ସାମ୍ନାକୁ ଆସିଲା Anubhabଙ୍କ ନିଆରା ରୂପ, ସମସ୍ତଙ୍କ ପାଇଁ ବନିଲେ ବଡ ଉଦାହରଣ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ କଳାକାର ମାନଙ୍କୁ ବେଶ ଭଲ ଜାଣିଥିବେ । ସେମାନେ ନିଜର ବ୍ୟକ୍ତିତ୍ବ ଓ ପର୍ଶନାଲ ଲାଇଫ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ସେମାନେ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ବି ବ୍ୟକ୍ତିଗତ ଜୀବନ ପାଇଁ ସକ୍ରିୟ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଳାକାର ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ଅଧିକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ବିସ୍ତାର ଭାବେ ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ଦିଗଜ ଅଭିନେତା ହେବା ସହ କେନ୍ଦ୍ରାପଡା ର ସାଂସଦ ଅଟନ୍ତି । ଆଉ ନିଜର ରାଜନୈତିକ କ୍ୟାରିୟର ରେ ସେ ବହୁତ ଆଗରେ ଅଛନ୍ତି । ଆପଣ ମାନେ ଜାଣିଥିବେ ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ପ୍ରେମ ବିବାହ କରିଛନ୍ତି । ଆଉ ନିଜର ମ୍ୟାରେଜ ପାଇଁ ସେ ବେଶ ଖୁସିରେ ମଧ୍ୟ ଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖା ଯାଇଥିଲା ।

ଯାହା ପାଇଁ ଦୁହେଁ ଅଲଗା ହୋଇ ଯାଇଛନ୍ତି । ଦୁହିଙ୍କର ମାମଲା ଏବେ ବିଚାରଧିନ ଅବସ୍ଥାରେ ଏବେ ବି କୋର୍ଟ ରେ ରହିଛି । ଯାହା ପାଇଁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଅନୁଭବ ଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇକି ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଏହି ଭିଡିଓରେ ଅନୁଭବ ଲଞ୍ଚ କରୁଛନ୍ତି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଅନୁଭବ ଲଞ୍ଚ କରି ସାରିବା ପରେ ନିଜ ଅଇଁଠା ବାସନକୁ ନିଜେ ଧୋଉଛନ୍ତି ।

ଅନୁଭବ ଏହାକୁ ନେଇ କହିଛନ୍ତି ସେ ସବୁବେଳେ ନିଜ ଅଇଁଠା ବାସନ ନିଜେ ଧୁଅନ୍ତି । ଏଥି ପାଇଁ ସେ କାହାକୁ କଷ୍ଟ ଦିଅନ୍ତି ନାହିଁ । ଆଗକୁ ସେ କହୁଛନ୍ତି କି ସମସ୍ତେ ନିଜ ସ୍ତ୍ରୀ ମାନଙ୍କୁ ବହୁତ ଭଲ ପାଇବା ଦରକାର ଆଉ ସମ୍ମାନ ମଧ୍ୟ ଦେବା ଦରକାର । ଯେତେ ଭଲ ପାଇବା ଦେଲେ ବି କମ ପଡିବ । ସେ ନିଜ ଅଇଁଠା ବାସନ ନିଜେ ଧୋଉଛନ୍ତି କିନ୍ତୁ ତାଙ୍କ ମନରେ ଏଥିପାଇଁ ଟିକେ ବି ଅପଶୋଷ ନାହି ।

କାରଣ ସେ କାହାକୁ ହାଇରାଣ କରିବାକୁ ଚାହାନ୍ତି ନାହି । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି । ଆଉ କହୁଛନ୍ତି ପୁଅ ହେବ ତ ଏମିତି ଠିକ ଅନୁଭବ ଙ୍କ ପରି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *