ସାମ୍ନାକୁ ଆସିଲେ ଆମେଲି ଦେଖନ୍ତୁ କାହାକୁ ବହାହେଇଛନ୍ତି ?? ତାଙ୍କର କେତୋଟି ପୁଅ ଝିଅ ଓ ସେମିତି କେମିତି ଦେଖାଗଲେଣି ।

ବହୁ ଦିନ ପରେ ଆମେଲି ପଣ୍ଡାଙ୍କ ବିଷୟରେ କଥା କିଛି ରହିଛି ବହୁତ ଦିନ ହେବ ଓଡିଶା ଫିଲ୍ମ ଓ ଆଲବମ ଜଗତରୁ ନିଜକୁ ଦୁରେଇଯିବା ପରେ ତାଙ୍କ ବିଷୟରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି ଆମେଲି ପଣ୍ଡା କିଛି ବର୍ଷ ତଳେ ବହୁତ ଓଡ଼ିଆ ଆଲବମ କରି ନିଜକୁ ପ୍ରସିଦ୍ଧ କରିପାରିଥିଲେ ।   ଆମେଲି ପଣ୍ଡା ଙ୍କ ଜନ୍ମ ଦିନ ରେ ତାଙ୍କୁ ବହୁତ ଉଇସେସ୍ ମିଳିଛି ଓ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଗିଫ୍ଟ ଦେଇଛନ୍ତି ଏହି ଜନ୍ମ ଦିନ ଅବସରରେ ସେ ଗୋଟେ ଟିବି ପ୍ରୋଗ୍ରାମ ରେ ଦେଖିବାକୁ ମିଳିଥିଲେ ।

ଦୀର୍ଘ କିଛି ବର୍ଷ ପରେ ସେ ପରଦା ଆଗକୁ ଆସିଥିଲେ କିଛି ବର୍ଷ ପୂର୍ବେ ସେ ଜଣେ ବ୍ୟବସାୟୀଙ୍କୁ ବୁବହ କରିଥିଲେ ଓ ଭୁବନେଶ୍ୱରରେ ସେ ରହୁଛନ୍ତି ତାଙ୍କ ଶାଶୁ ଘରେ।

ଆମେଲି ତାଙ୍କ ପରିବାର ସହ ବହୁତ ଖୁସି ରେ ଅଛନ୍ତି। ତାଙ୍କ ଶଶୁରଙ୍କ ଘରେ ସେ ରହୁଛନ୍ତି ।  ସେ କହିଛନ୍ତି କି , ସେ ଆଗରୁ ଯେଉଁ ପରି ତାଙ୍କ ର ଜନ୍ମ ଦିନ ପାଳନ କରୁଥିଲେ ଏବେ ସେ ଆହୁରି ଖୁସି ରେ ପାଳନ କରୁଛନ୍ତି । ତାଙ୍କ ସ୍ୱାମୀ ତାଙ୍କ ଝିଅ ତାଙ୍କ ଶାଶୁ, ଶଶୁରଙ୍କ ସହିତ ସେ ବହୁତ ଖୁସି ରେ ଅଛନ୍ତି। ଆମେଲିଙ୍କୁ ଜନ୍ମ ଦିନ ଅବସରରେ ବହୁତ ଲୋକ ତାଙ୍କୁ ଉଇସ୍ କରିଛନ୍ତି ଓ ଆଶୀର୍ବାଦ ମଧ୍ୟ କରିଛନ୍ତି ତାଙ୍କ ଶାଶୁ, ଶଶୁର ମଧ୍ୟ ଆଶୀର୍ବାଦ କରିଛନ୍ତି।

ଦୀର୍ଘ କିଛିଦିନ ତଳେ ସେ ଓଡ଼ିଶାରେ 50 ରୁ ଅଧିକ ଆଲବମ ଓ କିଛି ସିନେମା ରେ କାମ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।  ଆମେଲିଙ୍କର ଗୋଟିଏ ଝିଅ ଆଛି ଯିଏ ଏବେ କିଛି ଦିନ ହେବ ପାଠ ପଢିବା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *