ସମସ୍ତ ବିଧିରେ ବାହାଘର ହେବା ପରେ ଭାଉଜ ମଥାରେ ସିନ୍ଦୁର ପିନ୍ଧାଇ ବାହା ହେଲା ଭଉଣୀ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ବାହାଘର ଦେଖିଥିବେ । ବାହାଘର ଏକ ପବିତ୍ର ବନ୍ଧନ ଯାହା ଜୀବନରେ ଥରେ ହୋଇଥାଏ । କିନ୍ତୁ ଆଜି ବି ଏମିତି କିଛି ଦେଶ ଅଛନ୍ତି ଯେଉଁ ଥରେ ଭିନ୍ନ ପରମ୍ପରା ରେ ଭିନ୍ନ ଢଙ୍ଗରେ ବାହାଘର ହୋଇଥାଏ । ଯାହାକୁ ନେଇ ଚର୍ଚ୍ଚା ଜୋର ଜରିଥାଏ । ଏଭଳି ଏକ ନିଆରା ବାହାଘର କୁ ନେଇ ଏବେ ସୋଇଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।

ଭାଉଜ ମଥାରେ ସିନ୍ଦୁର ପିନ୍ଧାଇ ବାହା ହେଲା ଭଉଣୀ । ଘୋଡାରେ ବସି ଭଉଣୀ ଗଲା ଭାଉଜକୁ ବାହା ହେବା ପାଇଁ । ବାହାଘର ଥିଲା ଭାଇ ର ହେଲେ ଭାଉଜକୁ ବାହା ହେଲା ଭଉଣୀ । ହଁ ଦର୍ଶକ ବନ୍ଧୁ ଏ କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥିବା ନିଶ୍ଚୟ । ଆଶ୍ଚର୍ଯ୍ୟ ଏଥିପାଇଁ ଲାଗୁଛି ଯେ ଗୋଟେ ଭଉଣୀ କେମିତି ଭାଉଜକୁ ବାହା ହୋଇ ପାରିବ । କିନ୍ତୁ ଏ ବାହାଘର ସଂପୂର୍ଣ୍ଣ ସତ ।

ବର ବେଶରେ ଘୋଡାରେ ବସି ରୋଷଣୀ ନେଇ ଶ୍ଵଶୁର ଘରକୁ ଯାଇଥିଲା ବର ର ଭଉଣୀ ମାନେ ନଣନ୍ଦ । ଆଉ ଶ୍ଵଶୁର ଘରେ ପହଞ୍ଚିବା ପରେ ନଣନ୍ଦ ଭାଉଜଙ୍କର ବାହାଘର ହୋଇଛି । ମଥାରେ ସିନ୍ଦୁର ପିନ୍ଧାଇ ଭାଉଜ କୁ ବାହା ହୋଇଛି ନଣନ୍ଦ । ଦେଶରେ ଏକ ପାହାଡିଆ ଅଞ୍ଚଳରେ ଏଭଳି ବାହାଘରକୁ ନେଇ ଏମିତି ପରମ୍ପରା ରହିଛି । ବର ର ଭଉଣୀ ବର ବେସ ସାଜି କନିଆ ଘରକୁ ଯାଏ ।

ସମସ୍ତ ବିଧିରେ ବାହାଘର ପରେ ଭଉଣୀ ବାହା ହୋଇ ଭାଉଜ କୁ ଘରକୁ ଆଣେ । ଏଭଳି ଏକ ଆଶ୍ଚର୍ଯ୍ୟ ଚକିତ କରିଲା ଭଳି ପରମ୍ପରା ରହିଛି ହିମାଚଳ ପ୍ରଦେଶର ଜନଜାତି ଅଞ୍ଚଳ ଲାହୋଲସ୍ଫୀତି ରେ ଦେଖା ଯାଇଛି ଏମିତି ଏକ ଏକ ବାହାଘର । ବର ର ଭଉଣୀ ତା ଭାଉଜ ମଥାରେ ସିନ୍ଦୁର ପିନ୍ଧାଇ ତାଙ୍କ ସହ ସାତ ଘେରା ନେଇଥାନ୍ତି । ଅଗ୍ନି କୁ ସାକ୍ଷୀ ରଖି ସାତ ବଚନ ମଧ୍ୟ ନେଇଥାନ୍ତି । ଏହା ପରେ ଭାଉଜ ଘରକୁ ଆସେ ।

ଆଉ ପୁଣି ଥରେ ଭାଇ ସହ ଭାଉଜର ବାହାଘର ହୁଏ । ତେବେ ଯଦି କେଉଁ ଭାଇ ର ଭଉଣୀ ନାହି ତେବେ ତାର ବି ବିକଳ୍ପ ରହିଛି । ଭଉଣୀ ନ ଥିଲେ ଭାଇ ର ଭାଇ ବାହା ହୁଏ ଭାଉଜ କୁ । ମାନେ ଦିଅର ଭାଇ ପାଇଁ ବାହା ହୁଏ ଭାଉଜ କୁ । ଦୀର୍ଘ ସପ୍ତାଦ୍ଦି ତଳେ ଏହି ପରମ୍ପରା ଆରାମ୍ଭ ହୋଇଥିଲା । ସୂଚନା ଅନୁଯାୟୀ ବିବାହ ଦିନ କୌଣସି କାରଣରୁ ବର ଘରେ ନ ଥିବାରୁ ପ୍ରଥମେ ଏପରି ଯାଇଥିଲା ।

ଯାହା ପରେ ପରମ୍ପରା ବଦଳି ଯାଇଥିଲା । ଆଉ ସେବେ ଠାରୁ ଭାଇ ପାଇଁ ଭଉଣୀ ବା ଭାଇ ଯାଏ ବାହା ହେବା ପାଇଁ ଭାଉଜ କୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ନିଆରା ବାହାଘରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *