି ବହୁତ କମ ଲୋକ ହୋଇଥାନ୍ତି ଯିଏ ସଫଳତା ପାଇ ପାରନ୍ତି । ଲୋକଙ୍କୁ କିଛି କାମରେ ସଫଳତା ମିଳି ଯାଇଥାଏ କିନ୍ତୁ କିଛି କାମରେ ଅସଫଳତା ମୁହଁ ମଧ୍ୟ ଦେଖିବାକୁ ପଡିଥାଏ । ଯଦି ଆପଣ ସଫଳତା ପ୍ରତିଶତ ବଢାଇବାକୁ ଇଛା ରଖନ୍ତି ତେବେ ଆପଣଙ୍କୁ ଚାଣକ୍ୟ ନୀତିରେ ଲେଖା ହୋଇଥିବା କିଛି କଥା ଉପରେ ବିଶେଷ ଧ୍ୟାନ ଦବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ମାନିବା ଦ୍ଵାରା ଆପଣଙ୍କ ଜୀବନରେ ଅସଫଳତା କମିଯିବ ଆଉ ସଫଳତା ବଢିବାକୁ ଲାଗିବ ।

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବୁଦ୍ଧିମାନ ବ୍ୟକ୍ତି ସେହି ହୋଇଥାଏ ଯିଏ ପରିସ୍ଥିତିକୁ ଜାଣିଥାଏ । ତେବେ ବର୍ତମାନ ସମୟ ସୁଖର ଚାଲିଛି କି ଦୁଃଖ ର ଚାଲିଛି ତାହା ଅନୁଯାଇ ବୁଦ୍ଧିମାନ ବ୍ୟକ୍ତି କାମ କରିଥାନ୍ତି । ତେବେ ବୁଦ୍ଧିମାନ ବ୍ୟକ୍ତି ସେହି ଅନୁଯାଇ କାର୍ଯ୍ୟ କରୁଥାନ୍ତି ସେଥିପାଇଁ ତାଙ୍କ ଜୀବନରେ ସଫଳତା ଆସିଥାଏ, ତେବେ ସୁଖ ସମୟରେ ଭଲ କାମ କରିବା ଉଚିତ ଆଉ ଦୁଃଖ ସମୟରେ ଭଲ କାମ କରିବା ଆବଶ୍ୟକ ହୋଇଥାଏ ।

୨. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତିଙ୍କୁ ନିଜ ମିଟର ଆଉ ଶତ୍ରୁ ବିଷୟରେ ଜାଣିବା ଆବଶ୍ୟକ ହୋଇଥାଏ, ଶତ୍ରୁ ମାନଙ୍କୁ ଆମେ ଜାନିଠାଉ କିନ୍ତୁ ମିଟର ମାନଙ୍କ ବେସରେ ଲୁଚି ରହିଥିବା ଶତ୍ରୁ ମାନଙ୍କୁ ଜାଣିବା ବହୁତ ଆବଶ୍ୟକ ନଚେତ ଆମ ଜୀବନରେ ଆମେ ସଫଳ ହୋଇ ପାରିବୁ ନାହିଁ । ତେବେ ଏହି ଭଳି ବିଶ୍ଵାସଘାତୀ ଲୋକଙ୍କ ଠାରୁ ଯେତେ ଦୂରେଇ ରହିବେ ସେତେ ଆପଣଙ୍କ ପାଇଁ ସୁବିଧା ଅଟେ ।

୩. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବୁଦ୍ଧିମାନ ବ୍ୟକ୍ତି ନିଜ ଆଯ ଆଉ ବ୍ୟୟ ଉପରେ ଧ୍ୟାନ ଦେଇଥାଏ, ଯଦି ଆପଣ ଆଯ ଠାରୁ ଅଧିକ ବ୍ୟୟ କରିବେ ତେବେ ଆପଣ ସଞ୍ଚୟ କରିବେ ତେବେ ଯାଇ ସଫଳତା ପାଇବେ କିନ୍ତୁ ଯଦି ଆଯ ଠାରୁ ଅଧିକ ବ୍ୟୟ କରିବେ ତେବେ ଆପଣଙ୍କୁ ସଫଳତା କେବେ ବି ମିଳିବ ନାହିଁ ।

୪. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଚାକିରିଆ ଲୋକଙ୍କୁ ଏହା ଜାଣିବା ଆବଶ୍ୟକ ଯେ କାମରେ ତାଙ୍କ କେମିତିକା କାମ ବସ ଆଉ ଅନ୍ୟ ଅଧିକାରୀ ମାନଙ୍କୁ ପସନ୍ଦ ଆଉ ତାଙ୍କ କାମ ତାଙ୍କ ଠାରୁ କଣ ଚାହୁଁଛି ଏହି ସବୁ କଥା ଜାଣିଲେ ସେ ସଠିକ ଭାବରେ କାମ କରିଥାନ୍ତି ଆଉ ସଫଳତା ପାଇଥାନ୍ତି ।

Leave a Reply

Your email address will not be published. Required fields are marked *